CHARIDHAM
Browsing Category

ଦେଶ ବିଦେଶ

ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଯୋଗୁଁ କମ୍ପିଲା ପୃଥିବୀ, ଘରୁ ବାହାରି ଆସିଲେ ଲୋକ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର ମଣ୍ଡିରେ ଆଜି ସକାଳେ ସାମାନ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଅନୁଯାୟୀ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୨ ବୋଲି ଆକଳନ କରାଯାଇଥିଲା ।…

ବିଧାନସଭାରେ ‘ପାକିସ୍ତାନ ଜିନ୍ଦାବାଦ’ ସ୍ଲୋଗାନ ଦେବା ମାମଲା; ୩ ଜଣଙ୍କୁ ଗିରଫ କରିଲା ବେଙ୍ଗାଲୁରୁ ପୋଲିସ

ବେଙ୍ଗାଲୁରୁ: କଂଗ୍ରେସ ନେତା ନାସିର ହୁସେନ ରାଜ୍ୟସଭାକୁ ନିର୍ବାଚିତ ହେବା ସମୟରେ 'ପାକିସ୍ତାନ ଜିନ୍ଦାବାଦ' ସ୍ଲୋଗାନ ଦେଇଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି ବେଙ୍ଗାଲୁରୁ ପୋଲିସ । ଫରେନସିକ୍ ସାଇନ୍ସ…

(Video) ମହିଳା ସ୍ନାଇପର; ଗୁଳିରେ ଉଡ଼ାଇ ଦିଅନ୍ତି ଶତ୍ରୁଙ୍କ ମୁଣ୍ଡ, ସୀମାରେ ଛାନିଆ ହୁଏ ପାକିସ୍ତାନ ସେନା

ନୂଆଦିଲ୍ଲୀ: ଏହି ସୁନ୍ଦରିଙ୍କର ଗୁଳି ପୁରା ମୁଣ୍ଡରେ ବାଜେ । ବନ୍ଧୁକରୁ ଗୁଳି ବାହାରିଲେ ମିସ୍ ହୁଏନି । ସୀମାରେ ଛାନିଆ ହୁଏ ପାକିସ୍ତାନର ସେନା । ବନ୍ଧୁକରୁ ଥରେ ଗୁଳି ବାହାରିଲେ ଶତ୍ରୁଙ୍କ ଜୀବନ ନେବାଟା ସୁନିଶ୍ଚି…

ଯଦି ଆପଣଙ୍କ ସମସ୍ୟା କେହି ଶୁଣୁ ନାହାନ୍ତି ତେବେ ଏହିପରି ସିଧା ପ୍ରଧାନମନ୍ତ୍ରୀଙ୍କ ନିକଟରେ କରନ୍ତୁ ଅଭିଯୋଗ

ଓଡ଼ିଶା ଭାସ୍କର: ଅନେକ ଥର, ସରକାରୀ ବିଭାଗରେ କୌଣସି କାମ ନ ହେବା କିମ୍ବା ଅନ୍ୟାନ କୌଣସି କାରଣରୁ ଆପଣ ଅସୁବିଧାରେ ପଡ଼ନ୍ତି। ଫଳରେ ଆପଣ ଜଣେ ଉଚ୍ଚ ପଦାଧିକାରୀ କିମ୍ବା ପୋଲିସ ନିକଟରେ ଯାଇ ଅଭିଯୋଗ କରନ୍ତି। କିନ୍ତୁ…

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା; ଇସ୍ତଫାପତ୍ର ଗ୍ରହଣ କଲେ ରାଜ୍ୟସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ଜେପି ନଡ୍ଡା । ବିଜେପି ରାଷ୍ଟ୍ରୀୟ ସଭାପତି ନଡ୍ଡା ରାଜ୍ୟସଭା ସଦସ୍ୟ ପଦ ଛାଡ଼ିଲେ । ହିମାଚଳ ପ୍ରଦେଶରୁ ପ୍ରତିନିଧିତ୍ୱ କରୁଥିବା ସଦସ୍ୟ ପଦ ଛାଡ଼ିଲେ । ନଡ୍ଡାଙ୍କ…

(Video) ରେଷ୍ଟୁରାଣ୍ଟରେ ମାଉଥ୍ ଫ୍ରେସନର ଖାଇ ରକ୍ତ ବାନ୍ତି କଲେ ୫ ଜଣ ଗ୍ରାହକ, ଏଥିରେ ୨ ଗୁରୁତର: ଦେଖନ୍ତୁ, ଭିଡିଓ

ଓଡିଶା ଭାସ୍କର: ହରିୟାଣାର ଗୁରୁଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସେଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ମାଉଥ୍ ଫ୍ରେସନର ଖାଇ ୫ ଜଣ ଗ୍ରାହକ ଅସୁସ୍ଥ ହୋଇଛନ୍ତି।ଏହାପରେ ସମସ୍ତ ଅସୁସ୍ଥଙ୍କୁ ତୁରନ୍ତ…

Electoral Bonds: ନିର୍ବାଚନ ବଣ୍ଡ ବିଷୟରେ ସୂଚନା ଦେବା ଲାଗି ୩୦ ଜୁନ ପର୍ଯ୍ୟନ୍ତ ସମୟ ମାଗିଲା SBI, ସୁପ୍ରିମକୋର୍ଟ ୬ ମାର୍ଚ୍ଚ ଦେଇଥିଲେ…

ନୂଆଦିଲ୍ଲୀ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିର୍ବାଚନ ବଣ୍ଡ ବିଷୟରେ ସୂଚନା ପ୍ରଦାନ କରିବାକୁ ସୁପ୍ରିମକୋର୍ଟଙ୍କ ଠାରୁ ଜୁନ୍ ୩୦ ପର୍ଯ୍ୟନ୍ତ ସମୟ ମାଗିଛି। ନିକଟରେ ସୁପ୍ରିମକୋର୍ଟ ନିର୍ବାଚନ ବଣ୍ଡ ଯୋଜନାକୁ ବାତିଲ…

ପୁଣି ବଢିପାରେ ପିଆଜ ଦର, ବାଂଲାଦେଶ ଏବଂ ୟୁଏଇକୁ ପିଆଜ ରପ୍ତାନୀ ପାଇଁ ଅନୁମୋଦନ କଲେ ଭାରତ ସରକାର

ନୂଆଦିଲ୍ଲୀ: ଦେଶରେ ପିଆଜ ଦର କିଛି ସମୟ ପାଇଁ ସ୍ଥିର ଥିବାବେଳେ ରସୁଣ ଦର ବୃଦ୍ଧି ସାଧାରଣ ଜନତାଙ୍କୁ କନ୍ଦାଉଛି। ତେବେ ଗତ ସପ୍ତାହରୁ ପିଆଜ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ଏବଂ ଦିଲ୍ଲୀର ଆଜାଦପୁର ମାଣ୍ଡିରେ…

ଭାରତ ‘ବିଗ୍ ବୁଲି’ ଅଭିଯୋଗର କଡ଼ା ଜବାବ ଦେଲେ ଜୟଶଙ୍କର; ‘ଭାରତ ଧମକ ଦେଉନାହିଁ…’

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ଭାରତ ତା'ର ପଡ଼ୋଶୀମାନଙ୍କୁ ଧମକ ଦେଉନାହିଁ। ନୂଆଦିଲ୍ଲୀରେ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଜୟଶଙ୍କର କହିଛନ୍ତି ଯେ ଯଦି ଏପରି…

୩୭୦୦ କଏଦୀ ଜେଲରୁ ଖସି ଯିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର

ନୂଆଦିଲ୍ଲୀ: କ୍ୟାରିବିଆନ୍ ଦେଶ ହାଇତିରେ କଏଦୀମାନେ ଜେଲ୍ ଭାଙ୍ଗି ପଳାଇଯିବା ଘଟଣା ସାମ୍ନାକୁ ଆସିଛି। ରବିବାର ଦିନ ସଶସ୍ତ୍ର ଗୋଷ୍ଠୀ ପୋର୍ଟ ଓ ପ୍ରିନ୍ସ ଜେଲ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଅତି କମରେ ୧୨…