CHARIDHAM
Browsing Category

ଦେଶ ବିଦେଶ

ବଢିବ ଯୋଜନା ଟଙ୍କା, ୧୫୦୦ ଟଙ୍କା ଦେବେ ମୁଖ୍ୟମନ୍ତ୍ରୀ: ସମୟ ପୂର୍ବରୁ ଖାତାକୁ ଆସିପାରେ କିସ୍ତି

ଭୋପାଳ: ଆଗକୁ ଆସୁଛି ନିର୍ବାଚନ । ତେଣୁ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଲୋକମାନଙ୍କ ଭରସା ଜିତିବା ପାଇଁ ନିର୍ବାଚନରେ ବିଜୟୀ ହେବା ପାଇଁ ମାଷ୍ଟରପ୍ଲାନ କରୁଛନ୍ତି ବିଭିନ୍ନ ଦଳ । ଏହା ମଧ୍ୟରେ…

IBSA ମନ୍ତ୍ରୀସ୍ତରୀୟ ବୈଠକରେ ଭାରତରେ ମହିଳା ସଂରକ୍ଷଣକୁ ନେଇ ଖୁବ୍ ପ୍ରଶଂସା, ତାଳିମାଡରେ ଭାରତକୁ ସ୍ୱାଗତ କଲେ ଏହିସବୁ ଦେଶ

 ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା(ଆଇବିଏସ୍‌ଏ) ମନ୍ତ୍ରୀସ୍ତରୀୟ ବୈଠକରେ ଭାଗ ନେବା ପାଇଁ ନ୍ୟୁୟର୍କରେ ପହଞ୍ଚିଛନ୍ତି । ଲୋଟେ ପ୍ୟାଲେସ ହୋଟେଲର ଚତୁର୍ଥ ମହଲାରେ…

ଯଦି ଆମେରିକାକୁ ଭାରତ ଓ କାନାଡା ମଧ୍ୟରୁ ବାଛିବାକୁ କୁହାଯିବ ତେବେ … ? ପେଣ୍ଟାଗନର ପୂର୍ବତନ ଅଧିକାରୀଙ୍କ ଉତ୍ତର କ’ଣ ରହିଛି ଆସନ୍ତୁ…

ନୂଆଦିଲ୍ଲୀ: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଅଭିଯୋଗକୁ ନେଇ ଭାରତ ଓ କାନାଡା ମଧ୍ୟରେ ତିକ୍ତତା ଜାରି ରହିଥିବା ବେଳେ ଏବେ ଆମେରିକା ପେଣ୍ଟାଗନର ପୂର୍ବତନ ଅଧିକାରୀ ମାଇକେଲ ରୁବିନ ଏକ ଗୁରୁତ୍ୱପୂର୍ଣ୍ଣ…

ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏହି ଦେଶରେ ପିଆଯାଏ ସାପ ରକ୍ତ, ସବୁଦିନ ସନ୍ଧ୍ୟାରେ ଏହାକୁ ଚା’, କଫି ପରି ପିଆଯାଇଥାଏ

ଓଡିଶା ଭାସ୍କର; ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ କସମେଟିକ୍ସ କିମ୍ବା ଅନ୍ୟାନ ଘରୋଇ ଉପଚାର କରାଯାଇଥାଏ । ହେଲେ ଆପଣ କେବେ ଶୁଣିଛନ୍ତି କି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କେଉଁଠି ସାପ ରକ୍ତ ପିଆଯାଇଥାଏ । ଏହି କଥା…

‘ସିଙ୍ଘମ୍’ ଭଳି ସିନେମା ସମାଜକୁ ଦେଉଛି କ୍ଷତିକାରକ ବାର୍ତ୍ତା: ଚଳଚ୍ଚିତ୍ରକୁ ନେଇ ଅସନ୍ତୋଷ ବିଚାରପତି

ମୁମ୍ବାଇ: ବଲିଉଡର ଆକ୍ସନ ଷ୍ଟାର ଅଜୟ ଦେବଗନ୍ ଅଭିନୀତ ‘ସିଙ୍ଘମ୍’ ସିନେମା ଅନେକ ଲୋକଙ୍କ ମନକୁ ଛୁଇଁଛି । ତେଣୁ ଏହାର ସଫଳତାକୁ ଦେଖି ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ‘ସିଂଘମ୍ ରିର୍ଣ୍ଣସ’ ପରେ ଆଉ ଏକ ପାର୍ଟ ମଧ୍ୟ…

Apple Storeରେ କାମ କରୁଥିବା ସେଲ୍ସ ଲୋକଙ୍କୁ ପ୍ରତ୍ୟେକ ଘଣ୍ଟା ମିଳୁଛି ଏତିକି ଟଙ୍କା : ଦରମା ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : Apple iPhone 15 ର ବିକ୍ରି ଆରମ୍ଭ ହୋଇଗଲାଣି । ଆଜିଠାରୁ ଆମାଜନରେ ବି ଏହା ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା ଆପଲ ଷ୍ଟୋରରେ କାମ କରୁଥିବା କର୍ମଚାରୀ ମାନଙ୍କୁ ଘଣ୍ଟା ପ୍ରତି କେତେ ଦରମା ମିଳୁଛି ?…

ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ: କାଶ୍ମୀର ପ୍ରସଙ୍ଗ ନେଇ ବର୍ଷିଲା

ନୂଆଦିଲ୍ଲୀ: ଜାତିସଂଘରେ ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ । ପାକିସ୍ତାନର କାଶ୍ମୀର ଲୋଭ ଏବଂ ଭାରତର ଅଧିକୃତ ଅଞ୍ଚଳକୁ ନେଇ ତୀବ୍ର ସମାଲୋଚନାର ସାମ୍ନା କରିଛି ପାକିସ୍ତାନ । ପାକିସ୍ତାନକୁ ନିଜର…

ସିଗାରେଟ୍ ଉପରେ ବ୍ୟାନ ଲଗାଇବେ ପ୍ରଧାନମନ୍ତ୍ରୀ! ନୂଆ ନିୟମ ଜାରି କରିବା ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଧୁମ୍ରପାନ ସ୍ୱାସ୍ଥ୍ୟ ପକ୍ଷେ ଖୁବ କ୍ଷତିକାରକ । ଏହା ଜାଣିବା ପରେ ମଧ୍ୟ ଏହାର ବିକ୍ରି ଉପରେ କୌଣସି ପ୍ରଭାବ ପଡ଼ିପାରିନାହିଁ । ବର୍ତ୍ତମାନ ସୁଦ୍ଧା ଅଧିକାଂଶ ଲୋକ ଏହାକୁ ନିଶା ଆକାରରେ ଗ୍ରହଣ…

ପାକିସ୍ତାନ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଓଟିପି ଶେୟାରିଂ ମାମଲା ; ପ୍ରମାଣ ନଷ୍ଟ କରିବା ପାଇଁ ମୋବାଇଲ୍‌ ଓ ସମସ୍ତ ସିମ୍‌କୁ ନଦୀରେ ଫିଙ୍ଗି ଦେଉଥିଲା…

ଓଡିଶା ଭାସ୍କର; ଓଟିପି ଶେୟାରିଂ ମାମଲାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି । ମୁଖ୍ୟ ଅଭିଯୁକ୍ତକୁ ପଚରାଉଚରାବେଳେ ଏସ୍‌ଟିଏଫକୁ ମିଳିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ଆପରାଧିକ ଉଦ୍ଦେଶ୍ୟରେ ଓଟିପି ପଠାଇବା ପାଇଁ…

୪ ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗି ଦିଅରଙ୍କ ସହ ପଳାଇଲା ଭାଭଜ

ଓଡ଼ିଶା ଭାସ୍କର: ଦିଅର ପ୍ରେମରେ ପଡ଼ି ପାଗିଳି ହୋଇ ୪ମାସର ଶିଶୁକନ୍ୟାକୁ ବୁଦାରେ ଫିଙ୍ଗିଲେ ମହିଳା। ଏଭଳି ଘଟଣା ଘଟିଛି ବିହାରର ସୁପୌଲରେ। ଅଭିଯୁକ୍ତ ମା’ ଏଭଳି କରିବା ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ…