CHARIDHAM
Browsing Category

ଦେଶ ବିଦେଶ

ପ୍ରକାଶ ପାଇଲା ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍‌ର ନୂଆ ତାଲିକା, ଭାରତରୁ ମନୋନୀତ ହେଲେ ଜୁନିୟର NTR

ଓଡ଼ିଶା ଭାସ୍କର: ଜୁନିୟର ଏନଟିଆରଙ୍କ ପ୍ରଶଂସକଙ୍କ ଲାଗି ଖୁସି ଖବର। ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟସ୍ ଆଣ୍ଡ ସାଇନ୍ସେସ୍ ପକ୍ଷରୁ ପ୍ରକାଶ ପାଇଛି 'ଆକ୍ଟର ବ୍ରାଞ୍ଚ୍'ର ଏକ ନୂଆ ତାଲିକା , ଯେଉଁଥିରେ ରହିଛି ଭାରତର…

ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦୀ; କହିଲେ, ପାଲେଷ୍ଟାଇନବାସୀଙ୍କୁ ଜାରି ରହିବ ଭାରତର ମାନବୀୟ ସହାୟତା

ଓଡିଶା ଭାସ୍କର; ହମାସ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ୧୩ତମ ଦିନରେ ଜାରି ରହିଛି। ଗତ ଅକ୍ଟୋବର ୭ ତାରିଖରେ ଗାଜା ଉପତ୍ୟକାରୁ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ହାମାସ ଦକ୍ଷିଣ ଇସ୍ରାଏଲ ଉପରେ ମାରାତ୍ମକ ଆକ୍ରମଣ କରିଥିଲା।…

ମେଟ୍ରୋ ପରେ ଭାରତକୁ ମିଳିଲା ‘NaMo Bharat’ ରାପିଡ ଟ୍ରେନ: ପିଏମ ମୋଦୀ କରିବେ ଉଦଘାଟନ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ରାଜ୍ୟରେ ମେଟ୍ରୋ ଟ୍ରେନ ସେବା ଉପଲବ୍ଧ ହୋଇ ସାରିଥିବା ବେଳେ ଏବେ ଭାରତକୁ ଆଉ ଏକ ନୂଆ ଟ୍ରେନ ମିଳିଛି । ଆସନ୍ତାକାଲିଠାରୁ ଦେଶର ବିଭିନ୍ନ ପ୍ରାନ୍ତରେ ଗଡ଼ିବ ରାପିଡ ଟ୍ରେନ ।…

ଫୁଟପାଥରେ ଚାଲୁଥିବା ୫ ଜଣ ମହିଳାଙ୍କ ଉପରେ ମାଡ଼ିଗଲା କାର୍: ସାମ୍ନାକୁ ଆସିଲା ଦୁର୍ଘଟଣାର Video

ନୂଆଦିଲ୍ଲୀ: କର୍ଣ୍ଣାଟକରୁ ଏକ ଦୁର୍ଘଟଣାର ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଆପଣଙ୍କର ଲୋମ ମଧ୍ୟ ଟାଙ୍କୁରି ଯିବ । କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ ଦ୍ରୁତ ଗତିରେ ଆସୁଥିବା କାର ରାସ୍ତାରେ…

‘ଡଗ୍ ଟ୍ରେନିଙ୍ଗ୍‌ ସେଣ୍ଟର୍‌’ ରେ କୁକୁରକୁ ହତ୍ୟା; ସିସିଟିଭିରେ କଏଦ ହେଲା ଦଉଡ଼ିରେ ଗାଙ୍ଗିବା ବେଳର ଦୃଶ୍ୟ

ଓଡ଼ିଶା ଭାସ୍କର: ମଧ୍ୟପ୍ରଦେଶର ଭୋପାଳରୁ ଆସିଲା ଏକ ହୃଦୟ ବିଦାରକ ଘଟଣା। କୁକୁରକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବାର ଖବର। କୁକୁର ‘ଟ୍ରେନିଙ୍ଗ୍‌ ସେଣ୍ଟର୍‌’ ଗେଟ୍‌ରେ ଏକ କୁକୁରକୁ ଦଉଡ଼ିରେ ଗାଙ୍ଗି ହତ୍ୟା…

ଫ୍ଲାଏ ଓଭରରେ ଝୁଲି ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା, ଭାଇରାଲ ହେଉଛି ଝୁଲନ୍ତା ଅବସ୍ଥାର ଭିଡିଓ

ମୁମ୍ବାଇ: (ଓଡ଼ିଶା ଭାସ୍କର) ଦିନକୁ ଦିନ ସମାଜରେ ଅତ୍ମହତ୍ୟା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଅଧିକାଂଶ ଏହା ଯୁବ ପିଢି ମାନଙ୍କ ମଧ୍ୟରେ ଦେଖିବାଖୁ ମିଳୁଛି । ଆତ୍ମହତ୍ୟାର ଏକ ଛାତିଥରା ଦୃଶ୍ୟ ସାମ୍ନାକୁ…

ଦେଶ ପାଇଁ ଏକ୍ସ-ରେ ଭଳି କାମ କରିବ ଜାତିଗତ ଜନଗଣନା: ରାହୁଲ

ନୂଆଦିଲ୍ଲୀ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାରରେ ବ୍ୟସ୍ତ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ତେଲେଙ୍ଗାନାରେ ଜାତିସଂଘ ଜନଗଣନା କରିବାକୁ ଦାବି କରିଛନ୍ତି । ରାହୁଲ ଗାନ୍ଧୀ ଗୁରୁବାର ଦିନ…

ଇଣ୍ଟରନ୍ୟାସନାଲ ସାଇବର ଫ୍ରଡ ରୋକିବାକୁ ସିବିଆଇର ସ୍ୱତନ୍ତ୍ର ଅଭିଯାନ, ୧୧ ରାଜ୍ୟର ୭୬ରୁ ଅଧିକ ସ୍ଥାନରେ ଚଢଉ

ନୂଆଦିଲ୍ଲୀ: ଏବେ ଦେଶରେ ଇଣ୍ଟରନ୍ୟାସନାଲ ସାଇବର ଫ୍ରଡ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ରୋକିବା ଲାଗି ସିବିଆଇର ଅପରେସନ ଚକ୍ର ୨ ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ସିବିଆଇ ପକ୍ଷରୁ ୧୧ ରାଜ୍ୟର ୭୬ରୁ…

(Viral News)କଂଗ୍ରେସ ସରକାର କ୍ଷମତାକୁ ଫେରିବା ପାଇଁ ଶ୍ମଶାନରେ ଚାଲିଛି ତନ୍ତ୍ର ସାଧନା, ଦେଖନ୍ତୁ….

ଓଡିଶା ଭାସ୍କର; ଆସନ୍ତା ନଭେମ୍ବର ମାସ ୧୭ ତାରିଖରେ ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମତଦାନ ଗ୍ରହଣ କରାଯିବ । ରାଜ୍ୟରେ ଏବେ ବିଜେପି ସରକାର ରହିଥିବା ବେଳେ କ୍ଷମତା ପାଇଁ ଏଥର…

ମଇଁଷି ପାଖରେ ଋଣୀ ହୋଇଗଲା ମଣିଷ , ଭାଲୁ ସହ ଲଢେଇ କରି ବଞ୍ଚାଇଦେଲା ଜୀବନ …

ଓଡ଼ିଶା ଭାସ୍କର: ମଇଁଷି ପାଖରେ ଋଣୀ ହୋଇଗଲା ମଣିଷ । ମଇଁଷି ପାଇଁ ବଞ୍ଚିଗଲା ମାଲିକର ଜୀବନ । ଭାଲୁ ସହିତ ଲଢି ମାଲିକ କୁ ଦେଲେ ପୁର୍ନଜନ୍ମ । କଥାରେ ଅଛି କୁକୁର ହେଉଛି ବିଶ୍ୱସ୍ତ ପ୍ରାଣୀ । କୁକୁର ଅନେକ ଥର ମାଲିକର…