Browsing Category
ଦେଶ ବିଦେଶ
ଚୀନ୍ର ଇଣ୍ଟରନେଟ୍ ଉପକରଣ କରୁଛନ୍ତି ସହରଗୁଡିକର ସର୍ଭିଲାନ୍ସ, ବିଶ୍ୱ ପାଇଁ ସୃଷ୍ଟି କରିପାରେ ବିପଦ: ରିପୋର୍ଟ
ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେ ଚୀନ୍ ନିର୍ମିତ ବୈଦ୍ୟୁତିକ ଏବଂ ଇଣ୍ଟରନେଟ୍ ସହ ଜଡ଼ିତ ଉପକରଣର ବ୍ୟବହାର ହେଉଛି। ଏକ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ଏହା ସମଗ୍ର ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।…
ବଧୂ ବେଶରେ ମହାକାଶଚାରୀଙ୍କ ଫଟୋ ଭାଇରାଲ, ଯାହାକୁ ଦେଖି ଆପଣ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ
ସୋସିଆଲ ମିଡିଆରେ ସମୟସମୟରେ ଏମିତି କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ, ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଏହି କ୍ରମରେ ଏଭଳି ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ମହାକାଶଚାରୀଙ୍କୁ ବଧୂ ରୂପରେ…
ଭାରତରେ ମାଡ଼ିଯିବ କ୍ୟାନସର: ୮ ଲକ୍ଷ ହେବେ ସଂକ୍ରମିତ, ଚାଲିଯିବ ୫୦ ହଜାର ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ
ନୂଆଦିଲ୍ଲୀ: ସାରା ଦୁନିଆରେ କ୍ୟାନସର ବିମାରୀ ପ୍ରତ୍ୟେକ ବର୍ଷ ବଢ଼ିବାରେ ଲାଗିଛି । ଏହି ଘାତକ ରୋଗ ପ୍ରତି ଲୋକଙ୍କ ମଧ୍ୟରେ ସଚେତନତା ଜାରି କରିବା ଉଦ୍ଦେଶ୍ୟରେ ଫେବୃଆରୀ ୪ ତାରିଖରେ ବିଶ୍ୱ କ୍ୟାନ୍ସର ଦିବସ ପାଳନ…
ନୂଆ ଇତିହାସ ଲେଖିବ ‘Daman’: ଦେଶର ୫୦୦ଟି ହଲରେ ରିଲିଜ୍ ହେଲା ହିନ୍ଦି ଭର୍ସନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ ଦର୍ଶକଙ୍କ ହୃଦୟକୁ ଜୟ କରିବା ପରେ ଏବେ ଜାତୀୟ ସ୍ତରରେ ନୂଆ ଇତିହାସ ଲେଖିବାକୁ ଯାଉଛି ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ଦମନ’ । ଗତବର୍ଷ ନଭେମ୍ବର ମାସ ୪ ତାରିଖରେ ରିଲିଜ୍…
Fitch ରିପୋର୍ଟ ସାଜିଲା ସଞ୍ଜିବନୀ: ଅଦାନୀ ଗ୍ରୁପକୁ ମିଳିଲା ଆଶ୍ୱସ୍ତି, ନିବେଶକଙ୍କ ପାଇଁ ଖୁସି ଖବର
ନୂଆଦିଲ୍ଲୀ: ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଅଦାନୀ ଗ୍ରୁପର ଶେୟାର ତଳକୁ ଖସିବାରେ ଲାଗିଛି । ଏହାଫଳରେ ଅଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଅଦାନୀ ଗତ ୧୦ ଦିନ ମଧ୍ୟରେ ୯ ଲକ୍ଷ କୋଟିର କ୍ଷତି ସହିଛନ୍ତି ।…
ସନାତନ ଧର୍ମ ଭାରତର ରାଷ୍ଟ୍ରୀୟ ଧର୍ମ: ୨୦୨୪ରେ BJP ୩୦୦ ସିଟ୍ ପାଇବ- CM ଯୋଗୀ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥ ସର୍ବଦା ନିଜର ଆଟାକିଂ ମୋଡ଼ ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତେବେ ଏହା ମଧ୍ୟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର…
Modi No-1 Again: ବହୁ ପଛରେ ପଡ଼ିଲେ ବାଇଡେନ, ସୁନକଙ୍କ ସମେତ ୨୨ଟି ଦେଶର ଟପ୍ ଲିଡର୍ସ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ଲୋକପ୍ରିୟତା ମାମଲାରେ ନିଜକୁ ନମ୍ବର ୱାନ ବୋଲି ପ୍ରମାଣିତ କରିଛନ୍ତି । ମୋଦୀଙ୍କ ନାମ ଓ ବ୍ରାଣ୍ଡର ଜଲୱା ସାରା ବିଶ୍ୱରେ ଚମକିବାରେ ଲାଗିଛି । ଗ୍ଲୋବାଲ…
ହୋଲିରେ ବଢ଼ିବ ମହଙ୍ଗା ଭତ୍ତା! ଚାକିରିଆ ଓ ପେନସନଧାରୀଙ୍କୁ ବଡ଼ ଉପହାର ଦେବେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ଏକ ବଡ଼ ଉପହାର ମିଳିବାକୁ ଯାଉଛି । ଆସନ୍ତା ହୋଲି ପୂର୍ବରୁ କେନ୍ଦ୍ର ସରକାର ଚାକିରିଆ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି କରିବାର ସମ୍ଭାବନା ରହିଛି । ଏବେ ଯଦି…
(Video) ବିଲ୍ ଗେଟସ୍ ବେଲୁଛନ୍ତି ଭାରତୀୟ ରୁଟି, ସାମ୍ନାକୁ ଆସିଲା ଦୃଶ୍ୟ
ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିଏ ବା ନ ଜାଣେ । ବିଲ ନିଜର ଅନେକ ସମ୍ପତ୍ତି ସମାଜସେବା ପାଇଁ ଦାନ କରିଥାନ୍ତି । ତେବେ ନିକଟରେ ବିଲଙ୍କର ଏକ ଭିଡିଓ…
କୋର୍ଟରେ ବିଚାରପତିମାନଙ୍କୁ କିପରି ନିଯୁକ୍ତ କରାଯାଏ? କଲେଜିୟମ୍ ବନାମ କେନ୍ଦ୍ର ମଧ୍ୟରେ କ’ଣ କହିଲେ ଜନସାଧାରଣ, ଜଣାନ୍ତୁ
ନୂଆଦିଲ୍ଲୀ: ଭାରତରେ ବିଚାରପତି ନିଯୁକ୍ତିକୁ ନେଇ ସବୁବେଳେ ବିତର୍କ ଲାଗିରହିଛି । ଦେଶରେ ବିଚାରପତି, କାର୍ଯ୍ୟନିର୍ବାହୀ କିମ୍ବା ନ୍ୟାୟପାଳିକା ନିଯୁକ୍ତି ପାଇଁ କିଏ ଦାୟୀ ହେବା ଉଚିତ୍ ସେ ସମ୍ବନ୍ଧରେ ଲୋକଙ୍କ ଭିନ୍ନ…