Browsing Category

ଦେଶ ବିଦେଶ

Hero FinCorp ଉପରେ ୩.୧ ଲକ୍ଷ ଟଙ୍କାର ଜରିମାନା ଲଗାଇଲା ଆରବିଆଇ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ହିରୋ ଗ୍ରୁପର ଅଣ-ବ୍ୟାଙ୍କିଙ୍ଗ ଆର୍ଥିକ କମ୍ପାନୀ ହିରୋ ଫିନକ୍ରପ ଉପରେ ଲକ୍ଷ ଲକ୍ଷ ଟଙ୍କା ଜରିମାନା ଲଗାଇଛି । ଆରବିଆଇ ଏହି ଏନବିଏଫସି ଉପରେ ସମୁଦାୟ ୩.୧୦ ଲକ୍ଷ ଟଙ୍କାର…

Wow… ବୈଜ୍ଞାନିକଙ୍କୁ ମିଳିଲା ଆଉ ଏକ ନୂଆ ‘ପୃଥିବୀ’! ସମ୍ଭବ ହେବ କି ଜୀବନଯାପନ ପ୍ରଣାଳୀ?

ଓଡ଼ିଶା ଭାସ୍କର: ବୈଜ୍ଞାନିକମାନେ ପୃଥିବୀରେ ତଥା ମହାକାଶରେ ଅନେକ ନୂଆ ନୂଆ ଜିନିଷର ଉଦ୍ଭାବନ କରିଛନ୍ତି । କିନ୍ତୁ ବର୍ତ୍ତମାନ ଏକ ବିରାଟ ସଫଳତା ହାସଲ କରିଛନ୍ତି ଦେଶର ବୈଜ୍ଞାନିକ । କୁହାଯାଉଛି ରିସର୍ଚ୍ଚ କରି…

ଗେମିଙ୍ଗ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ, ୭ ଜଣଙ୍କ ମୃତ୍ୟୁ, ବଢିପାରେ ସଂଖ୍ୟା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟର ଗେମିଙ୍ଗ ଜୋନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ଶନିବାର ଦିନ ରାଜକୋଟର ପୋଲିସ କମିଶନର କହିଛନ୍ତି ଯେ, ଆମେ ଏହାର ତଦନ୍ତ ଚଲାଇଛୁ ଯେ,…

Big Breaking; ୫୦ ଡିଗ୍ରୀ ଛୁଇଁଲା ତାପମାତ୍ରା: ମେ’ ମାସରେ ରେକର୍ଡ ସୃଷ୍ଟି କଲା ହିଟୱେଭ

ନୂଆଦିଲ୍ଲୀ: ଚଳିତବର୍ଷ ଦେଶର ତାପମାତ୍ରା ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଦେଶରେ ୫୦ ଡିଗ୍ରୀ ଅତିକ୍ରମ କରିଛି ଦେଶର ତାପମାତ୍ରା । ଦେଶରେ ଚଳିତ ମେ’ ମାସରେ ତାତି ୫୦ ଡିଗ୍ରୀ ଛୁଇଁଛି । ରାଜସ୍ଥାନର ଫଲୋଦିରେ…

ମତଦାନର ଗୋଟି ଗୋଟି ହିସାବ ଦେଲେ ନିର୍ବାଚନ ଆୟୋଗ! କହିଲେ ଡାଟାରେ ପରିବର୍ତ୍ତନ ଅସମ୍ଭବ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପାଇଁ ଶନିବାର ଦିନ ଦେଶର ୫୭ ସିଟରେ ଭୋଟିଂ ସରିଛି । ଏହାରି ମଧ୍ୟରେ ନିର୍ବାଚନ ଅୟୋଗ ଗତ ପାଞ୍ଚଟି ଫେଜରେ ହୋଇଥିବା ନିର୍ବାଚନର ଫାଇନାଲ ଡାଟା ଜାରି କରିଛି । ଏଥିରେ…

(Video) ଏହି ଜିନିଷ ଥିଲେ ଦେଇ ପାରିବେନି ଭୋଟ୍: ମତଦାନ ପୂର୍ବରୁ ଜାଣି ରଖନ୍ତୁ ନିର୍ବାଚନ ଅଧିକାରୀଙ୍କ ଉଦାହରଣ

ଓଡ଼ିଶା ଭାସ୍କର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇ ସାରିଛି । ବର୍ତ୍ତମାନ ଆଉ ମାତ୍ର ଗୋଟିଏ ପର୍ଯ୍ୟାୟ ତଥା ଶେଷ ପର୍ଯ୍ୟାୟ ମତଦାନକୁ ଅପେକ୍ଷା କରି ରହିଛନ୍ତି ଓଡ଼ିଶାବାସୀ । ତେବେ ଭୋଟର ମତଦାନ କରିବା…

(Video) ନିର୍ବାଚନ ମଧ୍ୟରେ ବିଜେପି ପ୍ରାର୍ଥୀଙ୍କୁ ପଥରମାଡ, ବଞ୍ଚିବା ପାଇଁ ଜୋରରେ ଦୌଡିଲେ

କୋଲକାତା: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟର ମତଦାନ ସମୟରେ ପଶ୍ଚିମବଙ୍ଗର ଝାଡ଼ଗ୍ରାମରେ ବିଜେପି ପ୍ରାର୍ଥୀ ପ୍ରଣତ ଟୁଡୁଙ୍କ ଟିମ ଉପରେ ଆକ୍ରମଣ କରାଯାଇଛି । ଯେଉଁଥିରେ ତାଙ୍କ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି ।…

ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ପଏଣ୍ଟର ନାମ କାହିଁକି ରଖିଲେ ‘ଶିବଶକ୍ତି’, ପ୍ରଧାନମନ୍ତ୍ରୀ ମୋଦୀ କଲେ ବଡ ଖୁଲାସା

ନୂଆଦିଲ୍ଲୀ: ଗତ ବର୍ଷ ଚନ୍ଦ୍ରଯାନ ୩ ଚନ୍ଦ୍ରମାର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରି ଇତିହାସ ରଚିଥିଲା । ଏହାପରେ ପ୍ରଧାନମନ୍ତ୍ରୀ ମୋଦୀ ଚନ୍ଦ୍ରଯାନ ୩ ଲ୍ୟାଣ୍ଡିଂ କରିଥିବା ଯାଗାର ନାମ ଶିବଶକ୍ତି ପଏଣ୍ଟ ରଖିବା ନେଇ…

‘PM ମୋଦୀଙ୍କ ପାଖେ ଅଛି ଦୈବିକ ଶକ୍ତି, ଲୋକେ ତାଙ୍କୁ କୁହନ୍ତି ଭଗବାନ’: କଙ୍ଗନା ରାଣାୱତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟିଂ ଚାଲୁରହିଛି । ଏହାରି ମଧ୍ୟରେ ବଲିଉଡ ଅଭିନେତ୍ରୀ ଏବଂ ମଣ୍ଡି ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ କଙ୍ଗନା ରାଣାୱତ ଇଣ୍ଟରଭ୍ୟୁ ଦେଇଛନ୍ତି । ଯେତେବେଳେ ତାଙ୍କୁ…

ସାବଧାନ୍! କାଲି ଲ୍ୟାଣ୍ଡଫଲ କରିବ ଭୟଙ୍କର ବାତ୍ୟା ‘ରେମାଲ’: ଏହିସବୁ ସ୍ଥାନରେ ରହିବ ପ୍ରଭାବ

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ପାଦ ଥାପିପାରେ ପ୍ରଳୟଙ୍କରୀ ବାତ୍ୟା ରେମାଲ । ପଶ୍ଚିମବଙ୍ଗ ଖାଡ଼ି ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ସନ୍ଧ୍ୟା ସୁଦ୍ଧା ଭୟଙ୍କର ଝଡ଼ରେ ପରିବର୍ତ୍ତନ ହୋଇପାରେ । ଏହାପରେ ମେ’…