Browsing Category
ଦେଶ ବିଦେଶ
NHAI ଅଧୀକାରୀଙ୍କ ଦାବି: ଋଷଭ ପନ୍ତଙ୍କ ଦୁର୍ଘଟଣା ରାସ୍ତାରେ କୌଣସି ଖାଲ ନଥିଲା
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଋଷଭ ପନ୍ତ କାର ଦୁର୍ଘଟଣା ମାମଲାକୁ ନେଇ ଏକ ନୂଆ ମୋଡ଼ ଆସିଛି । ନାସନାଲ ହାଇୱେ ଅଥୋରିଟି ଅଫ ଇଣ୍ଡିଆର ବରିଷ୍ଠ ଅଧିକାରୀ ଏକ ଆଶ୍ଚର୍ଯ୍ୟ ଜନକ ବିବରଣୀ ଦେଇଛନ୍ତି । ସେ କହିଛନ୍ତି ଯେଉଁ…
୨୫ ବର୍ଷରୁ କମ୍ ବୟସର ଯୁବକମାନଙ୍କୁ ମାଗଣାରେ ମିଳିବ କଣ୍ଡୋମ: କେଉଁଠି ଲାଗୁ ହେଲା ଏହି ନିୟମ, ଏହା ପଛର କାରଣ କ’ଣ
ନୂଆଦିଲ୍ଲୀ: ବିଶ୍ୱର ବିଭିନ୍ନ ଦେଶରେ ସାମାଜିକ, ରାଜନୈତିକ, ସାଂସ୍କୃତିକ କ୍ଷେତ୍ରରେ ଭିନ୍ନ ଭିନ୍ନ ନିୟମ ରହିଥାଏ । ଏପରିକି ଏକ ନିର୍ଦ୍ଦିଷ୍ଟ ଜିନିଷକୁ ଗୋଟିଏ ଦେଶରେ ବ୍ୟାନ କରାଯାଉଥିବା ବେଳେ ଅନ୍ୟ ଦେଶରେ ଏହାକୁ…
ପୁଣି ଭୟଙ୍କର ତାଣ୍ଡବ ରଚିବ କରୋନା! ୭ ଦିନରେ ୩୦ ଲକ୍ଷ ମାମଲା ଚିହ୍ନଟ, ୯୮୦୦ ରୁ ଅଧିକ ମୃତ
ନୂଆଦିଲ୍ଲୀ: ଚୀନ ସମେତ ସାରା ବିଶ୍ୱରେ କରୋନା ଆତଙ୍କ ଏବେ ବଢ଼ିବାରେ ଲାଗିଛି । ବଡଦିନ ଏବଂ ନୂଆବର୍ଷ ପାଳନ ପରେ ଜାପାନ,ଆମେରିକା,ଦକ୍ଷିଣ କୋରିଆ ଏବଂ ବ୍ରାଜିଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସାରା…
ଦିଲ୍ଲୀ ଘଟଣାରେ ନୂଆ ଟ୍ୱିଷ୍ଟ: ଦୁର୍ଘଟଣା ସମୟରେ ସ୍କୁଟିରେ ଥିଲେ ଦୁଇ ଜଣେ ଯୁବତୀ, ପୋଲିସକୁ ମିଳିଲା ପ୍ରମାଣ
ନୂଆଦିଲ୍ଲୀ: ଗତମାସ ୩୧ ତାରିଖ ରାତିରେ ଦିଲ୍ଲୀର ସୁଲତାନପୁରୀ ରାସ୍ତାରେ ଘଟିଥିବା ଲୋମହର୍ଷଣକାରୀ ଘଟଣାକୁ ନେଇ ଆଜି ସାରା ଦେଶ ପଡ଼ୁଛି ଉଠୁଛି । ରାତି ୩ଟା ସମୟରେ ଯୁବତୀ ଅଞ୍ଜଳି ସିଂହ ଘରକୁ ଫେରୁଥିବା ସମୟରେ ଏକ କାର…
ରେଳମନ୍ତ୍ରୀଙ୍କ ବଡ ଘୋଷଣା, ବଦଳିବ ଏହି ପ୍ରସିଦ୍ଧ ଟ୍ରେନର ନାମ
ନୂଆଦିଲ୍ଲୀ :ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଦେଶର ଏକ ପ୍ରସିଦ୍ଧ ଟ୍ରେନର ନାମ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଅହମ୍ମଦାବାଦ ମଧ୍ୟରେ ଦିଲ୍ଲୀ ମଧ୍ୟରେ ଚାଲୁଥିବା ସମ୍ପର୍କ…
ଦିଲ୍ଲୀ ପରେଡ୍ରେ ଅତିଥି ଭୁଞ୍ଜିଆ ଦମ୍ପତି: ଖାଲିପାଦରେ ଯିବେ, ଆଦିବାସୀ ଖାଦ୍ୟ ପରଷିବେ
ଭୁବନେଶ୍ୱର :ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ସମାରୋହରେ ଦିଲ୍ଲୀ ରାଜପଥରେ ରାଜ ଅତିଥି ଭାବେ ସାମିଲ ହେବେ ନୂଆପଡ଼ା ଜିଲ୍ଲାର ଆଦିବାସୀ ଦମ୍ପତି । ସୁନାବେଡ଼ା ଅଭୟାରଣ୍ୟର ଚକୋଟିଆ ଭୁଞ୍ଜିଆ ଦମ୍ପତି ଭୁଜବଲ ମାଝି ଓ…
ବିମୁଦ୍ରୀକରଣ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କ’ଣ କହିଲେ ?
ନୂଆଦିଲ୍ଲୀ: ବିମୁଦ୍ରୀକରଣ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ୱାଗତ କରିଛନ୍ତି। ସୋମବାର ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନିଷ୍ପତ୍ତିକୁ ଯଥାର୍ଥ ବୋଲି…
ଅପରାହ୍ନ ୩ ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିପଜ୍ଜନକ ଭାରତୀୟ ରାସ୍ତା, ଏହି ସମୟରେ ଘଟୁଛି ୪୦% ଦୁର୍ଘଟଣା: ରିପୋର୍ଟ
ନୂଆଦିଲ୍ଲୀ: ଦେଶରେ ଅନେକ ସମୟରେ ସଡ଼କ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଉଛନ୍ତି। ସରକାରଙ୍କ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ସମୁଦାୟ ୪ ଲକ୍ଷ ୧୨ ହଜାର ୪୩୨ ସଡ଼କ ଦୁର୍ଘଟଣା ଘଟିଥିଲା…
(Video)ବାଇକ ଚଲାଉଥିବା ବେଳେ ପ୍ରେମିକାକୁ ଟାଙ୍କିରେ ବସାଇଲା ଯୁବକ: ପୋଲିଓ ଛଡ଼ାଇଦେଲା ଷ୍ଟାଇଲ୍
ଆଜିକାଲି ଯୁବପିଢ଼ିମାନେ ରିଲେସନସିପରେ ଆସି ଏପରି କିଛି କାମ କରୁଛନ୍ତି, ଯାହାକୁ ଦେଖି ଲୋକମାନେ ମୁଣ୍ଡରେ ହାତ ଦେଇ ବସୁଛନ୍ତି । ଯେଉଁଠାରେ କିଛି କପଲ୍ ପାର୍କରେ କ୍ୱାଲିଟି ଟାଇମ୍ ବିତାନ୍ତି ନଚେତ୍ ମଲରେ ସପିଂ…
ମନାଲୀରେ ଆରମ୍ଭ ହେଲା ତୁଷାରପାତ; ରାସ୍ତାରେ ଫସିଲା ୩୦୦ ଗାଡ଼ି; ସତର୍କ କରାଇଲା ପ୍ରଶାସନ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ପାଣିପାଗର ପରିବର୍ତ୍ତନ ଏବଂ ତୁଷାରପାତ ଯୋଗୁଁ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଗୁରୁବାର ଠାରୁ ମନାଲିର ଉପର ଅଞ୍ଚଳରେ ଏବଂ ଅଟଳ ଟନେଲର ଉଚ୍ଚ ଶିଖରରେ ତୁଷାରପାତ ଜାରି ରହିଛି ।…