Browsing Category
ଦେଶ
ଉଠିଯିବ ଟୋଲ୍ ପ୍ଲାଜା ! ୩ ମାସ ମଧ୍ୟରେ ଜିପିଏସ ଟୋଲ ସିଷ୍ଟମ ପାଇଁ ହେବ ପଲିସି
ନୂଆଦିଲ୍ଲୀ: ଆଉ ରହିବନି ଟୋଲ୍ ପ୍ଲାଜା, ଖୁବଶୀଘ୍ର ଦେଶରେ ଟୋଲ୍ ପ୍ଲାଜା ଉଠାଇ ଦିଆଯିବ । ଏହା ବଦଳରେ ସାରା ଦେଶରେ ଜିପିପିଏସ ଆଧାରିତ ଟୋଲ ସିଷ୍ଟମର ବ୍ୟବସ୍ଥା କରାଯିବ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର ।…
ରାଜ୍ୟସଭାରେ ସରକାର-ବିରୋଧୀ ଯୁଦ୍ଧ: କ୍ଷମା ମାଗିବାକୁ କହିଲେ ୭ କେନ୍ଦ୍ରମନ୍ତ୍ରୀ, ସାମ୍ନାକୁ ଆସିଲା ଧସ୍ତାଧସ୍ତିର ଭିଡିଓ
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନରେ ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି । ବୁଧବାର ଦିନ ଅଧିବେଶନ ଶେଷ ହୋଇଗଲା । କିନ୍ତୁ ମୌସୁମୀ ଅଧିବେଶନର ଶେଷ ଦିନରେ ଯାହା ହେଲା, ତାକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ…
ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର MI-24
ନୂଆଦିଲ୍ଲୀ: ତାଲିବାନ କବଜାରେ ଭାରତୀୟ ହେଲିକପ୍ଟର ଏମଆଇ-୨୪ । ଆଫଗାନିସ୍ତାନରେ ତାଲିବାନ ଗୋଟିଏ ପରେ ଗୋଟିଏ ସହର ଅକ୍ତିଆର କରି ଚାଲିଥିବା ବେଳେ ଏହା ମଧ୍ୟରେ ଭାରତୀୟ ହେଲିକପ୍ଟରଟି ରହିଛି । ଆଫଗାନିସ୍ତାନର କାନ୍ଦୁଜ…
ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ବିଜେପି ସାଂସଦ; ଜାଣନ୍ତୁ କଣ ହେଲା ଆଲୋଚନା
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୌସୁମୀ ଅଧିବେଶନ ଆଗୁଆ ସମାପ୍ତ ହୋଇଥିବା ବେଳେ ରାଜ୍ୟର ସମସ୍ତ ସାଂସଦ ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଛନ୍ତି । ବିଜେପିର ନେତା ମାନେ ରେଳଓ ଆଇଟି ମନ୍ତ୍ରୀଙ୍କୁ ଭେଟି…
ଦୁଷ୍କର୍ମକାରୀକୁ ଏମିତି ଚିହ୍ନିଲା ନେତ୍ରହୀନ ପୀଡ଼ିତା, ମିଳିଲା ଆଜୀବନ କାରାଦଣ୍ଡ
ଅମରୋହା: ୧୬ ବର୍ଷର ଜଣେ ନେତ୍ରହୀନ ଝିଅକୁ ରାସ୍ତାରୁ ଉଠାଇ ନେଇ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତକୁ ପୀଡ଼ିତା ଜଣକ ତାର ସ୍ୱରରୁ ଚିହ୍ନିପାରିଛି । ଏହାପରେ ଦୋଷୀକୁ ଆଜୀବନ କାରାଦଣ୍ଡ ସଜ୍ଜା…
ହିମାଚଳ ଭୁସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୨ ଲକ୍ଷ ଟଙ୍କା, ପ୍ରଧାନମନ୍ତ୍ରୀ କଲେ ଘୋଷଣା
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କିନ୍ନୌର୍ ଠାରେ ହୋଇଥିବା ଭୁସ୍ଖଳନ ଯୋଗୁଁ ଅନେକ ଲୋକଙ୍କ ଜୀବନ ଅକାଳରେ ଚାଳିଯାଇଛି । ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବା ବେଳେ ଆହୁରି ଅନେକ ଲୋକ ମାଟି ତଳେ…
କଂଗ୍ରେସର ଅଫିସିଆଲ ଆକାଉଣ୍ଟ ଲକ୍ କଲା ଟ୍ୱିଟ୍ଟର
ନୂଆଦିଲ୍ଲୀ: କଂଗ୍ରେସର ଅଫିସିଆଲ ଆକାଉଣ୍ଟକୁ ଲକ୍ କରି ଦେଇଛି ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟ୍ୱିଟ୍ଟର । ଗୁରବାର କଂଗ୍ରେସ ପକ୍ଷରୁ ଏ ନେଇ ଏକ ସ୍କ୍ରିନ ଶଟ୍ ଶେୟାର କରାଯାଇଛି । କଂଗ୍ରେସର ଅଫିସିଆଲ ଫେସବୁକ ଆକାଉଣ୍ଟରେ…
ହଙ୍ଗାମା ମଧ୍ୟରେ ମୌସୁମୀ ଅଧିବେଶନ: ଲୋକସଭାରେ ୨୧ ଘଣ୍ଟା ହୋଇଛି କାମ, ୭୪ ଘଣ୍ଟା ବର୍ବାଦ୍
ନୂଆଦିଲ୍ଲୀ: ଜୁଲାଇ ୧୯ ତାରିଖରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟର ୨ ଦିନ ପୂର୍ବରୁ ହିଁ ବୁଧବାର ଦିନ ଅନିଶ୍ଚିତ କାଳ ପାଇଁ ସ୍ଥଗିତ କରାଯାଇଥିଲା । ପେଗାସସ୍ ଏବଂ କୃଷି ଆଇନ ବ୍ୟତୀତ ଅନେକ…
GSLV-F10 ମିଶନ ଅସମ୍ପୂର୍ଣ୍ଣ: ଇସ୍ରୋ
ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କରାଯାଉଥିବା ଜିଏସଏଲଭି-ଏଫ-୧୦ ମିଶନ ବିଫଳ ହୋଇଛି । ଗୁରୁବାର ସକାଳ ୫.୪୩ ମିନିଟରେ ଏହି ମିଶନ ଆରମ୍ଭ ହୋଇଥିବା ବେଳେ ଏହା ବିଫଳ ହୋଇଥିବା ନେଇ…
ଗାଜିଆବାଦ୍ ହେଉଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ପ୍ରଦୂଷିତ ସହର: ରିପୋର୍ଟ
ନୂଆଦିଲ୍ଳୀ: ବିଶ୍ୱରେ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି ପରିବେଶ ପ୍ରଦୂଷଣ । ଦିନକୁ ଦିନ ସହରୀକରଣ ବୃଦ୍ଧ ପାଉଥିବାରୁ ଏହାର ସିଧାସଳଖ ପ୍ରଭାବ ପରିବେଶ ଉପରେ ପଡ଼ୁଛି । ଆଉ ଏହାରି ମଧ୍ୟରେ ସବୁଠୁ ଅଧିକ ପ୍ରଦୂଷିତ ସହର…