CHARIDHAM
Browsing Category

ଦେଶ ବିଦେଶ

(Video) CBFC ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଲେ ସାଉଥ୍ ଷ୍ଟାର ବିଶାଲ

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ବଡ଼ ଖବର । ଫିଲ୍ମ ରିଲିଜ କରାଇବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ (ସିବିଏଫସି) ମୁମ୍ବାଇ ଲାଞ୍ଚ ନେଇଥିବା ନେଇ ଆସିଛି ଅଭିଯୋଗ । ଏହି ଅଭିଯୋଗ କରିଛନ୍ତ…

ବିନା ବିବାହରେ ଗର୍ଭବତୀ ହେଲେ ମହିଳା, ରାଗରେ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ ଭାଇ ଏବଂ ମାଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଜଣେ ଯୁବତୀଙ୍କୁ ପରିବାର ଲୋକେ ଜିଅନ୍ତା ଜାଳିଦେବାକୁ ପ୍ରୟାସ କରୁଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଯୁବତୀଙ୍କ ଗର୍ଭବତୀ କଥାକୁ ନେଇ ତାଙ୍କ ମାଆ ଏବଂ ଭାଇ…

ଆସିଲା ନିର୍ଦ୍ଦେଶନାମା: ବାଣ ଫୁଟାଇବାକୁ ନେଇ କଟକଣା, ଅନଲାଇନ ବିକ୍ରିରେ ବି ଲାଗିଲା ରୋକ

ନୂଆଦିଲ୍ଲୀ: ଦୀପାବଳୀ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ଅବସରରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ବାଟ ଫୁଟାଇବାରେ ମଗ୍ନ…

କର୍ଣ୍ଣାଟକ ବନ୍ଦକୁ ସମର୍ଥନ କରୁଛନ୍ତି ୧୯୦୦ ସଙ୍ଗଠନ, ରାଜ୍ୟ ସାରା ସ୍କୁଲ କଲେଜ ଆଜି ଛୁଟି

କର୍ଣ୍ଣାଟକ : କର୍ଣ୍ଣାଟକ ଏବଂ ତାମିଲ ନାଡୁ ମଧ୍ୟରେ ଚାଲିଥିବା କାବେରୀ ନଦୀ ଜଳ ବିବାଦ ପୁଣି ମୁଣ୍ଡ ଟେକିଛି । କାବେରୀ ଜଳ ପ୍ରବନ୍ଧକ ପ୍ରାଧିକରଣ କର୍ଣ୍ଣାଟକ ସରକାରଙ୍କୁ ଆଦେଶ ଦେଇଥିଲେ ସେ ଆସନ୍ତା ୧୫ ଦିନ…

ଯନ୍ତ୍ରଣା ହେଉଥିଲା ପେଟରେ, ଅସ୍ତ୍ରୋପଚାର ପରେ ବାହାରିଲା ଅନେକ ଜିନିଷ

ମୋଗା : ପଞ୍ଜାବ ମୋଗା ସ୍ଥିତ ହସପିଟାଲରେ ଘଟିଛି ଏକ ଆଶ୍ଚର୍ଯ୍ୟ ଘଟଣା । ଡାକ୍ତରମାନେ ଯେତେବେଳେ  ରୋଗୀଙ୍କର ଅପରେସନ କାଲେ ତାଙ୍କ ପେଟରୁ ଯାହା ବାହାରିଲା ତାହା ଦେଖିବା ପରେ ଡାକ୍ତର ଅଶ୍ଚର୍ଯ୍ୟ ହୋଇଥିଲେ । ୪୦ ବର୍ଷର…

ଚାର୍ଜିଂ ହେଉଥିବା ସମୟରେ ବୋମା ପରି ବିସ୍ଫୋରଣ ହେଲା ମୋବାଇଲ : ରାସ୍ତାରେ ପାର୍କିଂ ହୋଇଥିବା ଗ୍ଲାସର ଗାଡିର ଭାଙ୍ଗିଲା ଗ୍ଲାସ୍, ଅନେକ ଲୋକ…

ମୋବାଇଲ୍ କିମ୍ବା ସ୍ମାର୍ଟଫୋନ୍ ବିସ୍ଫୋରଣର ଖବର ସାଧାରଣ ହୋଇଗଲାଣି । ଦେଶର ବିଭିନ୍ନ ସ୍ଥାନରୁ ଅନେକ ଥର ମୋବାଇଲ୍ ବିସ୍ଫୋରଣ ହେବାର ଖବର ଆସିଛି । କିନ୍ତୁ ଏଥର ମୋବାଇଲ୍ ବିସ୍ଫୋରଣର ଏପରି ଏକ ମାମଲା ସାମ୍ନାକୁ ଆସିଛି…

ମୋଦୀ ସରକାରଙ୍କ ଘୋଷଣା: ଡିସେମ୍ବର ମାସ ସୁଦ୍ଧା ଗର୍ତ୍ତମୁକ୍ତ ହେବ ଦେଶର ସମସ୍ତ ସଡ଼କ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ଓ ଚଳିତ ବର୍ଷ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ କେନ୍ଦ୍ରରେ କ୍ଷମତାସୀନ ନରେନ୍ଦ୍ର ମୋଦୀ ସରକାର ଆକ୍ସନ ମୋଡ଼କୁ ଆସିଛନ୍ତି । ଆସନ୍ତା…

(Video) ସିଏନଜି ଗ୍ୟାସକୁ ଭରିବାକୁ ନେଇ ପ୍ରଥମେ ପାଟିତୁଣ୍ଡ ପରେ ହାତାହାତି

ନୋଟଡା : ଉତ୍ତରପ୍ରଦେଶର ନୋଏଡାରେ ଏକ ସିଏନଜି ପମ୍ପରେ ଗ୍ୟାସ ଭରିବାକୁ ନେଇ ହୋଇଥିଲା ଯୁକ୍ତି । ଏହା ପରେ ଯୁକ୍ତି ଏତେ ପରିମାଣର ବଢିଥିଲା ଯାହା ପରେ ଦୁଇ ଜଣଙ୍କ ମଧ୍ୟରେ ହାତା ହାତି ପରିସ୍ଥିତି ସୃଷ୍ଟି ହୋଇଥିଲା ।…

ପୂର୍ବତନ ମନ୍ତ୍ରୀ ତଥା ସାତ ଥରର ବିଧାୟକ ବିଜେପିରେ ସାମିଲ

ନୂଆଦିଲ୍ଲୀ: ଆସନ୍ତା ବର୍ଷ ଦେଶରେ ଲୋକସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଚଳିତ ବର୍ଷ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଆଦି ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେବେ ନିର୍ବାଚନ…

ବଡ଼ ବିପଦ! ବାଦଲରୁ ପ୍ରଥମଥର ମିଳିଲା ମାଇକ୍ରୋପ୍ଲାଷ୍ଟିକ୍, ବୈଜ୍ଞାନିକମାନେ କଲେ ଆଲର୍ଟ

ଟୋକିଓ: ଜାପାନର ଅନୁସନ୍ଧାନକାରୀମାନେ ଏକ ରିସର୍ଚ୍ଚରେ ଏକ ବଡ଼ ଖୁଲାସା କରିଛନ୍ତି ଯେ ମାଇକ୍ରୋପ୍ଲାଷ୍ଟିକ୍ ଶେଷରେ ମେଘରେ ମିଳିଛି । ଗବେଷକମାନେ ବିଶ୍ୱାସ କରନ୍ତି ଯେ, ଏହା ସାମୁଦ୍ରିକ ପରିବେଶ ଏବଂ ଜଳବାୟୁ…