Browsing Category
ଦେଶ ବିଦେଶ
୯ ବର୍ଷ ହେଲା ହାତ ତଳକୁ କରି ନାହାନ୍ତି ଅଦ୍ଭୁତ ବାବା, ନଖ ବଢ଼ି ଛନ୍ଦି ହେଲାଣି
ପ୍ରୟାଗରାଜ: ଅଳ୍ପ କେଇଟା ଦିନ ପରେ ଆରମ୍ଭ ହୋଇଯିବ ବିଶ୍ୱ ପ୍ରସିଦ୍ଧ କୁମ୍ଭ ମେଳା । ଯାହାକୁ ନେଇ ସରକାର ଓ ପ୍ରଶାସନିକ ସ୍ତରରେ ସମସ୍ତ ପ୍ରସ୍ତୁତି ସରିଛି । ମେଳାରେ ସାମିଲ ହେବା ଲାଗି ଦେଶର କୋଣ ଅନୁକୋଣରୁ ବାବା,…
ମାଟି ତଳୁ ବାହାରିଲା ୫୦୦ ବର୍ଷ ପୁରୁଣା ଶିବ ମନ୍ଦିର, ଖନନରୁ ଖୁଲାସା, ଲୋକେ ଆରମ୍ଭ କଲେ ପୂଜା
ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟଣାରେ ଖନନରୁ ଶହ ଶହ ବର୍ଷ ପୁରୁଣା ମନ୍ଦିର ବାହାରିବା କଥା ଦାବି କରାଯାଇଛି। ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ମଠ ଲକ୍ଷ୍ମଣପୁର ଅଞ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି। ଏଠାରେ ହଠାତ ଭୂମି…
ଫଳବାଲାଙ୍କ ପଶୁ ପ୍ରେମ, ବିଲେଇ ପାଇଁ ସାରା ସହରରେ ବୁଲାଉଛନ୍ତି ପ୍ରଚାର ଗାଡ଼ି
କୋଲକାତା: ପଶ୍ଚିମବଙ୍ଗ ନଦିଆର ଜଣେ ଫଳ ବିକାଳୀଙ୍କ ବିଲେଇ ପ୍ରେମକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ପୋଷା ବିଲେଇକୁ ଖୋଜିବା ପାଇଁ ରାତିଦିନ ଏକ କରିଦେଇଛନ୍ତି , ଫଳ ବିକି ଗୁଜୁରାଣ ମେଣ୍ଟାଉଥିବା ନିର୍ମଳ ବିଶ୍ୱାସ ।…
ଫୁସୁଲାଇ କିଶୋରୀଙ୍କୁ ନିଜ ସହ ନେଇଗଲା ଏହି ଯୁବକ, ପ୍ରଥମେ ନିଜେ ଦୁଷ୍କର୍ମ କଲା, ପରେ ସାଙ୍ଗମାନଙ୍କୁ ଦେଇଦେଲା
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର କନୌଜରୁ ଏକ ଲଜ୍ଜାଜନକ ମାମଲା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ନିଆଯାଇ ତାଙ୍କ ସହ ଗଣଦୁଷ୍କର୍ମ କରାଯାଇଛି। କିଶୋରୀଙ୍କୁ ଗାଁର ଜଣେ ଯୁବକ ଫୁସୁଲାଇ ନିଜ ସହ ନେଇଯାଇଥିଲା। ଏକ ବନ୍ଦ…
ଅଧା ରହିଗଲା ତିରୁପତିଙ୍କ ଦର୍ଶନ, ମନ୍ଦିର ମୁହଁରେ ପହଞ୍ଚିଲାବେଳକୁ ଚଢ଼ିଗଲା ୧୦୮ ଆମ୍ବୁଲାନ୍ସ
ତିରୁପତି: ତିରୁପତି ଦର୍ଶନ କରିବାକୁ ଆସିଥିବା ଭକ୍ତଙ୍କ ପ୍ରାଣହାନୀ ଘଟିଛି । ମନ୍ଦିର ଯାଇ ଠାକୁରଙ୍କୁ ଗୁହାରି କରିବା ପୂର୍ବରୁ ତାଙ୍କ ଉପରେ ଚଢ଼ିଯାଇଥିଲା ୧୦୮ ଆମ୍ବୁଲାନ୍ସ ।
ମୃତକ ୨ ମହିଳାହେଲେ, ପେଡା ପେଡାମ୍ମା…
2030 ସୁଦ୍ଧା 6 କୋଟି ଲୋକଙ୍କୁ ଚାକିରି ଦେବାର ଲକ୍ଷ୍ୟ ରଖିଛି ଟେକ୍ସଟାଇଲ ମନ୍ତ୍ରଣାଳୟ: ବୟନ ମନ୍ତ୍ରୀ
ନୂଆଦିଲ୍ଲୀ: କେନ୍ଦ୍ରୀୟ ବୟନ ମନ୍ତ୍ରୀ ଗିରିରାଜ ସିଂହ ବୟନ ଶିଳ୍ପକୁ ନେଇ ଏନ ବଡ଼ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ, ବୟନ ମନ୍ତ୍ରାଳୟ ୨୦୩୦ ବର୍ଷ ପର୍ଯ୍ୟନ୍ତ ଶିଳ୍ପକୁ ୩୦୦ ଅରବ ଆମେରିକୀୟ ଡଲାରର ବଜାର…
ରୁମ୍ ହିଟର ସାଜିଲା କାଳ, ଶ୍ୱାସରୁଦ୍ଧରୁ ଚାଲିଗଲା ଗୋଟିଏ ପରିବାରର ୫ ଜଣଙ୍କ ପ୍ରାଣ
ନୂଆଦିଲ୍ଲୀ: ଘର ଭିତରେ ଶ୍ୱାସରୁଦ୍ଧ ହୋଇ ଗୋଟିଏ ପରିବାରର ୫ଜଣଙ୍କ ପ୍ରାଣ ଚାଲିଯାଇଛି। ଏହି ଘଟଣା ଜମ୍ମୁ କାଶ୍ମୀରର ରାଜଧାନୀ ଶ୍ରୀନଗରରେ ରବିବାର ଦିନ ଘଟିଛି। ସ୍ଥାନୀୟ ଅଧିକାରୀଙ୍କ ଅନୁସାରେ, ଏହି ଆଶ୍ଚର୍ଯ୍ୟଜନକ…
Breaking: ପୁଣି ଚୀନରୁ ମାଡ଼ିଆସିଲା ମହାମାରୀ, ବେଙ୍ଗାଲୁରୁର ଶିଶୁ ହେଲା HMPV ଭୂତାଣୁରେ ଆକ୍ରାନ୍ତ
ବେଙ୍ଗାଲୁରୁ: ଭାରତରେ ପ୍ରଥମ ଏଚଏମପିଭି ସ୍ରଂକମିତ ଚିହ୍ନଟ । ବେଙ୍ଗାଲୁରୁରେ ଏଚଏମପିଭି ଭୂତାଣୁ ଦ୍ୱାରା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ୮ ମାସର ଶିଶୁ ପଜିଟିଭ ଚିହ୍ନଟ ହୋଇଛି ।
ଚୀନରେ ଦ୍ରୁତ ଗତିରେ କାୟା…
ଗାଲାକ୍ସି ଆପାର୍ଟମେଣ୍ଟ ପାଇଁ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ଡରରେ ଜୀଉଁଛି ପରିବାର
ମୁମ୍ବାଇ: ବଲିଉଡ୍ ଅଭିନେତା ସଲମାନ୍ ଖାନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ାଇଦିଆଯାଇଛି । ହିରୋଙ୍କ ସୁରକ୍ଷା ବଢ଼ିବାର କାରଣ ହେଉଛି ଗାଲାକ୍ସି ଆପାର୍ଟମେଣ୍ଟ ।
ରବିବାର ଆପାର୍ଟମେଣ୍ଟର ଭିଡିଓ ସୋସିଆଲ ମିଡିଆରେ…
କାନାଡ଼ାରୁ ବଡ଼ ଖବର; ପିଏମ ପଦରୁ ଇସ୍ତଫା ଦେବେ ଜଷ୍ଟିନ ଟ୍ରୁଡୋ, ଖୁବଶୀଘ୍ର ହୋଇପାରେ ଘୋଷଣା
ନୂଆଦିଲ୍ଲୀ: କାନାଡ଼ାରୁ ବଡ଼ ରାଜନୈତିକ ଖବର ସାମ୍ନାକୁ ଆସିଛି। ସୂଚନା ଅନୁସାରେ, ନିଜ ଦେଶରେ ରାଜନୈତିକ ଚାପର ସମ୍ମୁଖୀନ ହେଉଛନ୍ତି କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ। ଏଥିପାଇଁ ସେ ପିଏମ ପଦରୁ ଇସ୍ତଫା ଦେବେ।…