Browsing Category
ଦେଶ ବିଦେଶ
ଏଲନ ମସ୍କ କଲେ ବଡ ଘୋଷଣା, ବିଲୋପ ହେବ ୧୫୦ କୋଟି ଟ୍ୱିଟର ଆକାଉଣ୍ଟ; ଏଥିରେ ଆପଣଙ୍କର ନାହିଁ ତ…
ନ୍ୟୁର୍ୟକ: ଟେସ୍ଲାର ସିଇଓ ଏଲନ ମସ୍କ ଟ୍ୱିଟରର ୪୪ବିଲିୟନ ଡ଼ଲାରରେ ଅଧିଗ୍ରହଣ କରିବା ପରେ ଲଗାତାର ଚମକିଲା ଭଳି କାର୍ଯ୍ୟ କରୁଛନ୍ତି । ପ୍ରଥମେ ସେ ହଜାର ହଜାର କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦେଇଥିଲେ । ଏହାପରେ…
ଗୌହାଟୀରେ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ୧୦୦ ଘର
ଗୌହାଟୀ : ଗୌହାଟୀର ଏକ ବସ୍ତିରେ ଏକାଧିକ ସିଲିଣ୍ଡର ବିସ୍ଫୋରଣ ହୋଇ ଶତାଧିକ ଘର ଜଳିଯାଇଛି। ଶୁକ୍ରବାର ରାତିରେ ଫଟାସିଲ ଅମ୍ବାରି ଅଞ୍ଚଳରେ ଏହି ଅଘଟଣ ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ୨୦ରୁ ଅଧିକ ଦମକଳ ଗାଡ଼ି…
ମଧ୍ୟପ୍ରଦେଶ ବୋରୱେଲ ଘଟଣା:ଜୀବନ ଯୁଦ୍ଧରେ ଆଖି ବୁଜିଲା ତନ୍ମୟ
ନୂଆଦିଲ୍ଲୀ:ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ମାଣ୍ଡାଭି ଗାଁରେ ବୋରୱେଲରେ ଫସିଥିବା ତନ୍ମୟ ଆଖି ବୁଜିଛି । ଦୀର୍ଘ ୪ ଦିନ ଧରି ଜୀବନ ସହ ଲଢ଼ି ଶେଷରେ ଆରପାରିକୁ ଚାଲି ଯାଇଛି ୮ବର୍ଷର ବାଳକତନ୍ମୟ । ୪୦୦ ଫୁଟ ିଳ ବୋରୱେଲକୁ…
ବାତ୍ୟା ରୂପ ନେଲା ଅବପାତ:ମାଡି ଆସୁଛି ମାଣ୍ଡୋସ୍ ,ସଚେତନ କଲା ପାଣିପାଗ ବିଭାଗ
ନୂଆଦିଲ୍ଲୀ:ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେବାପରେ ଏବେ ବାତ୍ୟାରେ ପରିଣତ ହୋଇଛି । ଦକ୍ଷିଣ-ପୂର୍ବବଙ୍ଗୋପସାଗରରେ ଏହା ଘୂର୍ଣ୍ଣିଝଡ଼ରେ ପରିବର୍ତ୍ତିତ ହେବା ସହ ଉତ୍ତର ତାମିଲନାଡୁ, ପୁଡୁଚେରୀ ଓ…
ପୁଟିନ୍ଙ୍କୁ ଭେଟିବାକୁ ଯିବେ ନାହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଜାଣନ୍ତୁ କ’ଣ ରହିଛି କାରଣ
ନୂଆଦିଲ୍ଲୀ: ଚଳିତ ବର୍ଷ ଭାରତ ଏବଂ ଋଷ ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ବୈଠକ ହେବାର ସମ୍ଭାବନା କମ୍ ରହିଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷର…
ଚାରିଜଣଙ୍କୁ ବିବାହ କରିବା ଅପ୍ରାକୃତିକ, ଦେଶ ପାଇଁ ଉପକାରୀ ହେବ ‘ୟୁନିଫର୍ମ ସିଭିଲ କୋଡ’: ନିତିନ ଗଡକରୀ
ନୂଆଦିଲ୍ଲୀ: ଶୁକ୍ରବାର ରାଜ୍ୟସଭାରେ ୟୁନିଫର୍ମ ସିଭିଲ କୋଡ ପାସ୍ ହୋଇଯାଇଛି। ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପିତ ହେବା ସମୟରେ ଗୃହରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ତେବେ ଏହାରି ମଧ୍ୟରେ ଏହାକୁ ନେଇ କେନ୍ଦ୍ର…
ଆଉ କାହାକୁ ବାହାହୋଇଗଲା ପ୍ରେମିକା, ବିରହ ଯନ୍ତ୍ରଣାରେ ନିଜକୁ ଗୁଳିକଲେ ୧୭ ବର୍ଷୀୟ ନାବାଳକ
ନୂଆଦିଲ୍ଲୀ: ରାଜସ୍ଥାନର ଭିଲୱାରା ଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ପ୍ରେମିକା ଆଉ କାହାକୁ ବାହାହୋଇ ଯିବାରୁ ନିଜକୁ ଗୁଳି କରି ଜୀବନ ହାରିଛି ୧୭ ବର୍ଷୀୟ ନାବାଳକ। ପୋଲିସର ସୂଚନାନୁସାରେ ଗୁରୁବାର…
କର୍ମଚାରୀଙ୍କ ପାଇଁ ଏପରି ଆଦେଶ ଜାରି କଲେ ମ୍ୟାନେଜର, ଚାଲିଗଲା ନିଜ ଚାକିରି
ଚାକିରି କରୁଥିବା ଲୋକଙ୍କୁ କମ୍ପାନୀରେ ଛୁଟିର ସୁବିଧା ମିଳିଥାଏ । କିନ୍ତୁ ବେଳେ ବେଳେ ଛୁଟି ନେବା ସମସ୍ୟା ପାଲଟିଯାଏ । ଏପରି ଏକ କମ୍ପାନୀ ଅଛି, ଯେଉଁଥିରେ ଯଦି ଆପଣ ହଠାତ୍ ଛୁଟି ନିଅନ୍ତି, ତେବେ ଆପଣଙ୍କୁ ଅଧିକ…
୪ ବର୍ଷ ଶିଶୁ ପେଟରୁ ବାହାରିଲା ୬୧ଟି କାଚ ବାଟି; ଏକ୍ସ-ରେ ଦେଖି ବେହୋସ ହେଲେ ବାପା ମା’
ନୂଆଦିଲ୍ଲୀ: ଛୋଟ ଛୋଟ ପିଲାମାନେ ଅଜ୍ଞାନ ହୋଇଥିବାରୁ ହାତରେ ଯାହା ପାଆନ୍ତି ପାଟିରେ ପୂରାଇ ଦିଅନ୍ତି । ଏଭଳି ଜିନିଷ ପିଲାମାନେ ଅଜାଣତରେ ଗିଳି ଦେଇଥାଆନ୍ତି । ପରେ ପିଲାମାନଙ୍କର ପେଟ ଯନ୍ତ୍ରଣା ହୁଏ ଏବଂ ତାଙ୍କର…
ପାକିସ୍ତାନୀ ୟୁଟୁବର୍ଙ୍କ ଅଜବ କାଣ୍ଡ, ବାହାଘରରେ ସ୍ତ୍ରୀଙ୍କୁ ଦେଲେ ଗଧ ଉପହାର
ନୂଆଦିଲ୍ଲୀ: ପଡୋଶୀ ଦେଶ ପାକିସ୍ତାନରୁ ଅନେକ ସମୟରେ ଅଜବ ଅଜବ ଘଟଣା ସାମ୍ନାକୁ ଆସିଥାଏ । ବର୍ତ୍ତମାନ ଏକ ଲୋକପ୍ରିୟ ୟୁଟ୍ୟୁବର୍ ଏଭଳି କାଣ୍ଡ କରିଛନ୍ତି, ଯହାକୁ ଦେଖିଲେ ଆପଣ ମଧ୍ୟ ଅଶ୍ଚର୍ଯ୍ୟ ହୋଇଯିବେ । ଯାହା ଏବେ…