Browsing Category

ଦେଶ

ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ବସିବ ଅକ୍ସିଜେନ୍ ପ୍ଲାଣ୍ଟ

ନୂଆଦିଲ୍ଲୀ, ୨୫ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ଦିନକୁ ଦିନ ସାଂଘାତିକ ରୁପ ନେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଅକ୍ସିଜେନର ଅଭାବ ଦେଖାଦେଇଥିବାରୁ ଅନେକ ଲୋକ ମୃତ୍ୟୁବରଣ…

ସୁପ୍ରିମ୍ କୋର୍ଟ ବିଚାରପତି ଜଷ୍ଟିସ୍ ମୋହନ ଏମ୍ ଶାନ୍ତନାଗୌଡାଙ୍କ ଦେହାନ୍ତ

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ୍ ମୋହନ ଏମ୍ ଶାନ୍ତନାଗୌଡାଙ୍କର ଦେହାନ୍ତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ଗୁରୁଗ୍ରାମ ସ୍ଥିତ ମେଦାନ୍ତ…

କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ: ୨୩  ମୃତ

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : କୋଭିଡ୍ ହସ୍ପିଟାଲରେ ଅଗ୍ନିକାଣ୍ଡ ଯୋଗୁଁ ୨୩ ଜଣଙ୍କର ମୃତ୍ୟୁ ଘଟିଛି । ଇରାକର ରାଜଧାନୀ ବାଗଦାଦରେ ଥିବା ଇବନ୍-ଅଲ୍-ଖାତିବ୍ ହସ୍ପଟାଲରେ ଏହି ଅଗ୍ନିକାଣ୍ଡଟି ହୋଇଛି । ଗତକାଲି…

ଲକଡାଉନ ବେଳେ ବିନା କାମରେ ବାହାରେ ବୁଲୁଛନ୍ତି କି, ତେବେ ଏହି ଭିଡିଓ ଉପରେ ଥରେ ନଜର ପକାନ୍ତୁ

ଭୋପାଳ,୨୫ ।୪ (ଓଡିଶା ଭାସ୍କର): ଦେଶରେ କରୋନା ମହାମାରୀ ଦ୍ରୁତ ଗତିରେ ଲୋକଙ୍କୁ ସଂକ୍ରମିତ କରିବାରେ ଲାଗିଛି । ପ୍ରତିଦିନ ନୁଆ ନୁଆ ରେକର୍ଡ କରୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର…

ମାଫିଆ ସରଦାର ମୁଖ୍ତାର ଅସାଂରି କରୋନା ପଜିଟିଭ ଚିହ୍ନଟ

ଉତ୍ତରପ୍ରଦେଶ ୨୫ । ୪ (ଓଡିଶା ଭାସ୍କର) : ଉତ୍ତରପ୍ରଦେଶ ବାନ୍ଦା ଜେଲରେ ମାଫିଆ ସରଦାର ମୁଖ୍ତାର ଅସାଂରି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।  ଗତକାଲି ଟେଷ୍ଟ ପାଇଁ ସାମ୍ପୁଲ୍ ନିଆଯାଇଥିଲା । ଏଣ୍ଟିଜେନ୍ ରିପୋର୍ଟରେ…

ରାଜଧାନୀରେ ବଢ଼ିଲା ଲକଡାଉନ୍ ଅବଧି

ନୂଆଦିଲ୍ଲୀ ୨୫ ।୪ (ଓଡିଶା ଭାସ୍କର) : ରାଜଧାନୀ ଦିଲ୍ଲୀରେ ଆଉ ୬ ଦିନ ବଢ଼ିଲା ଲକଡାଉନ୍ ଅବଧି । ପୁର୍ବରୁ ଏପ୍ରିଲ୍ ୨୬ ତାରିଖରେ ଯାଏଁ ଲକଡାଉନ୍ ଲାଗୁ ହୋଇଥିବା ବେଳେ ଏବେ ଏହାର ଅବଧି ବଢ଼ାଇଦିଆଯାଇଛି । ଦିଲ୍ଲୀରେ…

ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଅକ୍ଷୟ କୁମାର ଦେଲେ ୧ କୋଟି ଟଙ୍କା

ମୁମ୍ବାଇ,୨୫ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ସମୟରେ ପୁର୍ବତନ କ୍ରିକେଟର୍ ତଥା ସାଂସଦ ଗୌତମ ଗମ୍ଭୀରଙ୍କ ସଂସ୍ଥା ଲଗାତର ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ପ୍ରୟାସରତ ରହିଛି । ତେବେ ଏଭଳି…

କରୋନା ଆମ ଧୈର୍ଯ୍ୟର ପରୀକ୍ଷା ନେଉଛି : ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ ୨୫ । ୪ (ଓଡିଶା ଭାସ୍କର) : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ରେ ଦେଶକୁ ସମ୍ବୋଧନ କରିଛନ୍ତି । ଦେଶର ଜନାତାଙ୍କ ସହିତ କରୋନା ସଂକ୍ରମଣ ଏବଂ କରୋନା ଟିକା ଓ ଅକ୍ସିଜେନ୍…

ଏହି ଯୋଜନାରେ ପ୍ରତ୍ୟେକ ଲୋକଙ୍କୁ ମିଳୁଛି ୨ ହଜାର ଟଙ୍କା, ଚେକ୍ କରି ନିଅନ୍ତୁ ଆପଣଙ୍କ ନାମ ଅଛି ନା ନାହିଁ

ନୂଆଦିଲ୍ଲୀ, ୨୫ା୪: ଯଦି ଆପଣ ଜଣେ କୃଷକ, ତେବେ ଆପଣଙ୍କୁ ୨ ହଜାର ଟଙ୍କା ମିଳିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଏହି ଅର୍ଥ ପ୍ରଦାନ କରାଯିବ । ବର୍ତ୍ତମାନ ସୁଦ୍ଧା ୧୧.୭୪ କୋଟି କିଷାନ ଏହି ଯୋଜନାରେ…