Browsing Category
ଦେଶ ବିଦେଶ
ବିହାରରୁ ପିତାମାତାଙ୍କୁ କାନ୍ଧରେ ବୋହି ରାମଲଲାଙ୍କ ଦର୍ଶନ ଲାଗି ଅଯୋଧ୍ୟାରେ ପହଞ୍ଚିଲେ ଯୁବକ, ସମସ୍ତେ କହିଲେ କଳିଯୁଗର ଶ୍ରବଣ କୁମାର
ଅଯୋଧ୍ୟା: ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମ ନିଜ ଭବ୍ୟ ମହଲରେ ବିରାଜମାନ କରିବା ପରେ ସାରା ଦେଶରୁ ଶ୍ରଦ୍ଧାଳୁ ରାମଲଲାଙ୍କ ଦିବ୍ୟ ରୂପ ଦର୍ଶନ ଲାଗି ଅଯୋଧ୍ୟାରେ ପହଞ୍ଚୁଛନ୍ତି । ଏହି କ୍ରମରେ କିଛି ଅନନ୍ୟ ଭକ୍ତ ବି…
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ୧୦ ବର୍ଷ ଜେଲ
ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ ବଡ଼ ଝଟକା । ଇମରାନ ଖାନ ଏବଂ ତାଙ୍କ ସହଯୋଗୀ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମ୍ମୁଦ କୁରେଶିଙ୍କୁ Cipher caseରେ ୧୦ ବର୍ଷର ଜେଲ ଦଣ୍ଡାଦେଶ…
ଆପଣଙ୍କ ମୋବାଇଲରେ ବି ବ୍ୟବହାର ହେଉଛି AI… ଏହି କାମ ପାଇଁ Google Photos ନେଉଛି ସାହାଯ୍ୟ
ଓଡ଼ିଶା ଭାସ୍କର: ବର୍ତ୍ତମାନ ସମୟରେ ସବୁଆଡ଼େ ଗୁଗଲ ଏବଂ ଏଆଇକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏବେ ଏଆଇର ଅତ୍ୟାଧୁନିକ ଫିଚର ଆମ ଫଟୋ ଲାଇବ୍ରେରୀରେ ମଧ୍ୟ ଦେଖିବାକୁ ମିଳିବ । ଲକ୍ଷ ଲକ୍ଷ ୟୁଜରମାନଙ୍କୁ ସେମାନଙ୍କ ଫଟୋ…
ଏବେ ଘରେ ବସି ପାଇଯିବେ ପ୍ରଭୁ ଶ୍ରୀରାମଙ୍କ ପ୍ରସାଦ, ବୁକିଂ ସମସ୍ୟା ନାହିଁ କି ଡେଲିଭରି ଚାର୍ଜ ବି ପଡିବନି
ନୂଆଦିଲ୍ଲୀ: ଅଯୋଧ୍ୟାରେ ନିର୍ମିତ ନୂତନ ଭବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମ ବିରାଜମାନ ହୋଇସାରିଛନ୍ତି । ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ହିଁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ନିଜ ପ୍ରିୟ ଭଗବାନଙ୍କୁ ଦର୍ଶନ ଲାଗି…
ବାପୁଙ୍କ ବିଷୟରେ ଡାଏରୀରେ ଏମିତି କିଛି ଲେଖିଛନ୍ତି ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: ଆଜି ମହାତ୍ମା ଗାନ୍ଧୀଙ୍କ ୭୬ତମ ପୂଣ୍ୟତିଥି ଅବସରରେ ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ଦ୍ରୌପଦୀ…
ବିଜେପି ନେତାଙ୍କୁ ହତ୍ୟା ମାମଲାରେ ୧୫ ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଲେ କୋର୍ଟ
ନୂଆଦିଲ୍ଲୀ:କେରଳରେ ବିଜେପି ନେତା ରଞ୍ଜିତ ଶ୍ରୀନିବାସନଙ୍କ ହତ୍ୟା ମାମଲାରେ କୋର୍ଟଙ୍କ ରାୟ ଆସିଛି । ଏହି ମାମଲାରେ ସମସ୍ତ ୧୫ ଜଣ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି କେରଳ କୋର୍ଟ । ସମସ୍ତ ୧୫ ଜଣ ଦୋଷୀ ପିଏଫଆଇ…
ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, କହିଲେ ସହୀଦମାନଙ୍କ ବଳିଦାନ ଆମକୁ ଦେଶ ସେବା କରିବାକୁ ଦେଇଛି ପ୍ରେରଣା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆଜି ସକାଳେ ରାଜଘାଟ ପହଞ୍ଚି ପ୍ରଧାନମନ୍ତ୍ରୀ ମୋଦୀ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ମହାତ୍ମା ଗାନ୍ଧୀଙ୍କ…
ରାଜସ୍ଥାନ ସ୍କୁଲରେ ହିଜାବ ଉପରେ ରୋକ୍ ! ରିପୋର୍ଟ ମାଗିଲେ ଶିକ୍ଷାମନ୍ତ୍ରୀ
ଜୟପୁର: ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ନେଇ ରାଜସ୍ଥାନରେ ବିବାଦ ଦେଖାଦେଇଛି । ଏଥିପାଇଁ ରାଜ୍ୟର ଭଜନଲାଲ ସରକାର ପ୍ରସ୍ତୁତି ଆରମ୍ଭ କରିବା ନେଇ ସମ୍ଭାବନା ରହିଛି । କ୍ୟାବିନେଟ ମନ୍ତ୍ରୀ କିରୋଡ଼ି ଲାଲ କହିଛନ୍ତି,…
ଭୂକମ୍ପରେ ପୁଣିଥରେ ଥରିଲା ଲଦାଖ: ରିକ୍ଟର ସ୍କେଲରେ ତୀବ୍ରତା ୩.୪
ନୂଆଦିଲ୍ଲୀ: ସକାଳୁ ସକାଳୁ ପୁଣିଥରେ ଭାରତରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ଲଦାଖ ଅଞ୍ଚଳରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୩.୪ ରହିଥିବା ରେକର୍ଡ କରାଯାଇଛି । ଦେଶର ସୁଉଚ୍ଚରେ ରହିଥିବା…
INS ସୁମିତ୍ରାର ପରାକ୍ରମ: ୨୪ ଘଣ୍ଟାରେ ୨ଟି ଜାହାଜ ଉଦ୍ଧାର, ୧୯ ଜଣ ପାକିସ୍ତାନୀଙ୍କ ରେସ୍କ୍ୟୁ ଅପରେସନ୍ ସଫଳ
ନୂଆଦିଲ୍ଲୀ: ଆରବ ସାଗରରେ ଭାରତୀୟ ନୌସେନାର ପରାକ୍ରମ ଦେଖିବାକୁ ମିଳିଛି । ଭାରତୀୟ ନୌସେନା ଗତ ୨୪ ଘଣ୍ଟା ମଧ୍ୟରେ ୨ଟି ଜାହାଜକୁ ସାମୁଦ୍ରିକ ଲୁଟେରାଙ୍କ ଠାରୁ ରକ୍ଷା କରିଥିବାର ସୂଚନା ମିଳିଛି । ଗୋଟିଏ ଜାହାଜରୁ ୧୯…