CHARIDHAM
Browsing Category

ଦେଶ ବିଦେଶ

IRCTC ଲଞ୍ଚ କଲା ସ୍ପେଶାଲ୍ ଟୁର୍ ପ୍ଲାନ: ଶସ୍ତାରେ ଗୋଆ ବୁଲିବାକୁ ଆଜି ହିଁ ଟିକେଟ୍ ବୁକିଂ କରନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଧୀରେଧୀରେ ଶୀତ ପଡ଼ିଲାଣି । ବର୍ଷର ଏଇ ସମୟକୁ ପିକନିକ ଋତୁ କୁହାଯାଇଥାଏ । ଲୋକମାନେ ନିଜ ନିଜ ମନ ପସନ୍ଦର ସ୍ଥାନକୁ ବୁଲିବାକୁ ଯାଇଥାନ୍ତି । ନଭେମ୍ବର ମାସରୁ…

(Video) ଲୋକଙ୍କ ମୋବାଇଲକୁ ଆସୁଛି ‘Emergency Alert’: କାହିଁକି ଆସୁଛି ଏହି ମେସେଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହଠାତ୍ ଲୋକଙ୍କ ମୋବାଇଲ ଫୋନକୁ ଆସୁଛି ‘ଏମର୍ଜେନ୍ସି ଆଲର୍ଟ’ । ଏହି ମେସେଜ ଆସିବା ସମୟରେ ମୋବାଇଲରେ ଭିନ୍ନ ଶବ୍ଦ ଓ କମ୍ପନ ସୃଷ୍ଟି ହେଉଛି । ଏହି ମେସେଜ୍ ଦେଖିବା ପରେ ପରେ ଅନେକ ଲୋକ…

ଓଇସିଡି ରିପୋର୍ଟରେ ଆସିଲା ବଡ ତଥ୍ୟ, ଧନୀ ଦେଶରେ ନାଗରିକତା ଗ୍ରହଣ କରିବାରେ ଭାରତୀୟମାନେ ଶୀର୍ଷରେ

ନୂଆଦିଲ୍ଲୀ:ଅମୀର ଦେଶରେ ନାଗରିକତା ନେବାରେ ଭାରତୀୟମାନେ ଶୀର୍ଷରେ ଅଛନ୍ତି । ଅର୍ଗାନାଇଜେସନ ଫର୍ ଇକୋନୋମିକ୍ କୋଅପରେସନ୍ ଆଣ୍ଡ ଡେଭଲପମେଣ୍ଟ(ଓଇସିଡି) ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟରେ ଏ ବିଷୟରେ ସୂଚନା ମିଳିଛି…

ଧର୍ମଘଟରେ ସାମିଲ ହେଲେ ଆଇସଲ୍ୟାଣ୍ଡର ପ୍ରଧାନମନ୍ତ୍ରୀ, ମହିଳାଙ୍କୁ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ମହିଳାଙ୍କ ନେତୃତ୍ୱ

ନୂଆଦିଲ୍ଲୀ: ଆଇସଲ୍ୟାଣ୍ଡରେ ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଦରମା ଓ ଲିଙ୍ଗ ଆଧାରିତ ହିଂସା ବିରୁଦ୍ଧରେ ଏବେ ଆନ୍ଦୋଳନ ଜାରି ରହିଛି । ସବୁଠାରୁ ବଡ କଥା ହେଉଛି ଆଇସ୍‌ଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ କାଟ୍ରିନ୍…

କଙ୍ଗନା ରଣାୱତଙ୍କୁ ଡରିଲା ରାବଣ ! ଦହନ ପୂର୍ବରୁ ତଳେ ପଡିଗଲା ରାବଣର ପୁତ୍ତଳିକା

ନୂଆଦିଲ୍ଲୀ : ୨୪ ଅକ୍ଟୋବରରେ ଦେଶସାରା ଦଶହରାପାଳନ କରାଯାଇଛି । ବଲିଉଡ ଠାରୁ ଆରମ୍ଭ କରି ଟିଭି ଷ୍ଟାର ପର୍ଯ୍ୟନ୍ତ ସମସ୍ତେ ଧୁମଧାମରେ ପାଳନ କରିଛନ୍ତି ଦଶହରା । ୧୦ ମୁଣ୍ଡ ରାବଣକୁ ପୋଡିଲା ପରେ ଧର୍ମ ଏବଂ ଅଧର୍ମର…

‘ଜେଲର’ ଫିଲ୍ମର ଖଳନାୟକ ବିନାୟକନ ଗିରଫ: ମଦ୍ୟପାନ କରି ହଙ୍ଗାମା କରୁଥିଲେ, ଆସିଲା ବଡ଼ ଅଭିଯୋଗ

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ରେ ଅଭିନୟ କରିଥିବା ଜଣେ ଅଭିନେତାଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଫିଲ୍ମରେ ଖଳନାୟକ ଚରିତ୍ରରେ ଆସିଥିବା ଅଭିନେତା ବିନାୟକନଙ୍କୁ ପୋଲିସ ଗିରଫ କରିଛି ।…

(Video)ଆପଣ କେବେ ଦେଖିଛନ୍ତି କି ରାବଣର ଏପରି ଏଣ୍ଟ୍ରି, ଲୋକମାନେ ପ୍ରଶ୍ନ କଲେ ପୁଷ୍ପକ ବିମାନ ଚୋରି ହୋଇଛି କି?

ଓଡିଶା ଭାସ୍କର : ଦେଶ ସାରା ମଙ୍ଗଳବାର ଅର୍ଥାତ ୨୪ ଅକ୍ଟୋବର ରେ ବିଜୟା ଦାଶମୀ ଉତ୍ସବ ପାଳନ କରାଯାଇଥିଲା । ଏଥି ପାଇଁ ବିଭିନ୍ନ ସ୍ଥାନରେ ରାବଣ ପୋଡି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା । ରାବଣକୁ ଦହନ କରିବା ସମୟରେ…

ସ୍ବପ୍ନରେ ବି ଭାବିନଥିଲେ ଆଉ ଥରେ ପରିବାରକୁ ଭେଟିପାରିବେ ବୋଲି: ବାର ବର୍ଷ ପରେ ଘରକୁ ଫେରିଲେ ହଜି ଯାଇଥିବା ସ୍ୱାମୀ

ଓଡ଼ିଶା ଭାସ୍କର: ସ୍ବପ୍ନରେ ବି ଭାବିବି ନଥିଲେ ଆଉ ଥରେ ପରିବାରକୁ ଭେଟିପାରିବେ ବୋଲି । ସେପଟେ 10 ବର୍ଷ ରୁ ଅଧିକ ହେବ ପରିବାର ସହିତ ନଥିଲା କିଛି ସମ୍ପର୍କ ଓ ଯୋଗାଯୋଗ । ସ୍ତ୍ରୀ ହୋଇସାରିଥିଲେ ଏକ ପ୍ରକାର ବିଧବା…

(Video) ପାକିସ୍ତାନ ଦଳ ଭିତରେ ଚାଲିଛି ଅନ୍ତର୍କନ୍ଦଳ; ନିଜ ଭିତରେ ପିଟାପିଟି ହେଲେ ପାକିସ୍ତାନୀ ଖେଳାଳି, ଏକଘରିିଆ ହେଲେ ଦଳର ଅଧିନାୟକ

ଓଡ଼ିଶା ଭାସ୍କର: ଚଳିତ ବିଶ୍ୱକପ୍‌ରେ ଖେଳୁଥିବା ପାକିସ୍ତାନ କ୍ରିକେଟ୍ ଟିମ୍ ଏବେ ଭାରତରେ ରହିଛି । ହେଲେ ଦଳ ଭିତରେ କିଛି ବି ଠିକ୍ ଚାଲିନଥିବା କଥା ପଦାକୁ ଆସିଛି । ଚଳିତ ବିଶ୍ୱକପ୍‌ରେ ଲଗାତର ତିନିଟି ମ୍ୟାଚ୍…

‘ପ୍ରତିଦିନ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପ୍ରସ୍ତୁତ ରୁହ’; ସରକାରଙ୍କ ଏପରି ନିର୍ଦ୍ଦେଶ ପରେ ମଦ୍ରାସାରେ ହଇଚଇ

ଓଡ଼ିଶା ଭାସ୍କର: ତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ରାଜ୍ୟର ମଦ୍ରାସା ସର୍ଭେ ପରେ ପୁଣି ଥରେ ମୁଜାଫରନଗରର ମଦ୍ରାସା ଗୁଡ଼ିକ ଚର୍ଚ୍ଚାରେ ଅଛନ୍ତି। କାରଣ ମୁଜାଫରନଗରଶିକ୍ଷା ବିଭାଗ ମୁଜାଫରନଗରର ଏକ ଡଜନରୁ ଅଧିକ…