Browsing Category
ଦେଶ
ନାନା ପାଟୋଲେ ହେବେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି
ମହାରାଷ୍ଟ୍ର,୧ା୧୨: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ନିର୍ବାଚନ ପ୍ରସଙ୍ଗ ନେଇ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାଚସ୍ପତି ପଦ ପାଇଁ ବିଜେପି ନିର୍ବାଚନ ଲଢ଼ିବନି ବୋଲି ସୂଚନା ମିଳିଛି । ଏହାସହ…
ହିମସ୍ଖଳନରେ ଫସି ୨ ଯବାନ ସହିଦ
ନୂଆଦିଲ୍ଲୀ,୩୦ ।୧୧: ଦୁନିଆର ସବୁଠାରୁ ଉଚ୍ଚ ଯୁଦ୍ଧ କ୍ଷେତ୍ର ହିମାଚଳର ଦକ୍ଷିଣ ସିଆଚେନରେ ହିମସ୍ଖଳନ ଯୋଗୁଁ ୨ ଯବାନ ସହିଦ ହୋଇଛନ୍ତି । ଗ୍ଲେଶିୟରର ୧୮ ହଜାର ଫୁଟ ଉଚ୍ଚରେ ପାଟ୍ରୋଲିଂ କରୁଥିବା ବେଳେ ଆଜି ବରଫ ଅତଡା…
ଶକ୍ତି ପରୀକ୍ଷାରେ ଉଦ୍ଧବ ପାସ୍
ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବହୁମତର ମ୍ୟାଜିକ୍ ନମ୍ବର ୧୪୫ ପାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି ଉଦ୍ଧବ । ତେବେ ଉଦ୍ଧବ ସରକାରଙ୍କ ସପକ୍ଷରେ ମୋଟ୍…
ମହାରାଷ୍ଟ୍ର: ଉଦ୍ଧବଙ୍କ ବହୁମତ ପରୀକ୍ଷା
ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବହୁମତ ସାବ୍ୟସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଶୋକ ଚୌହାନ ବିଶ୍ୱାସ ପ୍ରସ୍ତାବ ରଖିଛନ୍ତି । ପ୍ରସ୍ତାବର ସମର୍ଥନ କରିଛି ମହାରାଷ୍ଟ୍ର…
ଝାଡ଼ଖଣ୍ଡରେ ୧୧ଟା ସୁଦ୍ଧା ୨୭.୪୧% ମତଦାନ, ବିସ୍ଫୋରଣ କରି ପୋଲ ଉଡ଼େଇଲେ ମାଓବାଦୀ
ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ଝାଡ଼ଖଣ୍ଡ ରାଜ୍ୟର ମାଓ ପ୍ରଭାବିତ ୬ଟି ଜିଲ୍ଲାରେ ୧୩ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ପୂର୍ବାହ୍ନ…
ନଦୀକୁ ଖସିଲା ପିକଅପ ଭ୍ୟାନ, ୭ମୃତ
ମହାରାଷ୍ଟ୍ର,୩୦ା୧୧: ମହାରାଷ୍ଟ୍ର ଧୁଲେରେ ନଦୀକୁ ଏକ ପିକଅପ ଭ୍ୟାନ ଖସିପଡ଼ିଛି । ଯେଉଁଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତକଙ୍କୁ ମେଡ଼ିକାଲରେ ଭର୍ତ୍ତି…
ଆଜି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ର,୩୦।୧୧: ଆଜି ବହୁମତର ବା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର ଉଦ୍ଧବ ଠାକରେ । ଅପରାହ୍ନରେ ୨ଟାରେ ବହୁମତର ସାବ୍ୟସ୍ତ କରିବେ ମେଣ୍ଟ ସରକାର । ମହାରାଷ୍ଟ୍ରରେ ଶିବସେନା-କଂଗ୍ରେସ-ଏନସିପି…
ଝାଡ଼ଖଣ୍ଡରେ ବିଧାନସଭା ଆସନ ପାଇଁ ମତଦାନ ଜାରି
ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ୧୩ଟି ଆସନ ପାଇଁ ମତଦାନ ଜାରି ରହିଛି । ଝାଡ଼ଖଣ୍ଡ ରାଜ୍ୟର ୬ଟି ଜିଲ୍ଲାରେ ବିଧାନସଭା ଆସନ ପାଇଁ ମତଦାନ ଜାରି…
ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର
ମହାରାଷ୍ଟ୍ର,୨୯ା୧୧: ଆସନ୍ତାକାଲି ବହୁମତର ପ୍ରମାଣ ଦେବେ ମହାରାଷ୍ଟ୍ର ସରକାର । ଦିନ ୨ଟାରେ ବହୁମତର ପ୍ରମାଣ ଦେବେ ଉଦ୍ଧବ ଠାକରେ । ଉଲ୍ଲେଖଯୋଗ୍ୟ ଯେ ଗତକାଲି ମହାରାଷ୍ଟ୍ରରେ ମହାନାଟକରେ ପୂର୍ଣ୍ଣଛେଦ ପକେଇ ବା ସମସ୍ତ…
ହ୍ରାସ ପାଇଲା ଅଭିବୃଦ୍ଧି ହାର
ନୂଆଦିଲ୍ଲୀ,୨୯ା୧୧(ଓଡ଼ିଶା ଭାସ୍କର): ଦେଶର ଅର୍ଥନୀତି ମାନ୍ଦାବସ୍ଥା ଆଡ଼କୁ ଗତି କରୁଥିବା ଜଣାପଡ଼ିଛି । ଦ୍ୱିତୀୟ ତିନି ମାସରେ ଜିଡ଼ିପି ଅଭିବୃଦ୍ଧି ହାର ପୁଣି ହ୍ରାସ ପାଇଛି । ଅଭିବୃଦ୍ଧି ହାର ୦.୫%କୁ ହ୍ରାସ ପାଇଛି ।…