Browsing Category
ଦେଶ
ସନ୍ଧି କରିନେଲେ ସିଦ୍ଧୁ ଓ ଅମରିନ୍ଦର; ପଞ୍ଜାବରେ ଆଶ୍ୱସ୍ତ କଂଗ୍ରେସ
ନୂଆଦିଲ୍ଳୀ: ପଞ୍ଜାବ ରାଜନୀତିରେ ଓ କଂଗ୍ରେସ ଦଳରେ ରହିଥିବା ଘରକଳି ଶେଷରେ ବୁଝାମଣାରେ ଶେଷ ହୋଇଛି । ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଏବଂ ନଭଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ଚାଲିଥିବା କ୍ଷମତା ଲଢେଇରେ ଶେଷରେ…
୮ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା: ଅଭିଯୁକ୍ତକୁ ମିଳିଲା ଫାଶୀଦଣ୍ଡ, ସାଢ଼େ ଚାରି ମାସରେ କୋର୍ଟ ଶୁଣାଇଲା ସଜ୍ଜା
ବୁଲନ୍ଦସହର: ଗୋଟିଏ ୮ ବର୍ଷର ଝିଅକୁ ଅପହରଣ କରିବା ପରେ ଦୁଷ୍କର୍ମ କରି ମାରିଦେବା ଅଭିଯୋଗରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି । ପୋକ୍ସେ ଆକ୍ଟ ଅଧୀନରେ ଜଜ୍ ଡା. ପଲ୍ଲବୀ ଅଗ୍ରୱାଲ ନାବାଳିକାକୁ ଅପହରଣ ପରେ ଦୁଷ୍କର୍ମ…
ସଫଳତାର ଅନ୍ୟ ନାମ ଆଶା: ସଫେଇକର୍ମୀରୁ ଆରଏଏସ୍ ଅଧିକାରୀ, ଏମିତି ଥିଲା ସଂଘର୍ଷର କାହାଣୀ
ଯୋଧପୁର: କୁହାଯାଏ କଷ୍ଟ କଲେ କୃଷ୍ଣ ମିଳନ୍ତି । ଆଉ ଏହାର ଏକ ସଦ୍ୟ ଉଦାହରଣ ହେଉଛନ୍ତି ସଫେଇ କର୍ମୀ ଭାବେ କାମ କରୁଥିବା ଆଶା କଣ୍ଡାରା । ସେ ଜଣେ ସଫେଇ କର୍ମୀ ଭାବରେ ଗଳି ଗଳିରେ ଝାଡ଼ୁ ଲଗାଉଥିବା ବେଳେ ଆଜି ସେ…
ଡ୍ରୋନ୍ ସିଷ୍ଟମକୁ ନେଇ ପ୍ରସ୍ତୁତ ହେଲା ନୂଆ ନିୟମର ଡ୍ରାଫ୍ଟ, ୫ ଅଗଷ୍ଟ ଯାଏ ଦରକାର ନାଗରିକଙ୍କ ପ୍ରତିକ୍ରିୟା
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ବାୟୁସେନା ଷ୍ଟେସନ୍ ଉପରେ ପାକିସ୍ତାନୀ ଡ୍ରୋନ୍ ଆକ୍ରମଣ ପରେ ସରକାର ସତର୍କ ହୋଇଛନ୍ତି । ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଡ୍ରୋନ୍ ରୁଲ୍ସ ୨୦୨୧ର ଏକ ଡ୍ରାଫ୍ଟ…
ଆସନ୍ତା ୨୦ରୁ ଶସ୍ତା ହେବ ଏହିସବୁ ସାମଗ୍ରୀ, କେନ୍ଦ୍ରର ଘୋଷଣା
ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦରବୃଦ୍ଧିରେ ହନ୍ତସନ୍ତ ହୋଇଗଲେଣି ଜନତା । ହୁ ହୁ ହୋଇବଢ଼ି ଚାଲିଛି ବିଭିନ୍ନ ସାମଗ୍ରୀ । ଏଥିରେ ନିୟନ୍ତ୍ରଣ ଆସୁନଥିବାରୁ ବିଭିନ୍ନ ମହଲରୁ ପ୍ରତିବାଦର ସ୍ୱର ଉଠିଲାଣି ଏବଂ ବିରୋଧୀ…
ସ୍ୱତନ୍ତ୍ରତା ଛଡ଼ାଇବାକୁ ପ୍ରଣୟନ ହୋଇଥିଲା ‘କଲୋନିକାଲ୍’ ନିୟମ, ଏହାକୁ ହଟାଯାଉନି କାହିଁକି; କେନ୍ଦ୍ରର ସୁପ୍ରିମକୋର୍ଟକୁ ପ୍ରଶ୍ନ
ନୂଆଦିଲ୍ଲୀ: "କଲୋନିକାଲ୍" କୁ ଦେଶଦ୍ରୋହ ଆଇନ୍ ବୋଲି କହିଲେ ସୁପ୍ରିମକୋର୍ଟ । ବ୍ରିଟିଶ ଉପନିବେଶୀୟ ଶାସନ କାଳରେ ଏହି ଆଇନ୍ ପ୍ରଣୟନ କରାଯାଇଥିଲା । କୋର୍ଟ ପ୍ରଶ୍ନ କରିଛନ୍ତି ଯେ, ସ୍ୱାଧୀନତାର ୭୫ ବର୍ଷ ପରେ ଏହି…
ମାତ୍ର ୪୫ ଟଙ୍କାରେ ପାଆନ୍ତୁ ୧୦ଜିବି ଡାଟା, ଅନଲିମିଟେଡ୍ କଲ୍ ସମେତ ବହୁତ୍ କିଛି ସେବା ଫ୍ରୀ
ଓଡ଼ିଶା ଭାସ୍କର ବ୍ୟୁରୋ: ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ୍ ନିଜର ଗ୍ରାହକଙ୍କୁ ବଜାୟ ରଖିବା ପାଇଁ ନୂଆ ନୂଆ ପ୍ଲାନ୍ ଆଣିଥାଏ । ତେବେ ଏହି କ୍ରମରେ ବିଏସଏନଏଲ୍ ନିଜର ଗ୍ରାହକଙ୍କ ପାଇଁ ନୂଆ ପ୍ରିପେଡ୍ ରିଚାର୍ଜ…
ଆପଣଙ୍କ ଆଧାର କାର୍ଡରେ ଥିବା ଫଟୋ ପସନ୍ଦ ଆସୁନି କି, ତେବେ ଜାଣନ୍ତୁ ଫଟୋ ବଦଳାଇବାର ସବୁଠୁ ସହଜ ଉପାୟ
ନୂଆଦିଲ୍ଲୀ: ଦେଶରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆଧାର କାର୍ଡ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ । ଆଧାର ବିନା, ପିଲାଙ୍କ ସ୍କୁଲ ଆଡମିଶନରୁ ଆରମ୍ଭ କରି ଚାକିରି ପାଇବା ପର୍ଯ୍ୟନ୍ତ ସବୁକିଛି…
୩୧ ବର୍ଷ ପୂର୍ବେ ଚୋରି କରିଥିଲା ୩୦ ଟଙ୍କା, ଏବେ ପୁଲିସ୍ ଧରି କୋର୍ଟରେ ହାଜର କରିବାରୁ ଜଜ୍ କହିଲେ…
ନୂଆଦିଲ୍ଲୀ: ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତ ୩୧ ବର୍ଷ ପରେ କୋର୍ଟରେ ହାଜର ହୋଇଛି । ୧୯୯୦ ରେ ସେ ଜଣେ ଚାଷୀଙ୍କ ପକେଟରୁ ୩୦ ଟଙ୍କା ଚୋରି କରିବାର ୩୧ ବର୍ଷ ପରେ, ପୁଲିସ୍ ତାକୁ ଗିରଫ କରିବାରେ ସଫଳ ହୋଇଛି । ଚାଷୀଙ୍କ…
୨୪ ଘଣ୍ଟାରେ ବାହାରିଲେ ୪୧ ହଜାରରୁ ଅଧିକ ପଜିଟିଭ, ୫୮୧ ଜଣଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ…