Browsing Category
ଦେଶ ବିଦେଶ
ଭାରତ ଉପରେ ସାରା ବିଶ୍ୱର ନଜର; ଆଉ ମାତ୍ର ୪ ଘଣ୍ଟା ପରେ ଲଞ୍ଚ ହେବ ‘ଆଦିତ୍ୟ-L1’
ନୂଆଦିଲ୍ଲୀ: ଭାରତର ପ୍ରଥମ ସୂର୍ଯ୍ୟ ମିଶନ ‘ଆଦିତ୍ୟ-ଏଲ୍୧’ ଶନିବାର ବା ଆଜି ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଏଥିପାଇଁ ଅବଗଣନା ଆରମ୍ଭ ହୋଇଯାଇଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ…
ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ଜିତିଲେ ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ, ମିଳିଲା ୭୦% ଭୋଟ୍
ସିଙ୍ଗାପୁର: ସିଙ୍ଗାପୁରର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନରେ ଭାରତୀୟ ବଂଶୋଦ୍ଭବ ଥର୍ମନ୍ ଶାନମୁଗାରତ୍ନମ୍ ବିଜୟୀ ହୋଇଛନ୍ତି। ରଏଟର୍ସ ଅନୁଯାୟୀ, ନିର୍ବାଚନ ବିଭାଗ ଶୁକ୍ରବାର (ସେପ୍ଟେମ୍ବର ୧) ଘୋଷଣା କରିଛି ଯେ…
ନ୍ୟାସନାଲ ଆୱାର୍ଡ ଜିତିଲା ପରେ ମିଳିଲା ନୂଅ ପଦବୀ: FTTIର ନୂଆ ଅଧ୍ୟକ୍ଷ ହେଲେ ଆର ମାଧବନ
ମୁମ୍ବାଇ : ବଲିଉଡର ପ୍ରସିଦ୍ଧ ଅଭିନେତା ଯିଏ ଲୋକମାନଙ୍କ ହୃଦୟରେ ଏବେ ରାଜ କରୁଛନ୍ତି ସେ ହେଉଛନ୍ତି ଆର ମାଧବନ । ତାଙ୍କୁ ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ ସଂସ୍ଥାର ନୂଆ ଅଧକ୍ଷ ଦାୟୀତ୍ୱ ଦିଆଯାଇଛି । ଫିଲ୍ମ ‘ରକେଟ୍ରି’…
ଇନଷ୍ଟାଗ୍ରାମ ୟୁଜରଙ୍କ ପାଇଁ ଖୁସି ଖବର : ଆଗକୁ ଆସୁଛି ନୂଆ ଫିଚର
ନୂଆଦିଲ୍ଲୀ : ଫଟୋ ଏବଂ ଭିଡିଓ ସେୟାର କରିବା ପାଇଁ ପସିଦ୍ଧ ଲାଭ କରିଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ଇଷ୍ଟାଗ୍ରାମ ଏବେ ପୁଣି ୟୁଜର ମାନଙ୍କ ପାଇଁ ନୂଆ ଫିଚର ଆଣିବ । ଏବେ ତାହା ଉପରେ କାମ ଚାଲିଛି ବୋଲି କମ୍ପାନୀ…
ଶବ ଖୋଜିବା ପାଇଁ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କଲା ପୋଲିସ
ମୁମ୍ବାଇ: ବହୁର୍ଚ୍ଚିତ ବିଜେପି ଅଧିକାରୀ ସନା ଖାନଙ୍କ ହତ୍ୟା ଉପରୁ ପର୍ଦା ଉଠିଥିଲେ ମଧ୍ୟ ତାଙ୍କ ଶବ ଏପର୍ୟ୍ୟନ୍ତ ପୋଲିସ ଠାବ କରିପାରି ନାହିଁ । ଏବେ ପୋଲିସ ଶବ ଖୋଜିବା ପାଇଁ ସାଧାରଣ ଲୋକଙ୍କ ସାହାର୍ୟ୍ୟ ମାଗୁଛି ।…
ଅଗଷ୍ଟ ମାସରେ ୧୦୦୦ କୋଟି ଅତିକ୍ରମ କରି ରେକର୍ଡ ସୃଷ୍ଟି କଲା UPI…
ଓଡିଶା ଭାସ୍କର; ୟୁନିଫାଏଡ୍ ପେମେଣ୍ଟ ଇଣ୍ଟରଫେସ୍ ବା UPI ଅଗଷ୍ଟ ମାସରେ ମାସିକ ୧୦ ବିଲିୟନ ବା ୧୦୦୦ କୋଟି ଅତିକ୍ରମ କରିଛି । ନ୍ୟାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (ଏନପିସିଆଇ) ଏହି ପରିପ୍ରେକ୍ଷୀରେ ସର୍ବଶେଷ…
ଏୟାର ଇଣ୍ଡିଆ-ଭିସ୍ତାରା ମିଶ୍ରଣ: CCI ପକ୍ଷରୁ ମିଳିଲା ମଞ୍ଜୁରୀ
ନୂଆଦିଲ୍ଲୀ: ଟାଟା ଗ୍ରୁପର ଏୟାରଲାଇନ ଏୟାର ଇଣ୍ଡିଆ- ଭିସ୍ତାରାର ମିଶ୍ରଣକୁ ଅନୁମୋଦନ ମିଳିଛି । ସିଙ୍ଗାପୁର ଏୟାରଲାଇନ୍ସ ଓ ଟାଟା ସନ୍ସର ମିଳିତ ମାଲିକାନାରେ ଥିବା ଭିସ୍ତାରା ସହ ଏୟାର ଇଣ୍ଡିଆର ମିଶ୍ରଣ ହେବ ।…
କେନ୍ଦ୍ର ସରକାରଙ୍କ ସତର୍କ ସୂଚନା: ସାଇବର ଠକ ବ୍ୟବହାର କରୁଛନ୍ତି ସରକାରୀ ଲୋଗୋ
ନୂଆଦିଲ୍ଲୀ : ଚାକିରୀ କରିବାର ନିଶା ସମସ୍ତଙ୍କୁ ଥାଏ । ଏଥି ପାଇଁ ଯୁବକ ଏବଂ ଯୁବତୀମାନେ ଅଧିକ ଉତ୍ସାହିତ । ସେମାନେ ସବୁବେଳେ ଚେଷ୍ଟାରେ ଥାନ୍ତି କେତେବେଳେ ତାଙ୍କୁ ଏକ ଭଲ ଚାକିରି ମିଳିବ । ଯଦି ସରକାରୀ ଚାକିରୀ କଥା…
ଚଳିତ ବର୍ଷ ରେକର୍ଡ ଭାଙ୍ଗିଲା ଅଗଷ୍ଟ ମାସ: ଜାଣନ୍ତୁ ସେପ୍ଟେମ୍ବର ମାସରେ ପାଣିପାଗର ପରିବର୍ତ୍ତନ
ନୂଆଦିଲ୍ଲୀ : ଅଗଷ୍ଟ ମାସରେ ଉତ୍ତର ଭାରତରେ ଦେଖିବାକୁ ମିଳିଛି ଗ୍ରୀଷ୍ମ ପ୍ରବାହ । ଅନେକ ସ୍ଥାନରେ ୪୦ ଡିଗ୍ରୀ ପାର କରିଛି ତାପମାତ୍ରା । ପାଣିପାଗ ବିଭାଗ ଅନୁସାରେ ଏହା ଦେଶର ଇତିହାସରେ ସବୁଠାରୁ ଅଧିକ…
ଅନ୍ତରାଷ୍ଟ୍ରୀୟ ବ୍ୟାଡମିଣ୍ଟନ ତାରକା ପଦ୍ମଭୂଷଣ ପି.ଭି ସିନ୍ଧୁ ହେଲେ ସେଞ୍ଚୁରୀ ମେଟ୍ରେସ ବ୍ରାଣ୍ଡ ଆମ୍ବାସଡର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖ୍ୟାତନାମା ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ ଭାରତର ଲୋକପ୍ରିୟ ମେଟ୍ରେସ ବ୍ରାଣ୍ଡ, ସେଞ୍ଚୁରୀ ମେଟ୍ରେସର ବ୍ରାଣ୍ଡ ଆମ୍ବାସଡର ଭାବେ ଯୋଗ ଦେଇଛନ୍ତି । ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି…