Browsing Category

ଦେଶ ବିଦେଶ

୧୦ ଲକ୍ଷ କୃଷକଙ୍କୁ ମିଳିବ ଫାଇଦା: କେନ୍ଦ୍ର କୃଷି ମନ୍ତ୍ରଣାଳୟ ଲାଗୁ କରିବ କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: କୃଷକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଯୋଜନା ଆଣିବା ନେଇ ବିଚାର କରୁଛନ୍ତି । ଏଥିପାଇଁ କେନ୍ଦ୍ର କୃଷି ଏବଂ କୃଷକ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ୟାନ କୃଷି କ୍ଲଷ୍ଟର ବିକାଶ କାର୍ଯ୍ୟକ୍ରମ (ସିଡିପି) ପ୍ରସ୍ତୁତ…

ଦୁଇ ବର୍ଷରେ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ବିପିଓ ସେକ୍ଟରରେ ସୃଷ୍ଟି ହେବ କୋଟିଏ ନିଯୁକ୍ତି: ଅଶ୍ୱିନୀ ବୈଷ୍ଣବ

ନୂଆଦିଲ୍ଲୀ: ଆଗାମୀ ଦୁଇ ବର୍ଷ ମଧ୍ୟରେ ଇଲେକ୍ଟ୍ରୋନିକ୍ସ ଏବଂ ବ୍ୟବସାୟ ପ୍ରକ୍ରିୟାକରଣ (ବିପିଓ) କ୍ଷେତ୍ରରେ ସୃଷ୍ଟି ହୋଇପାରିବ ୧୦ ନିୟୁତ ଅତିରିକ୍ତ ନିଯୁକ୍ତି। ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି…

ଉତ୍ତର ଆଫଗାନିସ୍ତାନରେ ଭୟଙ୍କର ବୋମା ବିସ୍ଫୋରଣ ! ୧୦ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣ ମୃତ, ୨୪ ଗୁରୁତର

ଆଫଗାନିସ୍ତାନ: ଉତ୍ତର ଆଫଗାନିସ୍ତାନରେ ଏକ ବଡ଼ଧରଣର ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଏଏଫପି ସମାଚାର…

ଭୁବନେଶ୍ୱରରେ ଆୟୋଜିତ ହେବ ‘ବାୟୁ’ ସମ୍ମିଳନୀ, ୯ଟି ସହରକୁ ‘ଜାତୀୟ ସ୍ୱଚ୍ଛ ବାୟୁ ସହର’ ପୁରସ୍କାର

ଭୁବନେଶ୍ୱର: ପ୍ରକୃତିରେ ସବୁକିଛି ପାଞ୍ଚଟି ଉପାଦାନ ବା ପଞ୍ଚ ମହାଭୂତ – ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶକୁ ନେଇ ଗଠିତ । ଏଥିମଧ୍ୟରୁ ଗୋଟିଏ ଉପାଦାନରେ ଅସନ୍ତୁଳନ ଦେଖାଦେଲେ କିମ୍ବା କୌଣସି କ୍ଷତି ଘଟିଲେ ମାନବ…

ଦେଶରେ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଲା ମାତୃ ମୃତ୍ୟୁ ହାର, ଏମଏମଆର ପାଇଁ ଜାତୀୟ ସ୍ୱାସ୍ଥ୍ୟ ନୀତି ଲକ୍ଷ୍ୟ ହାସଲ କଲା ଭାରତ

ସାର୍ବଜନୀନ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଭାରତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଦେଶରେ ମାତୃ ମୃତ୍ୟୁ ହାର (ଏମଏମଆର) ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଦେଖିବାକୁ ମିଳିଛି । ଏହି ଉପଲବ୍ଧି ପାଇଁ କେନ୍ଦ୍ର…

National Sports Awards 2022: ଶରଥ କମଲଙ୍କୁ ଖେଳ ରତ୍ନ, ୨୫ କ୍ରୀଡ଼ାବିତଙ୍କୁ ଅର୍ଜୁନ ପୁରସ୍କାର, ଓଡ଼ିଶାରୁ କାହାକୁ ମିଳିଲା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି ଭବନରେ କୃତୀ କ୍ରୀଡ଼ାବିତଙ୍କୁ ଜାତୀୟ ପୁରସ୍କାର-୨୦୨୨ ପ୍ରଦାନ କରିଛନ୍ତି । ଟେବୁଲ ଟେନିସ ପ୍ଲେୟାର ଶରଥ କମଲ ଏକମାତ୍ର କ୍ରୀଡ଼ାବିତ ଭାବେ…

UPI Payment ଓ Digital Rupee ମଧ୍ୟରେ ଫରକ କ’ଣ: ଏହାକୁ ଲଞ୍ଚ କରିବାର ଉଦ୍ଦେଶ୍ୟ ଓ ଫାଇଦା କ’ଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ରିଟେଲ ଡିଜିଟାଲ ରୁପି ଲଞ୍ଚ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିବା ସ୍ୱାଭାବିକ । ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାରର ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା…

ଜାନୁଆରୀରେ ବିବାହ, ମାର୍ଚ୍ଚ ମାସରେ ଜନ୍ମ ହେଲା ଶିଶୁ, ତେବେ ବାପା କିଏ ?

ନୂଆଦିଲ୍ଲୀ: ଜଣେ ମହିଳା ୨୦୨୦ ଜାନୁଆରୀରେ ବିବାହ କରୁଛନ୍ତି ଏବଂ ସେହି ବର୍ଷ ମାର୍ଚ୍ଚରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଉଛନ୍ତି। ଏଠି ସଭିଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ବିବାହର ଦୁଇ ମାସ ପରେ ମହିଳା କେମିତି ଶିଶୁ…

ନିଶାରେ ମରିଥିବା ବ୍ୟକ୍ତିଙ୍କୁ ଦିଆ ଯିବନି କବର: ମସଜିଦ କମିଟି ନିଷ୍ପତ୍ତିର ସାଥ ଦେଲେ ଗାଁ ଲୋକେ

ନୂଆଦିଲ୍ଳୀ: ଆସାମରେ ନିଶା ବିପଦର ମୁକାବିଲା ପାଇଁ ସରକାରଙ୍କ ସହ ଏକ ମସଜିଦ କମିଟି ହାତ ମିଳାଇଛି । ଏହି ମାମଲା ନାଗାଓଁ ଜିଲ୍ଲାର ଜୁରିଆ ଗ୍ରାମରୁ ସାମ୍ନାକୁ ଆସିଛି । ଯେଉଁଠାରେ ମସଜିଦ କମିଟି ସହିତ ଗ୍ରାମବାସୀ ଏକ…

(Video) ଠିଆ ହୋଇଥିବା ବାଇକକୁ ପଛପଟୁ ଧକ୍କା ମାରିଲେ ଯୁବତୀ: କିନ୍ତୁ ଓଲଟା କହିଲେ-‘ଅନ୍ଧ ହେଇଛ କି, ଦେଖାଯାଉନି ଗାଡ଼ି…’

ସୋସିଆଲ ମିଡିଆର ଦୁନିଆରେ କେତେବେଳେ କ’ଣ ଯେ ଦେଖିବାକୁ ମିଳିଯାଏ, ତାକୁ କିଏ କଳ୍ପନା ବି କରିନଥିବେ । ଏପରି ପରିସ୍ଥିତିରେ କିଛି ଭିଡିଓ ଲୋକଙ୍କ ହୃଦୟ ଛୁଇଁ ଯାଇଥିବା ବେଳେ ଆଉ କିଛି ଭିଡିଓ ଲୋକଙ୍କୁ ଆଶ୍ଚର୍ଯ୍ୟ…