CHARIDHAM
Browsing Category

ଦେଶ ବିଦେଶ

ଅରୁଣାଚଳ ପ୍ରଦେଶର ୬୦ ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନ ସହିତ ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ଅରୁଣାଚଳ ବିଧାନସଭା ନିର୍ବାଚନ ପାଇଁ ୬୦ ଜଣ ପ୍ରାର୍ଥୀଙ୍କ ତାଲିକା…

ବିଧାୟକ ପଦରୁ ଇସ୍ତଫା ଦେଲେ ମନୋହର ଲାଲ ଖଟ୍ଟର: କାହିଁକି ଏପରି ନିଷ୍ପତ୍ତି ନେଲେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୧୨ ତାରିଖ ଦିନ ହରିୟାଣାର ମୁଖ୍ୟମନ୍ତ୍ରୀ ପଦରୁ ମନୋହର ଲାଲ ଖଟ୍ଟର ଇସ୍ତଫା ଦେଇଥିଲା । ଏହାପରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୈନୀ ଶପଥ ଗ୍ରହଣ କରିଥିଲେ । ତେବେ ମୁଖ୍ୟମନ୍ତ୍ରୀ ପଦରୁ…

ଏଣିକି ସରକାରୀ ଡକ୍ୟୁମେଣ୍ଟରେ ମା’ଙ୍କ ନାମ ରହିବା ବାଧ୍ୟତାମୂଳକ :ଏହି ୨ଟି ସ୍ଥାନରେ ନୂଆ ନିୟମ

ମୁମ୍ବାଇ : ପୁରୁଷ ଏବଂ ମହିଳାଙ୍କୁ ସମାନ ସ୍ଥାନ ଏବଂ ସମାନତାକୁ ନେଇ ଅନେକ ପଦକ୍ଷେପ ନିଆଯାଉଛି । ସମସ୍ତଙ୍କ ଜୀବନରେ ଉଭୟ ପିତାମାତାଙ୍କର ବିଶେଷ ଗୁରୁତ୍ୱ ରହିଛି, ଏଭଳି ପରିସ୍ଥିତିରେ ଦିଲ୍ଲୀ ହାଇକୋର୍ଟ…

BJP ସାଂସଦଙ୍କ ଆକାଉଣ୍ଟରେ ଅଶ୍ଳୀଳ ପୋଷ୍ଟ: Spa-Body Massage ଭିଡିଓ ଅପଲୋଡ କରୁଛି ହ୍ୟାକର

ଭୋପାଲ: ମଧ୍ୟପ୍ରଦେଶ ଗ୍ୱାଲିୟରର ସାଂସଦ ବିବେକ ନାରାୟଣ ଶେଜୱଲକଙ୍କ ଉପରେ ଏବେ ଡିଜିଟାଲ ଆଟାକ ହୋଇଛି । ବିବେକଙ୍କ ଏକ୍ସ(ଟ୍ୱିଟର) ଆକାଉଣ୍ଟକୁ ହ୍ୟାକ କରାଯାଇଥିବା ଜାଣିବାକୁ ମିଳିଛି । ସାଂସଦଙ୍କ ଟ୍ୱିଟର ହାଣ୍ଡେଲରୁ…

ବିଜେପିରେ ସାମିଲ ହେବେ କ୍ୟାପଟେନ୍ ଅମରିନ୍ଦର ସିଂହଙ୍କ ପତ୍ନୀ ପ୍ରିନୀତ କୌର, ଏହି ଆସନରୁ ଲଢ଼ିବେ ନିର୍ବାଚନ

ଚଣ୍ଡିଗଡ଼: ଖୁବ ଶୀଘ୍ର ବିଜେପିରେ ଯୋଗ ଦେବେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା କ୍ୟାପଟେନ୍ ଅମରିନ୍ଦର ସିିଂହଙ୍କ ପତ୍ନୀ ତଥା କଂଗ୍ରେସ ସାଂସଦ ପ୍ରିନୀତ କୌର(Preneet Kaur) । ଏନେଇ ତାଙ୍କ ଝିଅ ଜୟ…

ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ NIA କୁ ମିଳିଲା ବଡ଼ ସଫଳତା, ଜଣେ ସନ୍ଦିଗ୍ଧକୁ ହେପାଜତରେ ନିଆଗଲା

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଫେମସ ‘ଦ ରାମେଶ୍ୱରମ କାଫେ’ରେ ହୋଇଥିବା ବିସ୍ଫୋରଣ ମାମଲାରେ ଏନଆଇଏକୁ ବଡ଼ ସଫଳତା ମିଳିଛି । ଏନଆଇଏ ରାମେଶ୍ୱରମ କାଫେରେ ଘଟିଥିବା ବିସ୍ଫୋରଣ ମାମଲାରେ ଜଣେ ସନ୍ଦିଗ୍ଧକୁ ହେପାଜତରେ ନେଇଛି ।…

ନିର୍ବାଚନ ଲଢ଼ିବେ ଭୋଜପୁରୀ ସୁପରଷ୍ଟାର ପୱନ ସିଂହ, ‘ଏକ୍ସ’ରେ ଶେୟାର କଲେ ପୋଷ୍ଟ

ପାଟନା: ଭୋଜପୁରୀ ସିନେ ଇଣ୍ଡଷ୍ଟ୍ରିର ପାୱର ଷ୍ଟାର ପୱନ ସିଂହଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ବର୍ତ୍ତମାନ ସେ ନିର୍ବାଚନ ଲଢ଼ିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏନେଇ ପୱନ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି…

ଗୁଗଲ କ୍ରୋମ୍ ୟୁଜର୍ସଙ୍କ ଲାଗି ସରକାରୀ ସଂସ୍ଥା ଜାରି କଲା ୱାର୍ଣ୍ଣିଂ, ତୁରନ୍ତୁ କରିନିଅନ୍ତୁ ଏହି କାମ

ନୂଆଦିଲ୍ଲୀ:ଯଦି ଆପଣ ଗୁଗଲ କ୍ରୋମ୍ ବ୍ୟବହାର କରୁଛନ୍ତି ତେବେ ଆପଣ ତୁରନ୍ତ ଏହି ୱେବ ବ୍ରାଉଜରକୁ ଅପଡେଟ୍ କରନ୍ତୁ । ସରକାରୀ ସଂସ୍ଥା CERT-In ପକ୍ଷରୁ ଏହି ବ୍ରାଉଜରକୁ ନେଇ ଏକ ୱାର୍ଣ୍ଣିଂ ଜାରି କରାଯାଇଛି । CERT-In…

ମମତା ସରକାରଙ୍କ ବଡ଼ ନିଷ୍ପତ୍ତି, ସିଲିଗୁଡ଼ିରେ CAA ବିରେଧୀ ରାଲି ରଦ୍ଦ

କୋଲକାତା: କେନ୍ଦ୍ର ସରକାରଙ୍କ ଦ୍ୱାରା ନାଗରିକତା ସଂଶୋଧନ ଅଧିନିୟମ(CAA) ଲାଗୁ ହେବା ପରେ ବିପକ୍ଷ ଦଳ ପକ୍ଷରୁ ବିରୋଧ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ବିନା ବେତନରେ କାର୍ଯ୍ୟ କରିବେ ପାକିସ୍ତାନର ରାଷ୍ଟ୍ରପତି ଓ ଗୃହମନ୍ତ୍ରୀ, ଜାଣନ୍ତୁ କାହିଁକି ନେଲେ ଏଭଳି ନିଷ୍ପତ୍ତି

ଇସଲାମାବାଦ: ବର୍ତ୍ତମାନ ପାକିସ୍ତାନ ଇତିହାସର ସବୁଠାରୁ ବଡ଼ ଆର୍ଥିର୍କ ସଙ୍କଟ ଦେଇ ଗତି କରୁଛି । ଏଥିମଧ୍ୟରେ ଆସିଫ୍ ଅଲି ଜରଦାରୀ(Asif Ali Zardari) ଦେଶର ୧୪ତମ ରାଷ୍ଟ୍ରପତି ଭାବେ ମାର୍ଚ୍ଚ ୧୦ରେ ଶପଥ ଗ୍ରହଣ…