Browsing Category
ଦେଶ
ଦେଶରେ କରୋନା ନେଲାଣି ୧୦୯ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଲା
ନୂଆଦିଲ୍ଲୀ, ୬ା୪: ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ଖେଳାଇଥିବା କରୋନା ଭାଇରସ୍ ଭାରତରେ ମଧ୍ୟ ଏହାର କାୟା ମେଲାଇବା ଆରମ୍ଭ କରିଦେଇଛି । ଦେଶରେ କରୋନା ଜନିତ ରୋଗ (କୋଭିଡ୍-୧୯) ଫଳରେ ମୃତକଙ୍କ ସଂଖ୍ୟା ଧିରେ ଧିରେ…
କରୋନା ମୁକ୍ତ କନିକା
ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ବଲିଉଡ ଗାୟିକା କନିକା କାପୁର । ଗତ ମାର୍ଚ୍ଚ ୯ ତାରିଖରେ ସେ ଲଣ୍ଡନରୁ ପେରିବା ର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲା ।ଲଗାତାରା ତାଙ୍କ ଚାରି ଚାରିଟି ଟେଷ୍ଟ ରିପୋର୍ଟ…
ବଡ ଖବର: କରୋନା ପାଇଁ ଟୀକା ପ୍ରସ୍ତୁତ କଲା ଭାରତ ବାୟୋଟେକ୍, ପରୀକ୍ଷା ପାଇଁ ପଠାଗଲା ଆମେରିକା
ନୂଆଦିଲ୍ଲୀ,୬ ।୪:କରୋନା ଭାଇରସ ଯୁଦ୍ଧରେ ଜିତିବା ପାଇଁ ସାରା ବିଶ୍ୱର ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ବେଳେ ବୈଜ୍ଞାନିକମାନେ ଏଥିପାଇଁ ଟୀକା ପ୍ରସ୍ତୁତ କରିବାରେ ଦିନ ରାତି ଲାଗିଛନ୍ତି । ହାଇଦ୍ରାବାଦର ଟୀକା…
Sachin advised Dhoni to bat ahead of Yuvraj confirms Shewag
MS Dhoni's promotion in the batting order ahead of Yuvraj Singh in the World Cup final is still treated as a masterstroke .But , Indian cricket legend Sachin Ramesh Tendulkar was …
ଅଦ୍ଭୁତ ସଂଯୋଗ: ଝିଅ DSP ତ ବାପା SI, ଗୋଟିଏ ଥାନାରେ ଦେଉଛନ୍ତି ଡ୍ୟୁଟି
ସିଦ୍ଧି,୬ ।୪: ମଧ୍ୟପ୍ରଦେଶରେ ବାପା ଓ ଝିଅ ଏକା ସାଙ୍ଗରେ ଗୋଟିଏ ପୋଲିସ ଷ୍ଟେସନରେ କାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସଂଯୋଗ ବା ଭାଗ୍ୟ ବୋଲି ବି କୁହାଯାଇପାରିବ, କାରଣ ବାପ-ଝିଅ କେବେ ବି ଭାବି ନଥିଲେ ଯେ…
ବିଜେପି @୪୦, ବିଶ୍ୱ ପାଇଁ ଭାରତ ଉଦାହରଣ ସୃଷ୍ଟି କରିଛି: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୬ା୪: ବିଜେପିର ୪୦ତମ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବର୍ତ୍ତମାନ ପୁରା ବିଶ୍ୱ କଠିନ ସମୟ ଦେଇ ଗତି କରୁଛି । ଏବେ ସମଗ୍ର ମାନବ ଜାତି…
ଗଲାଥର ଅଷ୍ଟପ୍ରହରୀ ଏଥର ମଶାଲ୍ ଶୋଭାଯାତ୍ରା ।
କେବେ ବୁଝିବେ ଲୋକେ ? କଣ କରିବାକୁ କୁହାଯାଉଛି କରୁଛନ୍ତି କଣ ? ଗତ ଥର ଜନତା କର୍ଫ୍ୟୁ ବେଳେ ଘରେ ରହି ତାଳି ବଜାଇବାକୁ ପ୍ରଧାନମନ୍ତ୍ରୀ ଅପିଲ୍ କରିଥିଲେ । ହେଲେ ଲୋକେ ରାସ୍ତା ଉପରକୁ ଆସି କିର୍ତ୍ତନ କରିବା ଆରମ୍ଭ…
ଗାଡି ସିଜ
ଆଜି ସକାଳୁ ଭୁବନେଶ୍ୱରରେ ପୁଲିସ ୮୭୪ଟି ଗାଡି ଜବତ କରିଛି । ସମସ୍ତେ ମାର୍କେଟକୁ ଗାଡି ନେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବାକୁ ଆସିଥିଲେ । ସେହିପରି କଟକରେ ମଧ୍ୟ ୧୦୦ ରୁ ଅଧିକ ଗାଡି ସିଜ କରାଯାଇଛି । ଏଥିସହିତ…
ମୋବାଇଲ୍ ପାଇଁ ଫସିବେ !
କରୋନା ସଙ୍କଟ ସମୟରେ ଦେଶରେ ଲକ୍ଡାଉନ ପରିସ୍ଥିତି । ଆକ୍ରନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଓ ଟ୍ରଭେଲ୍ ହିଷ୍ଟ୍ରି ଥିବା ଲୋକଙ୍କୁ କ୍ୟାରେନଟାଇନ୍ ବା ସଂଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ଏହାର ଅମାନ୍ୟ…
ବାଘକୁ କରୋନା ।
ସାରା ବିଶ୍ୱରେ ସାଢ଼େ ବାରଲକ୍ଷ ଲୋକ ଏବେ କରୋନା ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୭୦ହଜାର ପାଖାପାଖି ପଂହଚିଲାଣି । ଏବେବି ଏହି ଭାଇରସ୍ ର ଉତ୍ପତି କିପରି ହେଲା ସେନେଇ କୈାଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପରିନାହିଁ…