fbpx
Browsing Category

ଦେଶ ବିଦେଶ

ପୋଲିସ ସେବା, ରାଜସ୍ୱ ବିଭାଗ ସମେତ ଅନେକ ବିଭାଗରେ ବାହାରିଲା ନିଯୁକ୍ତିର ସୁଯୋଗ, ଦରମା ୧.୭୭ ଲକ୍ଷ; ଶୀଘ୍ର କରନ୍ତୁ ଆବେଦନ

ନୂଆଦିଲ୍ଲୀ:ମଧ୍ୟପ୍ରଦେଶ ଜନସେବା ଆୟୋଗ ପ୍ରଶାସନିକ ସେବା, ପୋଲିସ ସେବା, ଜେଲ ବିଭାଗ, ରାଜସ୍ୱ ବିଭାଗ ସମେତ ଅନେକ ବିଭାଗରେ ଅଧିକାରୀ ପଦ ପୂରଣ କରିବାକୁ ଆବେଦନ କରିଛି। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି…

(Video) ଏ ଆଖି କ’ଣ ନ ଦେଖିଲା ! ବିନା ଚକରେ ବିଚ୍ ରାସ୍ତାରେ ଗଡ଼ିଲା ଟ୍ରକ୍, ଭିଡିଓ ଦେଖି ୟୁଜରଙ୍କ ଉଡ଼ିଲା ହୋସ୍

ନୂଆଦିଲ୍ଲୀ: ରାସ୍ତାରେ ଯିବା ସମୟରେ ସବୁବେଳେ ବିପଦ ସାଙ୍ଗରେ ଥାଏ, କାରଣ ନଜର ହଟିବା ମାତ୍ରେ ଦୁର୍ଘଟଣା ହେବା ସୁନିଶ୍ଚିତ । ସେହିପରି ଲୋକଙ୍କୁ ରାସ୍ତାରେ ଚାଲିଲା ବେଳେ ନିୟମର ପାଳନ କରିବାକୁ କୁହାଯାଇଛି । ଆଜିକାଲି…

ପାକିସ୍ତାନରେ ଆର୍ଥିକ ସ୍ଥିତି ଦୁର୍ବଳ, ଚିକେନ କିଲୋ ୬୫୦, ସିଲିଣ୍ଡର ପିଛା ୧୦ହଜାର

ନୂଆଦିଲ୍ଲୀ:  ୨୦୨୨ ବର୍ଷରେ ଭାରତର ପଡୋଶୀ ଦେଶ ଶ୍ରୀଲଙ୍କାରେ କାଙ୍ଗାଳ ସମସ୍ୟା ଦେଖାଯାଇଥିଲା । ବର୍ତ୍ତମାନ ୨୦୨୩ ବର୍ଷରେ ଆମର ଆନ୍ୟ ଏକ ପଡ଼ୋଶୀ ଦେଶ ପାକିସ୍ତାନରେ ଏପରି ଅବସ୍ଥା ଦେଖିବାକୁ ମିଳିଛି । ଯେଉଁଠାରେ ଦର…

ଗୌରବ ଆଣିଲା ଆସ୍କା : ଭାରତର ତିନୋଟି ଶ୍ରେଷ୍ଠ ପୋଲିସ୍ ଷ୍ଟେସନ୍ ମଧ୍ୟରେ ଓଡିଶାର ଆସ୍କା ପାଇଲା ସ୍ଥାନ

ଭୁବନେଶ୍ୱର :ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଆସ୍କା ପୋଲିସ୍ ଷ୍ଟେସନକୁ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ୨୦୨୨ ମସିହାରେ ଦେଶର ସର୍ବୋତ୍ତମ ତିନୋଟି ପୋଲିସ୍ ଷ୍ଟେସନ୍ ମଧ୍ୟରୁ ଗୋଟିଏ ଭାବରେ ମନୋନୀତ କରାଯାଇଛି। ଜାନୁଆରୀ ୨…

ଘନକୁହୁଡ଼ି ପାଇଁ ଟ୍ରେନି ବିମାନ ଦୁର୍ଘଟଣାଗ୍ରସ୍ତ:ଜଣେ ପାଇଲଟ ମୃତ, ଟ୍ରେନିଂ ପାଇଲଟ ଗୁରୁତର ଆହତ

ରେୱା: ମଧ୍ୟପ୍ରଦେଶ ରେୱାଠାରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଯାଇଛି ।ଏଠାରେ ଥିବା ଚୋରାହଟା ପୋଲିସ ଷ୍ଟେସନ ପରିସରର ଉମ୍ରି ଗ୍ରାମରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ପାଇଲଟଙ୍କ ମୃତ୍ୟୁ…

ମାର୍କେଟରେ ଟ୍ରେଣ୍ଡ କରୁଛି ବାଲ୍ଟି ଗିଜର, ମାତ୍ର ଅଳ୍ପ ଟଙ୍କାରେ ବଜାରରେ ଉପଲବ୍ଧ

ନୂଆଦିଲ୍ଲୀ:ଯଦି ଆପଣ ୧୦ ରୁ ୧୫ ଲିଟରର ଏକ ଗିଜର କିଣନ୍ତି, ତେବେ ଆପଣଙ୍କୁ ୫୦୦୦ ରୁ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ରାଶି ଦେବାକୁ ପଡିବ, କିନ୍ତୁ ଯଦି ଆପଣଙ୍କ ପାଖରେ ଏତେ ଟଙ୍କା ନାହିଁ , ତେବେ ଚିନ୍ତା କରିବାର କୌଣସି…

ରେଳବାଇ ଆରମ୍ଭ କରିଲା ନୂତନ ସୁବିଧା, ନିଜର ସିଟ ପସନ୍ଦ ନ ଆସିଲେ ଯାତ୍ରା ମଝିରେ କରିପାରିବେ ପରିବର୍ତ୍ତନ

ନୂଆଦିଲ୍ଲୀ : ଯାତ୍ରୀମାନଙ୍କ ସୁବିଧା ଏବଂ ଆରାମଦାୟକ ଯାତ୍ରାକୁ ଧ୍ୟାନରେ ରଖି ଭାରତୀୟ ରେଳବାଇ ଦ୍ୱାରା ସମୟ ସମୟରେ ଅନେକ ପରିବର୍ତ୍ତନ କରାଯାଇଥାଏ। ବର୍ତ୍ତମାନ ଯଦି ତୁମେ ତୁମର ସ୍ଥାନ ପସନ୍ଦ କରୁନାହଁ, ତେବେ ତୁମେ…

(Video) ଦୋକାନରୁ ORS ନେଉ ନେଉ ଆସିଲା ହାର୍ଟଆଟାକ୍: ମାତ୍ର ୨-୩ ମିନିଟରେ ହୋଇଗଲା ମୃତ୍ୟୁ, ଦେଖନ୍ତୁ ସିସିଟିଭି ଫୁଟେଜ୍

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣଙ୍କର ବି ହୋସ୍ ଉଡିଯିବ । ଭାଇରାଲ ଭିଡିଓରେ କିପରି ଜଣେ ବ୍ୟକ୍ତିଙ୍କୁ ଅଚାନକ୍ ହାର୍ଟ ଆଟାକ୍ ଆସୁଛି ଓ ଏଥିରେ ତାଙ୍କର…

ଯେକୌଣସି ମୋବାଇଲକୁ କେତେ ବର୍ଷ ବ୍ୟବହାର କରିବା ଉଚିତ୍ ? ଜାଣନ୍ତୁ ଉତ୍ତର

ବର୍ତ୍ତମାନ ସୁଦ୍ଧା ଆପଣ କେତେ ସମୟରେ କେତୋଟି ସ୍ମାର୍ଟଫୋନ୍ ପରିବର୍ତ୍ତନ କରିଛନ୍ତି ?ଆପଣଙ୍କ ପାଖରେ ଏବେ ଥିବା ସ୍ମାର୍ଟଫୋନକୁ ଆପଣ କେତେ ବର୍ଷ ଧରି ବ୍ୟବହାର କରୁଛନ୍ତି ? କେତେବର୍ଷ ଧରି ଆପଣ ଏହାକୁ ବ୍ୟବହାର କରିବା…

ପାକିସ୍ତାନର ଏୟାର ଷ୍ଟ୍ରାଇକ, ଜଣେ ଶିଶୁ ସମେତ ୪ନାଗରିକ ମୃତ

ଇସଲାମାବାଦ: ଆଫଗାନିସ୍ତାନ ସୀମାରେ ପାକିସ୍ତାନ ଏୟାର ଷ୍ଟ୍ରାଇକ  କରିଲା । ତେହତିକ-ଏ-ତାଲିବାନ ପାକିସ୍ତାନ ଆତଙ୍କୀଙ୍କୁ ଟାର୍ଗେଟ କରି ପାକ ସେନା ଆକ୍ରମଣ କଥା ସାମ୍ନାକୁ ଆସିଛି । ଟିଟିପିର ଗଡ଼ ନାଙ୍ଗାହାର ରାଜ୍ୟର…