Browsing Category

ଦେଶ ବିଦେଶ

କାନାଡା ନିର୍ବାଚନରେ ହସ୍ତକ୍ଷେପ ଅଭିଯୋଗକୁ ଭାରତ କଲା ଖଣ୍ଡନ: କହିଲା- ‘ଅନ୍ୟ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ହସ୍ତକ୍ଷେପ କରିବା ଆମର ନୀତି…

ନୂଆଦିଲ୍ଲୀ:ଭାରତ-କାନାଡା ସମ୍ପର୍କ । କାନାଡାର ଗୁପ୍ତଚର ଏଜେନ୍ସି ସିଏସଆଇଏସ ଭାରତ ଉପରେ ଅଭିଯୋଗ କରିଛି କି, କିପରି ଭାରତ ସେମାନଙ୍କ ଦେଶର ନିର୍ବାଚନରେ ହସ୍ତକ୍ଷେପ କରିବାକୁ ଚେଷ୍ଟା କରିଛି । ଭାରତ ଏହା ଉପରେ…

AAPର ରାଲି ଆବେଦନ ଖାରଜ, ନିର୍ବାଚନ ପୂର୍ବରୁ ଝଟକା ଦେଲେ EC

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରଦାର ପ୍ରସ୍ତୁତି ଜାରି ରହିଛି । ଏଥିମଧ୍ୟରେ ହରିୟାଣାର କୈଥଲରେ ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ହ୍ୟାକ୍ ହୋଇଥିବା ମାମଲା…

UNHRC: ପାଲେଷ୍ଟାଇନ ସହ ଜଡିତ ୟୁଏନଏଚଆରସି ପ୍ରସ୍ତାବକୁ ଭାରତର ସମର୍ଥନ, ସପକ୍ଷରେ ଦେଲା ଭୋଟ୍

ନୂଆଦିଲ୍ଲୀ: ମିଳିତ ଜାତିସଂଘ ମାନବ ଅଧିକାର ପରିଷଦରେ ଏକ ସଂକଳ୍ପ ପ୍ରସ୍ତାବ ସପକ୍ଷରେ ଭାରତ ଶୁକ୍ରବାର ଦିନ ଭୋଟ୍ ଦେଇଛି, ଯାହା ପାଲେଷ୍ଟାଇନବାସୀଙ୍କ ଆତ୍ମନିର୍ଭରଶୀଳତାର ଅବିଚ୍ଛେଦ୍ୟ ଅଧିକାରକୁ ପ୍ରମାଣିତ କରିଛି ।…

ଆମେରିକାରେ ଆଉ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ , ୩ ମାସରେ ମିଳିଲାଣି ୧୦ ଶବ

ନୂଆଦିଲ୍ଲୀ: ଆମେରିକାରେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ମାମଲା ବନ୍ଦ ହେବାର ନାଁ ନେଉନାହିଁ । ବର୍ତ୍ତମାନ ଓହିଓ ଷ୍ଟେଟରେ ଜଣେ ଭାରତୀୟ ଛାତ୍ରଙ୍କର ମୃତ୍ୟୁ ହୋଇଛି । ୨୦୨୪ ଆରମ୍ଭରୁ ଗତ ତିନି ମାସ ମଧ୍ୟରେ ଭାରତୀୟ କିମ୍ବା…

ରମଜାନ ପାଇଁ ବଦଳାଇଲେ ନିର୍ବାଚନୀ ପ୍ରଚାରର ରଣନୀତି, ଇଣ୍ଡୋର ମିଟିଙ୍ଗ୍ ଏବଂ ଛୋଟ ଛୋଟ ଭାଷଣକୁ ଗରୁତ୍ୱ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ସରଗରମ ହେଲାଣି ରାଜନୈତିକ ମାହୋଲ । ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ଶେଷ ହେବା ପରେ ପ୍ରାର୍ଥୀମାନେ ପ୍ରଚାର କାର୍ଯ୍ୟ ପାଇଁ ବ୍ୟସ୍ତ ଅଛନ୍ତି ।…

ପତ୍ନୀ ବାରମ୍ବାର ଶାଶୁଘର ଛାଡି ଯିବା ସ୍ୱାମୀଙ୍କୁ ନିର୍ଯାତନା ଭଳି ସମାନ, ଛାଡପତ୍ର ନେଇପାରିବେ ସ୍ୱାମୀ: ହାଇକୋର୍ଟ

ନୂଆଦିଲ୍ଲୀ: ସ୍ୱାମୀର ଦୋଷ ନଥିବା ସତ୍ତେ୍ୱ ବାରମ୍ବାର ପତ୍ନୀ ଶାଶୁଘର ଛାଡି ଚାଲିଯିବା କ୍ରୁରତା । ଏହି ଆଧାରରେ ସ୍ୱାମୀଙ୍କ ଛାଡପତ୍ରକୁ ଅନୁମୋଦନ କରୁଥିବାବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ପାରସ୍ପରିକ ସମନ୍ୱୟ…

ଉଡାଣରେ ବିଳମ୍ବ ହେବାରୁ କପରେ କରିଦେଲେ ୟୁରିନ, ଏୟାରଲାଇନ ଶିକ୍ଷା ଦେଲା ଏପରି

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଅନେକ ଥର ଅପବ୍ୟବହାରର ଏପରି ଖବର ସାମ୍ନାକୁ ଆସେ ଯାହାକୁ ଶୁଣିବା ପରେ ସମସ୍ତେ ରାଗିଯାଆନ୍ତି । ଏପରି ଏକ ଘଟଣା ଅଷ୍ଟ୍ରେଲିଆରେ ସାମ୍ନାକୁ ଆସିଛି । ସେଠାରେ ଜଣେ ବ୍ୟକ୍ତି…

ନିର୍ବାଚନ ପୂର୍ବରୁ କେରଳରେ ବଡ଼ ଧରଣର ବିସ୍ଫୋରଣ, ମୃତକ ଜଣକ ଥିଲେ CPIM ର କାର୍ଯ୍ୟକର୍ତ୍ତା

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାର ମୂଲିୟାଥୋଡରେ ଶୁକ୍ରବାର ଦିନ ସକାଳୁ ଏକ ବୋମା ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା ଏବଂ ଏଥିରେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ବୋମା ବିସ୍ଫୋରଣରେ ଶିକାର…

ଜାରି ହେଲା ଆରେଷ୍ଟ ୱାରେଣ୍ଟ: ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁଙ୍କୁ ବଡ଼ ଝଟକା

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ସାରା ଦେଶର ରାଜନୈତିକ ମାହୋଲ ସରଗରମ୍ ରହିଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ…

Big Breaking: ଆଜି ଭୁବନେଶ୍ୱର ଏସିଆର ଷଷ୍ଠ ଉତ୍ତପ୍ତ ସହର

ଭୁବନେଶ୍ୱର: ଆଜି ଏସିଆର ୬ଷ୍ଠ ଉତ୍ତପ୍ତ ସହର ହେଉଛି ଭୁବନେଶ୍ୱର । ୧୦ଟି ଉତ୍ତପ୍ତ ସହର ତାଲିକାରେ ଷଷ୍ଠ ସ୍ଥାନରେ ଭୁବନେଶ୍ୱର ରହିଛି । ଆଜି ରାଜଧାନୀର ତାପମାତ୍ରା ୪୩.୫ ଡିଗ୍ରୀ ରହିଥିଲା । ତେବେ ୪୩.୫ ଡିଗ୍ରୀ ସହ…