Browsing Category
ଦେଶ
ବାତ୍ୟା ନେଇ ସଠିକ ଥିଲା ପୂର୍ବାନୁମାନ : ଆଇଏମଡ଼ି ଡିଜି
ନୂଆଦିଲ୍ଲୀ, ୨୧ା୫: ବାତ୍ୟା ଅମ୍ଫନକୁ ନେଇ ଆଇଏମଡ଼ି ମହାନିର୍ଦ୍ଦେଶ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ୩ଟା ୩୦ରୁ ୫ଟା ୩୦ ଭିତରେ ସୁନ୍ଦରବନ ପାସ କରିଥିଲା ବାତ୍ୟା ଅମ୍ଫନ । କୋଲକାତାରେ ୧୩୦ କିମି ବେଗରେ…
ଘରୋଇ ବିମାନ ପାଇଁ ଫିକ୍ସ ହେଲା ଭଡା: ୩ ମାସ ପର୍ଯ୍ୟନ୍ତ ନେବେନାହିଁ ଅଧିକ ଦାମ୍, ଜାଣନ୍ତୁ କେତେ
ମେ ୨୫ ତାରିଖରୁ ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ କେନ୍ଦ୍ର ବେସାମରିକ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଛନ୍ତି । ଏହି ଘୋଷଣା ସହିତ ବିମାନ ଭଡାର ସର୍ବାଧିକ ଓ ସର୍ବନିମ୍ନ ସୀମା ଫିକ୍ସ କରିଛନ୍ତି…
swiggy ଓ zomatoରେ ମଦର ହୋମ୍ ଡେଲିଭରୀ ଆରମ୍ଭ
ଅନଲାଇନ୍ ଖାଦ୍ୟ ସପ୍ଲାଏ କରୁଥିବା swiggy ଓ zomato କମ୍ପାନୀ ମଦର ହୋମ୍ ଡେଲିଭରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି । swiggy ପ୍ରଥମେ ରାଞ୍ଚିରେ ମଦର ହୋମ୍ ଡେଲିଭରୀ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏହା…
ଓଡ଼ିଶା ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ଶାହା
ନୂଆଦିଲ୍ଲୀ, ୨୧ା୫: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅମ୍ଫନର ସ୍ଥିତି ନେଇ ନବୀନ ଓ ମମତାଙ୍କ ସହ…
ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, ୨୧ା୫: ବାତ୍ୟା ଅମ୍ଫନ ମୁକାବିଲା ନେଇ ଓଡ଼ିଶାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ସାହସର ସହ ବାତ୍ୟାକୁ ମୁକାବିଲା କରିଛନ୍ତି ଓଡ଼ିଶାବାସୀ । ତୃଣମୂଳ ସ୍ତରରେ…
୨ରୁ ୩ ଦିନ ଭିତରେ ରେଳ ଷ୍ଟେସନରେ ମିଳିବ କାଉଣ୍ଟର ଟିକେଟ
ନୂଆଦିଲ୍ଲୀ, ୨୧ା୫(ଓଡ଼ିଶା ଭାସ୍କର): ଜୁନ୧ରୁ ଦେଶରେ ସାଧାରଣ ଲୋକଙ୍କ ପାଇଁ ୨୦୦ଟି ବିନା ଏସି ଟ୍ରେନ ଚଳାଚଳ ହେବ । ପୂର୍ବରୁ ଯାତ୍ରୀ ମାନେ ଯାତ୍ରା କରିବା ପାଇଁ ଅନଲାଇନ ଟିକେଟ ବୁକିଂ କରିବା ପାଇଁ ବ୍ୟବସ୍ଥା ହୋଇଥିଲା…
ପାଣିରେ ବେହାଲ କୋଲକାତା ବିମାନ ବନ୍ଦର, ଦେଖନ୍ତୁ ଦୃଶ୍ୟ
ପାଣିରେ ବେହାଲ ହେଲା କୋଲକାତା ବିମାନ ବନ୍ଦର। ଗତକାଲି ବାତ୍ୟା ଅମ୍ପନ୍ ପ୍ରଭାବରେ ଲଗାଣ ବର୍ଷା ଯୋଗୁ କୋଲକାତା ବିମାନ ବନ୍ଦର ପାଣିରେ ଉବୁଟୁବୁ ହେଉଥିବାର ଦୃଶ୍ୟ ନଜର ଆସିଥିଲା । ବିମାନ ବନ୍ଦରରେ ପାଣିର ପରିମାଣ…
ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ଗାଇଡ୍ ଲାଇନ୍
ନୂଆଦିଲ୍ଲୀ,୨୧ ।୫: ଦେଶରେ ମେ ୨୫ରୁ ଘରୋଇ ଉଡାଣ ପାଇଁ ଗାଇଡ୍ ଲାଇନ୍ ଜାରି କରିଛନ୍ତି ସରକାର । ଭାରତୀୟ ବିମାନପତ୍ତନ ପ୍ରାଧିକରଣ ବା ଏଏଆଇ ଦ୍ୱାରା ଏସଓପି ଜାରି କରାଯାଇଛି । ସବୁ ଯାତ୍ରୀଙ୍କୁ ଏସଓପି ଅନୁସାରେ ନିଜ…
ଦେଶରେ କରୋନା ମୃତ୍ୟୁସଂଖ୍ୟା ୩,୩୦୩ ବୃଦ୍ଧି
ନୂଆଦିଲ୍ଲୀ,୨୧/୫: ଦେଶରେ ଦିନକୁ ଦିନ କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ସୁଦ୍ଧା ଦେଶରେ କରୋନା ମୃତ୍ୟୁସଂଖ୍ୟା ୩,୩୦୩ରେ ପହଞ୍ଚିଛି । କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୬ହଜାର ୭୫୦କୁ ବୃଦ୍ଧି…
ଜୁନ୍ ୧ରୁ ଚାଲିବାକୁ ଥିବା ୨୦୦ ଟ୍ରେନ ପାଇଁ ଆଜି ସକାଳ ୧୦ଟାରୁ ବୁକିଂ, ଦେଖନ୍ତୁ ପୁରା ଲିଷ୍ଟ ?
କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ବିଭାଗ ଏକ ବଡ ନିଷ୍ପତ୍ତି ନେଇଛି । ୧ ଜୁନରୁ ରେଳସେବା ଆଶିଂକ ମାତ୍ରାରେ ଆରମ୍ଭ ହେବାକୁ ଯାଉଛି । ସାରା ଦେଶରେ ରେଳର ୨୦୦ଟି ଯାତ୍ରୀବାହୀ ଟ୍ରେନ୍ ଗଡିବ, ଯାହା ପାଇଁ ଆଜିଠାରୁ…