Browsing Category
ଦେଶ
ଆଜି ପ୍ରକାଶ ପାଇବ NEET UG ରେଜଲ୍ଟ! ଜାଣନ୍ତୁ କେମିତି ଡାଉନଲୋଡ କରିବେ ମାର୍କ ସିଟ୍
ନୂଆଦିଲ୍ଲୀ: ନିଟ ୟୁଜି ପରୀକ୍ଷା 2025 ର ଫଳାଫଳ ଖୁବ୍ ଶୀଘ୍ର ପ୍ରକାଶ ପାଇବ । ଏହି ଫଳାଫଳ ଆଜି ଅର୍ଥାତ୍ 14 ଜୁନ୍ 2025 ରେ ପ୍ରକାଶ ପାଇପାରେ। ତଥାପି, ଏପର୍ଯ୍ୟନ୍ତ ଏ ବିଷୟରେ କୌଣସି ସରକାରୀ ଘୋଷଣା କରାଯାଇ ନାହିଁ।…
ସର୍ଚ୍ଚ ଅପରେସନ ବେଳେ IED ବିସ୍ଫୋରଣରେ ଯବାନ ଆହତ
କୋଇଡ଼ା: ସର୍ଚ୍ଚ ଅପରେସନ ସମୟରେ ଜଣେ ସିଆରପିଏଫ ଯବାନ IED ବିସ୍ଫୋରଣରେ ଆହତ ହୋଇଛନ୍ତି। ଏହି ବିସ୍ଫୋରଣଟି କେ ବଲାଙ୍ଗ ଥାନା ବାଙ୍କୋ ପଥର ଖଣି ପାଖରେ ଘଟିଥିବାବେଳେ ଏଥିରେ ବହୁତ କ୍ଷୟକ୍ଷତି ହୋଇଛି।
ନିକଟରେ…
ଅହମଦାବାଦ ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୪କୁ ବୃଦ୍ଧି, ବିମାନରେ ଓ ବାହାରେ ଥିବା ଲୋକଙ୍କୁ ନେଇ ବଢ଼ିଲା ସଂଖ୍ୟା
ନୂଆଦିଲ୍ଲୀ: ଅହମଦାବାଦରେ ଲଣ୍ଡନ ଅଭିମୁଖୀ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅତି କମରେ ୨୭୪ ଜଣଙ୍କର ମୃତ୍ୟୁ ହୋଇଛି, ଯାହା ଭାରତର ଅନ୍ୟତମ ଭୟଙ୍କର ବିମାନ ଦୁର୍ଘଟଣା। ସୂତ୍ର ଅନୁଯାୟୀ, ମୃତକଙ୍କ ମଧ୍ୟରେ ଏଆଇ ୧୭୧…
ବଢ଼ିଲା ଭାରତର ଟେନସନ୍: ଦେଶରେ ହୁ ହୁ ହୋଇ ବଢ଼ିବ ପେଟ୍ରୋଲ, ଡିଜେଲ୍, ଏଲପିଜି ଗ୍ୟାସ୍
ନୂଆଦିଲ୍ଲୀ: ଇସ୍ରାଏଲରୁ ଇରାନ ମଧ୍ୟରେ ଲାଗିରହିଛି ଯୁଦ୍ଧ ସ୍ଥିତି । ଏଥିରେ ଦୁଇ ଦେଶ କ୍ଷତିଗ୍ରସ୍ତ ହେଲା ସହ ବିଶ୍ୱ ଉପରେ ବଡ଼ ପ୍ରଭାବ ପଡ଼ିବ; ଅନ୍ୟପଟେ ଭାରତକୁ ମଧ୍ୟ ଏହାର ପରିଣାମ ଭୋଗିବାକୁ ପଡ଼ିବ।
ଯଦି…
୩ ମାସରେ ରିପୋର୍ଟ ଦିଅ: ବିମାନ ଦୁର୍ଘଟଣା ତଦନ୍ତ ପାଇଁ ହେବ କମିଟି
ନୂଆଦିଲ୍ଲୀ: ବିମାନ ଦୁର୍ଘଟଣାର ତଦନ୍ତ ପାଇଁ କମିଟି ଗଠିତ । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଗଠିତ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସଚିବ କମିଟିର ଅଧ୍ୟକ୍ଷ । ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ…
ଆମକୁ ଡର ଲାଗୁଛି,ଏଠାରୁ ଆମକୁ ନେଇଯାଅ, ଭାରତ ସରକାରଙ୍କୁ ନିବେଦନ କଲେ ଇରାନରେ ପଢୁଥିବା ଛାତ୍ରୀଛାତ୍ର
ତେହେରାନ,୧୩ା୬: ଇରାନରେ ଇସ୍ରାଏଲୀ ବିମାନ ଆକ୍ରମଣ ପରେ ସେଠାରେ ପଢ଼ୁଥିବା ଭାରତୀୟ ଛାତ୍ରମାନେ ଶୀଘ୍ର ସ୍ଥାନାନ୍ତର ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ଇରାନର ରାଜଧାନୀ ତେହେରାନ ନିକଟରେ ଅବସ୍ଥିତ…
Air India Planeକୁ ବୋମାରେ ଉଡାଇଦେବାର ଧମକ: ଥାଇଲ୍ୟାଣ୍ଡରେ ବିମାନ କଲା ଜରୁରୀ ଅବତରଣ
ଫୁକେଟ: ଥାଇଲ୍ୟାଣ୍ଡର ଫୁକେଟରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ (ଫ୍ଲାଇଟ ନମ୍ବର AI 379) ଶୁକ୍ରବାର ଦିନ ବୋମା ଧମକ ପାଇବା ପରେ ଫୁକେଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀ ଅବତରଣ କରିଛି।…
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲା ଗୁଗଲ୍, ହୋମ୍ ପେଜରେ କଲା ବଡ଼ ପରିବର୍ତ୍ତନ
ୱାଶିଂଟନ,୧୩ା୬: ଗତକାଲି ଅର୍ଥାତ୍ ଗୁରୁବାର ଏୟାର ଇଣ୍ଡିଆର ବୋଇଂ ୭୮୭ ଡ୍ରିମଲାଇନର ବିମାନ AI-171 ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ ଆରମ୍ଭ ହେବାର ୨ ମିନିଟ୍ ମଧ୍ୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ…
ପ୍ରେମ କରୁଛି ସ୍ୱାମୀଙ୍କୁ ଲହୁଲୁହାଣ: ୫ ବର୍ଷରେ ୭୮୫ ପତ୍ନୀ ନିଜେ ପୋଛିଲେ ମଥାର ସିନ୍ଦୂର
ନୂଆଦିଲ୍ଲୀ: ଭାରତରେ ବିବାହ ଏକ ପବିତ୍ର ବନ୍ଧନ ବୋଲି ବିବେଚନା କରାଯାଏ, କିନ୍ତୁ ସମୟ ସହ ଅନୈତିକ ସମ୍ପର୍କ (Extramarital Affairs) ଏବଂ ପ୍ରେମ ସମ୍ପର୍କ ଯୋଗୁଁ ଅନେକ ବିବାହିତ ଜୀବନ ଭାଙ୍ଗୁଛି। ଏକ ଆଶ୍ଚର୍ଯ୍ୟଜନକ…
ଜାଣନ୍ତୁ କେବେଠୁ ଆରମ୍ଭ ହୋଇଛି ଏହି ‘Mayday’ କଲ୍, ପାଇଲଟଙ୍କୁ କେତେଥର ଏହି ଶବ୍ଦ ବ୍ୟବହାର କରିବାକୁ ପଡ଼େ…
ଗୁରୁବାର ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ବିମାନ ନମ୍ବର AI-171 ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ବିମାନଟି ଲଣ୍ଡନ ପାଇଁ ଉଡ଼ାଣ ଭରିବା ଆରମ୍ଭ କରିଥିଲା, କିନ୍ତୁ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ…