Browsing Category

ଦେଶ

୯ ମିନିଟ୍ ପର୍ଯ୍ୟନ୍ତ ଦିପାବଳୀ ମନାଇଲା ଭାରତ: ବତୀ ଲିଭିଲା ଦୀପ ଜଳିଲା

ନୂଆଦିଲ୍ଲୀ,୫ ।୪: କରୋନା ଭାଇରସ୍ ବିରୋଧ ଯୁଦ୍ଧରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଦେଶରେ ଲିଭିଗଲା ବିଜୁଳି ଆଲୁଅ । ଅନ୍ଧାରକୁ ଚିରି ଜଳି ଉଠିଲା ଦୀପ, ମହମବତୀ ଓ ଟର୍ଚ୍ଚ ଲାଇଟ୍ । କରୋନା ବିରୋଧୀ ଲଢେଇ…

ମାତ୍ର ୧୦ ଦିନରେ ଶସ୍ତା ଭେଣ୍ଟିଲେଟର ପ୍ରସ୍ତୁତ କଲା ଗୁଜୁରାଟ

ଅହମଦାବାଦ,୫ ।୪: ଚୀନରୁ ବ୍ୟାପିଥିବା କରୋନା ଭାଇରସ୍ ଯୋଗୁଁ ସମଗ୍ର ବିଶ୍ୱରେ ଡାକ୍ତରୀ ଉପକରଣ, ଫେସ୍ ମାସ୍କ ଓ ଭେଣ୍ଟିଲେଟର ଆଦିର ଅଭାବ ଦେଖାଦେଇଛି । ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । କରୋନା…

ସ୍କୁଲ ଖୋଲିବା ନିଷ୍ପତ୍ତି ୧୪ରେ ନିଆଯିବ

ନୂଆଦିଲ୍ଲୀ, ୫ା୪: ଦେଶରେ କରୋନା ଭାଇରସ ସଂକ୍ରମଣର ସ୍ଥିତି ମୁକାବିଲା ପାଇଁ ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ସାରା ଦେଶରେ ଲକ୍ଡାଉନ୍ ଜାରି କରାଯାଇଛି । ଏହି ଲକ୍ଡାଉନ୍ ପାଇଁ ସମଗ୍ର ଦେଶର ସ୍କୁଲ, କଲେଜ୍ ସମେତ…

କରୋନା କରାଳ , ଆମେରିକାରେ ଶବ ରଖିବାକୁ ସ୍ଥାନର ଅଭାବ

କରୋନା କବଳ ରେ ସାରା ବିଶ୍ୱ I ଦିନକୁ ଦିନ ବଢି ଚାଲିଛି ମୃତ୍ୟୁସଂଖ୍ୟା I କେବଳ ଆମେରିକାରେ ମୃତ୍ୟୁବରଣ କଲେଣି ଦଶହଜାରରୁ ଅଧିକ ଲୋକ I ଲକଡାଉନ କଟକଣା ଯୋଗୁଁ ହୋଇପାରୁନି ଶବ ସତ୍କାର I ଦେଶର ବିଭିନ୍ନ ମୁର୍ଦ୍ଦା ଘର…

ପ୍ରଣବ, ମନମୋହନ, ନବୀନ, ସୋନିଆଙ୍କ ସହ ମୋଦିଙ୍କ ଆଲୋଚନା

ନୂଆଦିଲ୍ଲୀ, ୫ା୪: ଦେଶରେ କରୋନା ଫଳରେ ରବିବାର ସୁଦ୍ଧା ୩୩୭୪ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୯ଜଣଙ୍କ ମୃତ୍ୟୁ ହୋଇଛି । ୨୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରବିବାର ଦେଶରେ କରୋନା ସ୍ଥିତି ସମ୍ପର୍କରେ…

ପାକିସ୍ତାନକୁ ଚୂନା ଲଗାଇଲା ଚୀନ, ପଠାଇଲା ଚଡିରେ ତିଆରି ମାସ୍କ

ଇସଲାମାବାଦ: ସମଗ୍ର ଦୁନିଆ କୋରୋନା ମହାମାରୀ ସହ ଯୁଦ୍ଧ ଲଢୁଛି । ଏହି ସମୟରେ ଚୀନ ନିଜ ବ୍ୟବସାୟୀକ ଲକ୍ଷ୍ୟକୁ ପୁରା କରିବାରେ ଲାଗିଛି । ଖବର ପଡ଼ୋଶୀ ଦେଶ ପାକିସ୍ତାନରୁ ଆସିଛି । ସେଠାକାର ନ୍ୟୁଜ ଚ୍ୟାନେଲ ମୁତାବକ…