Browsing Category

ଦେଶ

ସଂଘର୍ଷ କରି ନାଁ କରିଥିଲେ, ଅତି ସହଜରେ ଫସିଗଲେ!

ନୂଆଦିଲ୍ଲୀ: ରେସଲର ସାଗର ଧନଖଡ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଲିମ୍ପିକ ପଦକ ବିଜେତା ସୁୁଶୀଲ କୁମାରକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଦିଲ୍ଲୀର ମଡେଲ ଟାଉନ ଅଞ୍ଚଳରେ ସୁଶୀଲ କୁମାରଙ୍କ ଏକ ଫ୍ଲାଟ…

‘ମାଷ୍ଟରଷ୍ଟ୍ରୋକ୍: ୪୨୦’… ମୋଦୀଙ୍କ ସମ୍ପର୍କରେ ପ୍ରକାଶ ପାଇଲା ପୁସ୍ତକ

ନୂଆଦିଲ୍ଲୀ: ପ୍ରଧାମନ୍ତ୍ରୀ ମୋଦୀଙ୍କ ରାଜନୀତିକ ସଫଳତାର ରହସ୍ୟକୁ ନେଇ ପ୍ରକାଶ ପାଇଲା ଇ-ବୁକ୍ ତଥା ଡିଜିଟାଲ୍ ପ୍ଲାଟଫର୍ମ ପୁସ୍ତକ ମାଷ୍ଟରଷ୍ଟ୍ରୋକ୍: ୪୨୦ । ତେବେ ଏହି ପୁସ୍ତକକୁ ନେଇ ସାଧାରଣରେ ବଡ଼ ଚର୍ଚ୍ଚା ଆରମ୍ଭ…

‘ତୁଳସୀ, ନିମରେ ପ୍ରସ୍ତୁତ ହୋଇଛି ଦେଶୀ ମାସ୍କ, ଏନ-୯୫ ଠାରୁ ବି ଅଧିକ ପ୍ରଭାବଶାଳୀ’

ନୂଆଦିଲ୍ଲୀ : ଦେଶରେ କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଜାରି ରହିଛି । ଏଥିରେ ଅଧିକରୁ ଅଧିକ ଲୋକ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି । ଏହି ସମୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଚେତନତାକୁ…

କୋହଳ ହେଲା ଲକଡାଉନ୍, ଲୋକଙ୍କୁ ଆଂଶିକ ଆଶ୍ୱସ୍ତି

ଭୁବନେଶ୍ୱର: ସାରା ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର ଭୟାବହତା । ବଭିନ୍ନ ରାଜ୍ୟରେ ରାଜର ସରକାର ଏହାକୁ ରୋକିବା ପାଇଁ ଲକଡାଉନ ଶଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ଛତିଶଗଡ଼ ସରକାର ମଧ୍ୟ ରାଜ୍ୟରେ କଟକଣା ଜାରି…

ଭାରତବାସୀଙ୍କ ପାଇଁ ଖୁସି ଖବର: କରୋନା ରୋଗୀଙ୍କ ସୁସ୍ଥତା ହାର ୯୦ ପ୍ରତିଶତକୁ ବୃଦ୍ଧି

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ୩ ଲକ୍ଷ ୨୬ ହଜାର କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶର ସୁସ୍ଥତା ହାର ୮୯.୨୬କୁ…

୨୦୨୩ ପର୍ଯ୍ୟନ୍ତ ସ୍ଥଗିତ ହେଲା ଏସିଆ କପ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ ଖେଳ ଠାରୁ ଆରମ୍ଭ କରି ଉଦ୍ୟୋଗ, ଶିକ୍ଷା, ବ୍ୟବସାୟ ଆଦି ବିଭିନ୍ନ କ୍ଷେତ୍ରରେ କରୋନା ମହାମାରୀ ଯୋଗୁଁ ବେଶ୍ ପ୍ରଭାବିତ ହୋଇଛି । ସଂକ୍ରମଣ ବଢ଼ିବା ଭୟରେ ବିଭିନ୍ନ ଆନ୍ତଜାର୍ତୀୟ ଖେଳକୁ ବନ୍ଦ…

ରତନ ଟାଟାଙ୍କ ଉଦାରତା, କୋଭିଡରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ମିଳିବ ଅବସର ପର୍ଯ୍ୟନ୍ତ ଦରମା

ନୂଆଦିଲ୍ଲୀ : ଦେଶର ବଡ ଉଦ୍ୟୋଗପତି ରତନ ଟାଟା ପୁଣି ଥରେ ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ରତନ ଟାଟାଙ୍କ କମ୍ପାନୀ ଟାଟା ଷ୍ଟିଲ୍ କୋଭିଡ୍‌-୧୯ରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରର ସଦସ୍ୟଙ୍କ ପାଇଁ…

ଏହି ରାଜ୍ୟରୁ ହଟିବ ଲକଡାଉନ୍, କିନ୍ତୁ ରହିଛି ଏହିସବୁ ସର୍ତ୍ତ

ରାୟପୁର: ଛତିଶଗଡ଼ରେ ଲକଡାଉନକୁ ନେଇ ଏକ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ତେବେ ଏହି ଘୋଷଣା ପରେ ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଥିବା ଦେଖାଯାଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ…

ସୁଶୀଲ କୁମାରଙ୍କୁ ମିଳିପାରେ ଆଜୀବନ କାରାଦଣ୍ଡ କିମ୍ବା ଫାଶୀ ସଜା: ଦିଲ୍ଲୀ ହାଇକୋର୍ଟ ଓକିଲ

ନୂଆଦିଲ୍ଲୀ : ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ମେ ୪ ତାରିଖ ରାତିରେ ପହିଲମାନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିକ ପଦକ ବିଜେତା ସୁଶୀଲ କୁମାର ଏବେ ନିଜ ଭୁଲ ବୁଝି ପାରୁଛନ୍ତି । ଜେଲ ଚାରି କାନ୍ଥ ଭିତରକୁ…

କୋଭାକ୍ସିନକୁ ତୁରନ୍ତ ଅନୁମତି ଦିଅ: ଭାରତ ବାୟୋଟେକ୍

ଭୁବନେଶ୍ୱର: ହାଇଦ୍ରାବାଦସ୍ଥିତ ଭାରତ ବୟୋଟେକ୍ ଇତିମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)କୁ ଏକ ଆଶୁ ଆବେଦନ କରିଛି । କୋଭାକ୍ସିନ୍ ଟିକାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସମସ୍ତ ପ୍ରକାର ପ୍ରମାଣପତ୍ର ଦେଇଛି…