Browsing Category

ଦେଶ ବିଦେଶ

ଏବେ ଜାମା ମସଜିଦରେ ନୂପୁର ଶର୍ମାଙ୍କ ବିରୋଧରେ ପ୍ରଦର୍ଶନ, ନମାଜ ପରେ ନାରାବାଜି

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ଉପରେ ଆଶାଳୀନ ମନ୍ତ୍ୟବ ଦେଇଥିବା ନୂପୁର ଶର୍ମାଙ୍କ ବିରୋଧରେ ଦିଲ୍ଲୀର ଜାମା ମସଜିଦରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ମୁସଲିମ ସମୁଦାୟର ଲୋକେ ନମାଜ ପାଠ ପରେ ବିରୋଧ ପ୍ରଦର୍ଶନ…

ବାପା ମୋର MLA…ଝିଅର ଦୁର୍ବ୍ୟବହାର ଉପରେ କ୍ଷମା ମାଗିଲେ ବିଜେପି ବିଧାୟକ

ବେଙ୍ଗାଲୁରୁ: ସର୍ବଦା ପିଲାଙ୍କ ନିଚ୍ଚ କାମ ପାଇଁ ଅଭିଭାବକଙ୍କୁ ଲଜ୍ଜିତ ହେବାକୁ ପଡିଥାଏ। ଯଦି ଅଭିଭାବକ ନେତା କିମ୍ବା ମନ୍ତ୍ରୀ ହୋଇଥାନ୍ତି ତେବେ ତ ପିଲାଙ୍କ ଭାଉ ଆହୁରି କେତେ କଣ ବଢିଯାଏ। ସେମାନେ ଇନ୍ଦ୍ର ଚନ୍ଦ୍ର…

ଆସିବ ନାହିଁ ଅଷ୍ଟମ ବେତନ ଆୟୋଗ, କାର୍ଯ୍ୟଦକ୍ଷତା ଆଧାରରେ ବଢିବ ଦରମା!

ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): କେନ୍ଦ୍ରୀୟ କର୍ମଚାରୀ ନିଜର ଦରମା ବୃଦ୍ଧି ପାଇଁ ଅପେକ୍ଷାରେ ରହିଛନ୍ତି। ବର୍ତ୍ତମାନ ୭ତମ ବେତନ କମିଶନଙ୍କ ଆଧାରରେ ଦରମା ମିଳୁଛି। ତେବେ ଦେଶରେ ଏବେ ନିରନ୍ତର ଦରଦାମ ବଢିବାରେ ଲାଗିଛି।…

ଛାଡ଼ପତ୍ର ପାଇଥିବା ଭଉଣୀକୁ ଏକା ଛାଡ଼ିପାରିବନି ଭାଇ, ଏପରି ନୁହେଁ ଆମ ସଂସ୍କାର: ହାଇକୋର୍ଟ

ନୂଆଦିଲ୍ଲୀ: ଭରଣ-ପୋଷଣ ମାମଲାରେ ଭାଇ ଭଉଣୀର ସମ୍ପର୍କକୁ ନେଇ ଭାରତୀୟ ସଂସ୍କୃତି ଅନୁଯାୟୀ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଭାରତରେ କୌଣସି ଭାଇ ଛାଡ଼ପତ୍ର ପାଇଥିବା ନିଜ ଭଉଣୀକୁ ଏକା…

ନୱାବ ମଲିକଙ୍କୁ ଝଟକା, ରାଜ୍ୟସଭା ନିର୍ବାଚନରେ ଦେଇ ପାରିବେ ନାହିଁ ଭୋଟ୍

ମୁମ୍ବାଇ(ଓଡ଼ିଶା ଭାସ୍କର): ଆଜି ଚାରି ରାଜ୍ୟର ୧୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ ହରିୟାଣା, ମହାରାଷ୍ଟ୍ର, ରାଜସ୍ଥାନ ଏବଂ କର୍ଣ୍ଣାଟକ ସାମିଲ। ଭୋଟିଂ ଆରମ୍ଭରୁ ବିଭିନ୍ନ ରାଜ୍ୟରେ ହଲଚଲ…

ମୋବାଇଲ, ଚାପ ଏବଂ ସାନିଟାଇଜର କାରଣରୁ ଦେଶରେ ବଢିଲା ଅକାଳ ଯୌବନବସ୍ଥା, ଝିଅମାନେ ଅଧିକ ପ୍ରଭାବିତ

ପୁଣେ(ଓଡ଼ିଶା ଭାସ୍କର): କରୋନା ମହାମାରୀ ସମୟରେ ଲକ୍‌ଡାଉନ୍ ସମୟରେ ଭାରତୀୟ ପିଲା ପୁର୍ବ ତୁଳନାରେ ଶୀଘ୍ର ବଡ଼ ହୋଇଛନ୍ତି ଏବଂ ଏହାର ଅଧିକ ପ୍ରଭାବ ବିଶେଷ କରି ଝିଅମାନଙ୍କ ଉପରେ ପଡଛି। ପୁଣେରେ କରାଯାଇଥିବା ଏକ…

ପୁଣି ଡରାଉଛି କରୋନା: ୨୪ ଘଣ୍ଟାରେ ବାହାରିଲେ ୭୫୮୪ ପଜିଟିଭ, ମହାରାଷ୍ଟ୍ର ଓ କେରଳ ଅବସ୍ଥା ସଙ୍କଟାପନ୍ନ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବଢୁଥିବା ନେଇ ସରକାରଙ୍କ ଚିନ୍ତା ବଢିଛି । ଗତ ୨୪ଘଣ୍ଟାରେ କରୋନାର ୭ହଜାର ୫୮୪ ନୂଆ କେସ ଦେଖିବାକୁ ମିଳିଛି । ତେବେ ଗତ କାଲି ତୁଳନାରେ ଏହା ୪.୮ ପ୍ରତିଶତ ଅଧିକ ଥିବା…

(Video) ବାର୍ଦ୍ଧକ୍ୟ ବେଳେ ଉଚ୍ଛୁଳା ପ୍ରେମ! ୯ ବର୍ଷର ଝିଅକୁ ‘ପତ୍ନୀ’ କରିବା ପାଇଁ କିଣିଲା ୫୫ ବର୍ଷୀୟ ବୃଦ୍ଧ

କାବୁଲ: ତାଲିବାନ୍ ଶାସିତ ଆଫଗାନିସ୍ତାନରୁ ଏକ ଛୋଟ ଝିଅର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓର ପ୍ରଥମ ଝିଅଟି ନିଜ ସାଙ୍ଗମାନଙ୍କ ସହ ଖେଳୁଥିବା ନଜର ଆସିଛି ଓ ଏହା ପରେ ତାଙ୍କ ମାତା-ମାତା…

୭୮ ଜଣ ପତ୍ନୀଙ୍କ ସହ ରହୁଥିବା ବ୍ୟକ୍ତିଙ୍କ କାହାଣୀ, ଜାଣନ୍ତୁ କାହିଁକି ଯିବାକୁ ପଡିଲା ଜେଲ?

ଓଡ଼ିଶା ଭାସ୍କର: ଆଜିକାଲି ଦେଖିବାକୁ ମିଳୁଛି ଯେ, ଅନେକ ଦମ୍ପତ୍ତି କିଛି ବର୍ଷ ସାଙ୍ଗରେ ରହିବା ପରେ ସହଜରେ ଅଲଗା ହୋଇଯାଉଛନ୍ତି। ତେବେ ଏପରି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଗୋଟିଏ କିମ୍ବା ଦୁଇଟି ନୁହେଁ ପୂରା ୭୮…

ମୋବାଇଲ ଗେମ୍ ନେଲା ୧୬ ବର୍ଷୀୟ ନାବାଳକର ଜୀବନ! ମା’ ଫୋନ୍ ନେଇଯିବାରୁ ଟ୍ରେନ୍ ଆଗରେ ଡେଇଁପଡ଼ିଲା

ମୁମ୍ବାଇ: ଅନଲାଇନ୍ ମୋବାଇଲ ଗେମ୍ କମ୍ ବୟସର ପିଲାଙ୍କୁ ଏପରି ନିଜର ଶିକାର କରିଛି ଯେ, ସେମାନେ ଏଥିପାଇଁ ଜୀବନ ଦେବାକୁ ବା ନେବାକୁ ମଧ୍ୟ ପଛାଉନାହାନ୍ତି । ନିକଟରେ ଉତ୍ତରପ୍ରଦେଶ ଲଖନଉରେ ଏକ ମାମଲା ସାମ୍ନାକୁ…