Browsing Category
ଦେଶ ବିଦେଶ
ଗର୍ଭବତୀ ମହିଳାଙ୍କ ପେଟରେ ଝିଅ ଅଛି ନା ପୁଅ, ଜାଣିବାକୁ ସ୍ତ୍ରୀର ପେଟ କଟିଦେଲା ସ୍ୱାମୀ
ନୂଆଦିଲ୍ଲୀ: ଜଣଙ୍କ ପରେ ଜଣେ ପାଞ୍ଚଟି ଝିଅ ଜନ୍ମ ହେବା ପରେ ଜଣେ ପିତା ପୁଅ ଚାହୁଁଥିଲେ । ଏ ନେଇ ତାଙ୍କ ଗର୍ଭବତୀ ସ୍ତ୍ରୀଙ୍କର ସେ ପେଟ କାଟିଦେଇଛନ୍ତି । ମହିଳାଙ୍କ ପେଟରେ ଆଠ ମାସର ଶିଶୁ ଥିଲା । ପେଟ…
ବିଦେଶରେ କମାଲ ଦେଖାଇଲେ ପିଙ୍କ ଇ ରିକ୍ସା ଚାଳକ ଆରତୀ, ୟୁକେର ରୟାଲ ପୁରସ୍କାର ଜିତି ରଚିଲେ ଇତିହାସ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପିଙ୍କ ଇ ରିକ୍ସା ଚାଳକ ଲଣ୍ଡନରେ ଦେଶର ନାମ ଉଜ୍ୱଳ କରିଛନ୍ତି । ୟୁପିର ବହରାଇଚ ଜିଲ୍ଲାରେ ରହୁଥିବା ପିଙ୍କ ଇ ରିକ୍ସା ଚାଳକ ଆରତୀଙ୍କୁ ୟୁନାଇଟେଡ କିଙ୍ଗଡମ ଅଫ ଗ୍ରେଟ ବ୍ରିଟେନରେ…
୩ୟ ସନ୍ତାନ ଜନ୍ମ ହେବାରୁ ଅଯୋଗ୍ୟ ଘୋଷିତ: ବିଜେପିର ଦୁଇଜଣ କାଉନସିଲର ସଦସ୍ୟତା ହରାଇଲେ
ନୂଆଦିଲ୍ଲୀ: ତୃତୀୟ ସନ୍ତାନ ଜନ୍ମ ହେବା କାରଣରୁ ବିଜେପିର ଦୁଇଜଣ କାଉନସିଲର ସେମାନଙ୍କର ସଦସ୍ୟତା ହରାଇଛନ୍ତି । ଗୁଜରାଟ ନଗର ପାଳିକା ଆକ୍ଟ ୧୯୬୩ର ଉଲ୍ଲଂଘନ କରିବା କାରଣରୁ ଏହି ଦୁଇ କାଉନସିଲରଙ୍କୁ ଅଯୋଗ୍ୟ ଘୋଷିତ…
ଅଭିନେତ୍ରୀ ଲୈଲା ଖାନଙ୍କ ହତ୍ୟାକାରୀ ସାବତ ପିତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ୧୪ ବର୍ଷ ତଳର ମାମଲାର ରାୟ ପ୍ରକାଶ
ନୂଆଦିଲ୍ଲୀ: ୧୪ ବର୍ଷ ତଳର ମାମଲାର ରାୟ ପ୍ରକାଶ ପାଇଛି । ଅଭିନେତ୍ରୀ ଲୈଲା ଖାନ ଓ ତାଙ୍କ ପୂରା ପରିବାରଙ୍କୁ ହତ୍ୟା କରିଥିବା ହତ୍ୟାକାରୀ ସାବତ ପିତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି । ଦୋଷୀ ପରଭେଜ ଟାକଙ୍କୁ ମୃତ୍ୟୁ…
ଖଡ଼ଗେଙ୍କ ପୋଷ୍ଟର ବିଗାଡ଼ିବା ମାମଲା: ଗିରଫ ହେଲେ ଅଧୀର ରଞ୍ଜନ ଚୌଧରୀଙ୍କ ସମ୍ପର୍କୀୟଙ୍କ ଡ୍ରାଇଭର
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୋଷ୍ଟର ବିଗାଡ଼ିବା ମାମଲାରେ ଆସିଛି ଏକ ବଡ଼ ଅପଡେଟ୍ । ଉକ୍ତ ମାମଲାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧରୀଙ୍କ ସମ୍ପର୍କୀୟଙ୍କ ଡ୍ରାଇଭରଙ୍କୁ ଗିରଫ କରାଯାଇଛି ।…
ରୁଷ ସହ ଯୁଦ୍ଧ ପାଇଁ ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା, ୨୭୫ ମିଲିୟନ ଡଲାରରେ ଦେବ ସୈନ୍ୟ ସହାୟତା ପ୍ୟାକେଜ
ନୂଆଦିଲ୍ଲୀ: ରୁଷ ଏବଂ ମଧ୍ୟରେ ଯୁଦ୍ଧ ଥମିବାର ନାମ ନେଉନାହିଁ । ଏଥିରେ ୟୁକ୍ରେନକୁ ଗୋଳା-ବାରୁଦ ପାଇଁ ଟଙ୍କା ସମସ୍ୟା ବି ଦେଖାଦେଇଛି । ହେଲେ ୟୁଏସ ଅଧିକାରୀମାନଙ୍କ ମୁତାବକ ଆମେରିକା ଏହି ଯୁଦ୍ଧରେ ୟୁକ୍ରେନକୁ…
TMC ବିରୁଦ୍ଧରେ ବିଜ୍ଞାପନକୁ ନେଇ ହାଇକୋର୍ଟଙ୍କ ରୋକ୍; ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲା BJP
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିରୋଧରେ ବିଜେପିର ବିଜ୍ଞାପନ ଉପରେ କଲିକତା ହାଇକୋର୍ଟ ରୋକ୍ ଲଗାଇଛନ୍ତି । ଏହାକୁ ନେଇ ପଶ୍ଚିମବଙ୍ଗ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ…
ଭୋଟିଂ ମଧ୍ୟରେ ମମତାଙ୍କ ବଢିଯାଇଛି ଟେନସନ୍, ତେବେ କ’ଣ ରହିଛି କାରଣ ଆସନ୍ତୁ ଜାଣିବା
କୋଲକାତା: ଲୋକସଭା ନିର୍ବାଚନର ୭ଟି ପର୍ଯ୍ୟାୟ ମଧ୍ୟରୁ ଆଉ ମାତ୍ର ୨ ଟି ପର୍ଯ୍ୟାୟ ବାକି ଅଛି । ତେବେ ସାରା ଦେଶରେ ନିର୍ବାଚନକୁ ନେଇ ରାଜନୈତିକ ବାତାବରଣ ବେଶ୍ ଉଷ୍ମ ରହିଥିବା ବେଳେ ପଶ୍ଚିମବଙ୍ଗରେ ସ୍ଥିତି କିନ୍ତୁ…
୫,୦୦୦ରୁ ୬,୩୦୦ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି Paytm; ରିପୋର୍ଟ
ମୁମ୍ୱାଇ: ଫାଇନାନ୍ସିଆଲ ଏକ୍ସପ୍ରେସରର ରିପୋର୍ଟ ଅନୁଯାୟୀ କର୍ମଚାରୀ ଖର୍ଚ୍ଚକୁ ହ୍ରାସ କରିବାକୁ ଚାହୁଁଛି ପେଟିଏମ୍। କମ୍ପାନି ଏହାର ୧୫ରୁ ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିପାରେ ବୋଲି ରିପୋର୍ଟରେ କୁହାଯାଇଛି।…
ମଝି ଆକାଶରେ ଖରାପ ହେଲା ହେଲିକପ୍ଟର; ଏପରି ବଞ୍ଚାଇଦେଲେ ବାବା କେଦାରନାଥ…
ରୁଦ୍ରପ୍ରୟାଗ: କେଦାରନାଥରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ହେଲିକପ୍ଟର ପାଇଲଟଙ୍କ ବୁଦ୍ଧି ଅନେକ ତୀର୍ଥଯାତ୍ରୀଙ୍କ ଜୀବନ ବଞ୍ଚାଇଥିଲା। ପାଇଲଟଙ୍କ ସମେତ ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ। ହେଲିକପ୍ଟରଟି ସେର୍ସି…