Browsing Category

ଦେଶ ବିଦେଶ

ଯୁବତୀଙ୍କ ଠୁମକା ଦେଖି ରାଗିଗଲା ଷଣ୍ଢ: Video ଦେଖି ଆପଣ ବି କହିବେ- ‘ଏମିତି ତ ହେବାର ଥିଲା’

ନୂଆଦିଲ୍ଲୀ: ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରାଲ ହେଉଛି । ଲୋକମାନେ ନିଜକୁ ଫେମସ୍ କରିବା ପାଇଁ କିଛି ବି କରିବାକୁ ପ୍ରସ୍ତୁତ । ଇଣ୍ଟରନେଟରେ ଅଧିକାଂଶ ଯୁବପିଢ଼ି ରିଲ୍ ଏବଂ ଭିଡିଓ ମାଧ୍ୟମରେ…

ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିବେ “ଟୁର୍ ଅଫ୍ ଡ୍ୟୁଟି’, ସେନାରେ ସାମିଲ ହେବା ପାଇଁ ଯୁବକଙ୍କ ପାଇଁ ସରଳ ହେବ ରାସ୍ତା

ନୁଆଦିଲ୍ଲୀ,(ଓଡ଼ିଶା ଭାସ୍କର): ଭାରତ ସରକାର ଏବେ ସେନାରେ ଭର୍ତ୍ତି ପାଇଁ ନୂଆ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ପ୍ରକ୍ରିିୟାର ନାମ ହେଉଛି "ଟୁର୍ ଅଫ୍ ଡ୍ୟୁଟି'। ଏହି ପ୍ରକ୍ରିୟାରେ ଯୁବକଙ୍କୁ ଚାରି ବର୍ଷ…

ଗୃହ ମନ୍ତ୍ରଣାଳୟ ଅଫିସରେ ଲାଗିଲା ନିଆଁ: କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଗୃହ ମନ୍ତ୍ରଣାଳୟ ଅଫିସରେ ବିଳମ୍ବିତ ରାତିରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁସାରେ, ନର୍ଥ ବ୍ଲକରେ ଥିବା ଗୃହ ମନ୍ତ୍ରଣାଳୟର ଅଫିସରେ ବିଳମ୍ବିତ…

ଜେଲରେ ମୁଖତାର ଅନସାରୀର ଚର୍ଚ୍ଚା କରିବା ପଡ଼ିଲା ମହଙ୍ଗା: ଡେପୁଟି ଜେଲର ସମେତ ୫ ପୋଲିସ କର୍ମଚାରୀ ସସପେଣ୍ଡ୍

ବାନ୍ଦା: ମାଫିଆ ମୁଖତାର ଅନସାରୀର ଚର୍ଚ୍ଚାର କରିଥିବା ଡେପୁଟି ଜେଲର ସମେତ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ସୋମବାର ଦିନ ଡିଏମ ଅନୁରାଗ ପଟେଲ ଓ ଏସପି ଅଭିନନ୍ଦନ ପୋଲିସ…

ଚୀନ୍ ପ୍ରସ୍ତୁତ କରୁଛି ସବୁଠାରୁ ବିପଜ୍ଜନକ ଏବଂ ଆଧୁନିକ ପରିବହନକାରୀ ଯୁଦ୍ଧ ଜାହାଜ

ନୁଆଦିଲ୍ଲ(ଓଡ଼ିଶା ଭାସ୍କର): ଚୀନ୍ ନିଜର ଅତ୍ୟାଧୁନିକ ଏବଂ ଖତରନାକ୍ ଏୟାରକ୍ରାଫ୍ଟ କାରିଅର୍ ପ୍ରସ୍ତୁତ କରୁଛି। ଏବେ ଏହାର ସୂଚନା ସାଟେଲାଇଟ୍ ଚିତ୍ରରୁ ଜଣାପଡ଼ିଛି। ଏହି ଫଟୋକୁ ଖବର ସରବରାହ ସଂସ୍ଥା ଦି ଆସୋସିଏଟ୍…

ଇତିହାସରେ ପ୍ରଥମ: ଔଷଧରେ ଭଲ ହେଲା ମାରାତ୍ମକ କ୍ୟାନ୍ସର ରୋଗ

ଔଷଧରେ ଭଲ ହୋଇଛି ମାରାତ୍ମକ କ୍ୟାନ୍ସର । କଥାଟି ବିଶ୍ୱାସଯୋଗ୍ୟ ନହେଲେ ବି ସତ । ଔଷଧ ଦ୍ୱାରା ରେକ୍ଟାଲ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଚିକିତ୍ସା କରାଯାଇଛି । ଏହି ଔଷଧର ଟ୍ରାଏଲରେ ସାମିଲ ଥିବା ସମସ୍ତ ୧୮ ଜଣ ଲୋକ…

ସିଗାରେଟ୍ ଟାଣିବା ଛାଡ଼ିଦେଲେ ମିଳୁଛି ୪୦ ହଜାର ଟଙ୍କାର ନଗଦ ପୁରସ୍କାର, ଜାଣନ୍ତୁ କେଉଁଠି ଚାଲିଛି ଏହି ସ୍କିମ୍

ନୂଆଦିଲ୍ଲୀ: ସିଗାରେଟ୍ ପିଇବା କେବଳ ଆମର ସ୍ୱାସ୍ଥ୍ୟ ପାଇଁ ନୁହେଁ, ବରଂ ସମଗ୍ର ମାନବ ସଭ୍ୟତା ପାଇଁ କ୍ଷତିକାରକ । ତେବେ ଲୋକମାନେ କିପରି ଏହି ନିଶା ସେବନଠାରୁ ଦୂରେଇ ରହିବେ, ସେଥିପାଇଁ ନିକଟରେ ଏକ ଯୋଜନା ପ୍ରଚଳନ…

ଏଣିକି ମଣିଷର ମସ୍ତିଷ୍କକୁ ନିୟନ୍ତ୍ରଣ କରିବା ସମ୍ଭବ, ନ୍ୟୁରୋସାଇଣ୍ଟିଷ୍ଟମାନେ ବିକଶିତ କଲେ ଅଦ୍ଭୂତ ଟେକ୍ନୋଲୋଜି

ନୂଆଦିଲ୍ଲୀ: ମଣିଷର ମସ୍ତିଷ୍କକୁ ନେଇ ଅନେକ ସମୟରେ ନୂଆ ନୂଆ ଗବେଷଣାତ୍ମକ ତଥ୍ୟ ଲୋକଲୋଚନାକୁ ଆସିଥାଏ । ତେବେ ନିକଟରେ ବୈଜ୍ଞାନିକମାନେ ଏକ ନୂଆ ଟେକ୍ନୋଲୋଜିର ସନ୍ଧାନ କରିଛନ୍ତି । ଏହି ଟେକ୍ନୋଲୋଜି ଇନଫ୍ରାରେଡ୍…

ମଙ୍ଗଳ ଗ୍ରହରୁ ମିଳିଲା ଦୁଇ ହାତ ଆକୃତିର ଏକ ବିଚିତ୍ର ଫଟୋ, ଏପରି ଜୀବ କ’ଣ ଏବେ ବି ବଞ୍ଚିଛନ୍ତି

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରୁ ଏକ ବିଚିତ୍ର ଫଟୋ ମିଳିଛି । ନାସାର ରୋଭର କ୍ୟୁରିୟୋସିଟି ପକ୍ଷରୁ ଏପରି ଏକ ଅଦ୍ଭୂତ ପଥର ଖଣ୍ଡକୁ ଠାବ କରାଯାଇଛି । ଦୀର୍ଘ ସମୟ ଧରି ଏନେଇ ରିସର୍ଚ୍ଚ କାର୍ଯ୍ୟ ଜାରି ରହିଥିବା ବେଳେ ଏହି…

ମହାରାଷ୍ଟ୍ରରେ ଚିହ୍ନଟ ହେଲେ ୧୮୦୦ ନୂଆ ପଜିଟିଭ: ଜଣଙ୍କ ଦେହରେ BA.5 ଭାରିଆଣ୍ଟ

ମୁମ୍ବାଇ: ପୁଣିଥରେ ଉପରମୁହାଁ ହେବାରେ ଲାଗିଛି ମହାମାରୀ କରୋନା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧,୮୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଏମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଦେହରେ ବିଏ.୫ ଭାରିଆଣ୍ଟ…