CHARIDHAM
Browsing Category

ଦେଶ ବିଦେଶ

ମେ’ ୧୦ ପରେ ସାଧା ପୋଷାକରେ ବି ଭାରତୀୟ ଯବାନଙ୍କୁ ଅନୁମତି ମିଳିବ ନାହିଁ; ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜ୍ଜୁ

ନୂଆଦିଲ୍ଲୀ: ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ କହିଛନ୍ତି ଯେ ମେ ୧୦ ପରେ କୌଣସି ଭାରତୀୟ ସୈନିକ ସାଦା ପୋଷାକ ପିନ୍ଧିଥିଲେ ମଧ୍ୟ ତାଙ୍କ ଦେଶ ଭିତରେ ଉପସ୍ଥିତ ରହିବେ ନାହିଁ। ଗତ ସପ୍ତାହରେ ଭାରତରୁ ଏକ…

ସନ୍ଦେଶଖାଲି ମାମଲାରେ ବଡ଼ ଆକ୍ସନ: CBI ଯାଞ୍ଚ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ସନ୍ଦେଶଖାଲି ହିଂସା ମାମଲାରେ କୋଲକାତା ହାଇକୋର୍ଟ ଏକ ବଡ଼ ନିଦ୍ଦେଶ ଜାରି କରିଛନ୍ତି । ମାମଲାରେ କଡ଼ା ଯାଞ୍ଚ କରିବା ପାଇଁ ସିବିଆଇ ଯାଞ୍ଚ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ମାମଲା ସହ ଅନ୍ୟ…

ବିଜେପିରେ ଯୋଗ ଦେବା ପାଇଁ ଇସ୍ତଫା ଦେଲେ କୋଲକାତା ହାଇକୋର୍ଟ ବିଚାରପତି ଅଭିଜିତ ଗଙ୍ଗୋପାଧ୍ୟାୟ

କୋଲକାତା: କଲିକତା ହାଇକୋର୍ଟରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ବିଜେପିରେ ଯୋଗ ଦେବା ତାରିଖ ସମ୍ପର୍କରେ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ସମ୍ଭବତଃ…

ଏକ ନିନ୍ଦନୀୟ ଘଟଣା: ମହିଳା ଖେଳାଳିଙ୍କ ପର୍ସରୁ ଟଙ୍କା ଚୋରି କରି ପାକିସ୍ତାନୀ ବକ୍ସିଂ ଷ୍ଟାର ଫେରାର୍

ନୂଆଦିଲ୍ଲୀ: ଅନେକ ସମୟରେ ପାକିସ୍ତାନକୁ ନେଇ ସାରା ବିଶ୍ୱରେ ହାସ୍ୟାତ୍ମକ ପରିସ୍ଥିତି ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଜଣେ ପାକିସ୍ତାନୀ ଖେଳାଳିଙ୍କ କାରନାମାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି ।…

ବିନା ଅନୁମତିରେ ସ୍ଥାନର ନାମ ପରିବର୍ତ୍ତନ କରିଲେ ମିଳିବ ଦଣ୍ଡ: ମଣିପୁର ବିଧାନସଭାରେ ପାରିତ ହେଲା ବିଲ୍

ଇମ୍ଫାଲ: ସରକାରଙ୍କ ବିନା ଅନୁମତିରେ କୌଣସି ସ୍ଥାନର ନାମ ପରିବର୍ତ୍ତନ କରିବା ଏକ ଦଣ୍ଡନୀୟ ଅପରାଧ । ଏନେଇ ସୋମବାର ମଣିପୁର ବିଧାନସଭାରେ ଏକ ବିଲ୍ ପାରିତ ହୋଇଛି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହ କହିଛନ୍ତି…

ଇତିହାସ ରଚିଲା ଭାରତୀୟ ପୁରୁଷ ଓ ମହିଳା ଟିଟି ଦଳ, ପ୍ରଥମ ଥର ଅଲିମ୍ପିକ୍ସ ପାଇଁ ହେଲା କ୍ୱାଲିଫାଇ

ନୂଆଦିଲ୍ଲୀ: କ୍ରୀଡ଼ା ଜଗତରୁ ଏକ ଖୁସି ଖବର ସାମ୍ନାକୁ ଆସିଛି । ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଏବଂ ମହିଳା ଟେବୁଲ ଟେନିସ୍(ଟିଟି) ଦଳ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଭାରତୀୟ ମହିଳା…

ଲାଗୁହେଲା କଠୋର ନିୟମ: ପାନୀୟ ଜଳ ଅପବ୍ୟବହାର କଲେ ୫ ହଜାର ଟଙ୍କା ଫାଇନ୍ ଲାଗିବ, ନଜର ରଖିବେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ବର୍ତ୍ତମାନ ଗ୍ରୀଷ୍ମ ସିଜିନର ଆଗମନ ହୋଇସାରିଥିବା ବେଳେ ଏଭଳି ସ୍ଥିତିରେ ଅନେକ ସ୍ଥାନରେ ପାନୀୟ ଜଳର ଘୋର ଅଭାବ ଦେଖାଦେଲାଣି । ତେଣୁ ଜନସାଧାରଣ ଜଳର ଅପବ୍ୟବହାରରୁ ଦୂରେଇ ରହିବା ଉଚିତ୍ । ତେବେ ପାନୀୟ…

Apple ଉପରେ EU ଲଗାଇଲା ୧.୮ ବିଲିୟନ ୟୁରୋର ଜରିମାନା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ୟୁରୋପୀୟ ୟୁନିଅନ୍ ଦ୍ୱାରା Apple କୁ ୧.୮ ବିଲିୟନ ୟୁରୋ ବା ପ୍ରାୟ ୧.୯୫ ବିଲିୟନ ଡଲାରର ଜରିମାନା ଲଗାଯାଇଛି। ଭାରତୀୟ ଟଙ୍କାରେ ଏହାର ମୂଲ୍ୟ ୧୬,୧୬୮ କୋଟିରୁ ଅଧିକ ଅଟେ। ଆପଲ୍ ଉପରେ ଏହି ଜରିମାନା ଲାଗୁ…

ଏଲନ ମସ୍କଙ୍କୁ ବଡ଼ ଝଟକା; ଧନୀ ତାଲିକାର ଶୀର୍ଷରୁ ଖସିଲେ, ତାଙ୍କ ସ୍ଥାନରେ ରହିଲେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଦୀର୍ଘ ସମୟ ଧରି ଦେଶର ସବୁଠାରୁ ଧନୀ ତାଲିକାର ଶୀର୍ଷରେ ଥିବା ଟେସଲା ତଥା ସ୍ପେସ୍ଏକ୍ସର ପ୍ରତିଷ୍ଠାତା ଏବଂ ସିଇଓ ଏଲନ ମସ୍କଙ୍କୁ ଲାଗିଛି ବଡ଼ ଝଟକା । ବର୍ତ୍ତମାନ ଏଲନ ମସ୍କ ଧନୀ ତାଲିକାର ଦ୍ୱିତୀୟ…

ମାର୍ଚ୍ଚ ୧୪-୧୫ରେ ଲୋକସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା ହୋଇପାରେ: ସୂତ୍ର

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ୨୦୨୪ ପାଇଁ ସାରା ଦେଶରେ ଏବେ ନିର୍ବାଚନୀ ବାତାବରଣ ଦେଖିବାକୁ ମିଳିଛି । ଭାଜପା ୧୯୫ଟି ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିସାରିଥିବା ବେଳେ ଖୁବଶୀଘ୍ର…