Browsing Category
ଦେଶ
ସାନିଟାଇଜର୍ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ ଘଟଣା: ୧୫ ମହିଳାଙ୍କ ସମେତ ୧୮ ଜୀବନ୍ତଦଗ୍ଧ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ପୁଣେ, (ଓଡ଼ିଶା ଭାସ୍କର): ମହାରାଷ୍ଟ୍ରର ପୁଣେଠାରୁ ୧୬ କି.ମି. ଦୂରରେ ଥିବା ପିରାଙ୍ଗୁଟ୍ ନିକଟସ୍ଥ ଉରାୱାଡେ ଗ୍ରାମସ୍ଥିତ ଏକ ସାନିଟାଇଜର ପ୍ଲାଣ୍ଟରେ ସୋମବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି…
ନୋଏଡାଠାରେ ବିଶ୍ୱ ସ୍ତରୀୟ ଫିଲ୍ମ ସିଟି ନିର୍ମାଣ ପ୍ରକ୍ରିୟା ଆରମ୍ଭ, କାଲି ଡିଆରପି ଦେଖିବେ ମୁଖ୍ୟମନ୍ତ୍ରୀ ଯୋଗୀ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାର ଏକ ବିଶ୍ୱ ସ୍ତରୀୟ ଫିଲ୍ମ ସିଟି ନିର୍ମାଣ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି । ଦିଲ୍ଲୀ ନିକଟବର୍ତ୍ତୀ ନୋଏଡା ଠାରେ ୨୦୦୦ ଏକରରୁ ଅଧିକ ଜାଗାରେ ଏହି ଫିଲ୍ମ ସିଟି ନିର୍ମାଣ ହେବ । ଏହି…
ପଶ୍ଚିମବଙ୍ଗ ଆକାଶରୁ ଖସିଲା ମୃତ୍ୟୁର ବିଜୁଳି, ୩ ଜିଲ୍ଲାରେ ୨୦ଜଣଙ୍କ ଜୀବନ ନେଲା ବଜ୍ରପାତ
କଲୋକତା (ଓଡ଼ିଶା ଭାସ୍କର) ପଶ୍ଚିମବଙ୍ଗ ଏକ ଦୁଃଖଦ ଆସିଛି । ହଠାତ୍ ଆକାଶରୁ ମୃତ୍ୟୁ ହୋଇ ଖସିଲା ବିଜୁଳି। ବଜ୍ରପାତରେ ୩ ଜିଲ୍ଳାର ପ୍ରାୟ ୨୦ଜଣ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି। କଲୋକତା ସମେତ ବିଭିନ୍ନ…
ଭାରତର ଏମଏସଏମଇ କ୍ଷେତ୍ରର ବୃଦ୍ଧି ପାଇଁ ୫୦ କୋଟି ଡଲାର ପ୍ରୋଗ୍ରାମକୁ ମଞ୍ଜୁରୀ ଦେଲା ବିଶ୍ୱ ବ୍ୟାଙ୍କ
ନୂଆଦିଲ୍ଳୀ: ଦେଶରେ କୋଭିଡ-୧୯ ଯୋଗୁଁ ବିଶେଷ ପ୍ରଭାବିତ ହୋଇଛି ଏମଏସଏମଇ ସେକ୍ଟର । ତେବେ ଏହାରି ମଧ୍ୟରେ ଭାରତର ଏମଏସଏମଇ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ବିଶ୍ୱ ବ୍ୟାଙ୍କ ୫୦୦ ମିଲିୟନ ଡଲାର ପ୍ରୋଗ୍ରାମକୁ ଅନୁମୋଦନ…
ପୁଣେର କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୧୭ ମୃତ
ପୁଣେ: ମହାରାଷ୍ଟ୍ର ପୁଣେରେ ଥିବା କେମିକାଲ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି, ଯେଉଁଥିରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ୧୫ ଜଣ ମହିଳା ଥିବା ବେଳେ ୨ ଜଣ ପୁରୁଷ ଥିଲେ । ତେବେ…
ଶିଳ୍ପସଂସ୍ଥା ଚଳାଇବା ପାଇଁ ପରିବେଶ କ୍ଲିୟରାନ୍ସ କର… ଜାଣନ୍ତୁ କଣ କହିଲେ ଏନଜିଟି
ନୂଆଦିଲ୍ଲୀ: ଉଦ୍ୟୋଗ ବା ଶିଳ୍ପସଂସ୍ଥା ଚଳାଇବା ପାଇଁ ପରିବେଶ ଉପରେ ପଡ଼ୁଥିବା ପ୍ରଭାବକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନଜିଟି) କଡ଼ା ତାଗିଦ୍ କରିଛନ୍ତି । ଏନଜିଟି ବେଞ୍ଚ ସ୍ପଷ୍ଟ କରିଛି ଯେ ବିନା ପର୍ଯ୍ୟାବରଣ…
ସପ୍ତମ ବେତନ କମିଶନ: କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏକୁ ନେଇ ଖୁବଶୀଘ୍ର ହୋଇପାରେ ଆଲୋଚନା
ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା(ଡିଏ)କୁ ନେଇ ଆସିଛି ଏକ ବଡ଼ ଖବର । ଖୁବ୍ ଶୀଘ୍ର ଲକ୍ଷ ଲକ୍ଷ କର୍ମଚାରୀ ସେମାନଙ୍କର ବର୍ଦ୍ଧିତ ଡିଏ ପାଇପାରିବେ । ଏହାକୁ ନେଇ ନ୍ୟାସନାଲ କାଉନସିଲ ଅଫ୍ ଜଏଣ୍ଟ…
ଏଣିକି ସ୍ପିଡପୋଷ୍ଟ ଦ୍ୱାରା ହେବ ଅସ୍ଥି ବିସର୍ଜନ, ଘରେ ବସି ଦେଖି ଲାଇଭ୍ ଦେଖି ପାରିବେ ସବୁ କ୍ରିୟା କ୍ରମ
ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁ ସଂଖ୍ୟା ବଢ଼ିଛି । ହେଲେ ବର୍ତ୍ତମାନ ସମୟରେ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରତିଦିନ ୨ ହଜାର ପାର୍ କରୁଛି । ଏହାର ମଧ୍ୟରେ କୋଭିଡ୍ ରେ ଜୀବନ…
ମୋଦୀଙ୍କ ବଡ ଘୋଷଣା: କହିଲେ – ‘ନଭେମ୍ବର ପର୍ଯ୍ୟନ୍ତ ମିଳିବ ମାଗଣା ରାସନ’
ନୂଆଦିଲ୍ଲୀ: କରୋନା ସଙ୍କଟ ସମୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶବାସୀଙ୍କୁ ମାଗଣାରେ ଟିକା ଯୋଗାଇବା ସହ ମାଗଣା ରାସନ ଯୋଗାଇବାକୁ ବଡ ଘୋଷଣା କରିଛନ୍ତି ମୋଦୀ । ସେ…
ଓଏସଡିରେ ମୋର କେହିବି ସମ୍ପର୍କୀୟ ନାହାନ୍ତି: ଜଗଦୀପ ଧନଖଡ଼
କୋଲକାତା: ଓଏସଡି ପଦକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳ ରଣଦୀପ ଧନଖଡ଼ ଏବଂ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରା କଥା କଟାକଟି ହୋଇଛନ୍ତି । ରାଜ୍ୟପାଳ ନିଜର ତିନି ଜଣ ସଂପର୍କୀଙ୍କୁ ରାଜଭବନରେ ଚାକିରି ଦେଇଛନ୍ତି ବୋଲି…