Browsing Category
ଦେଶ ବିଦେଶ
ଦେଶ ଓ ରାଜ୍ୟରେ ବଢୁଛି ବାୟୁ ପ୍ରଦୂଷଣ ମାତ୍ରା: ତାଲିକାରେ ଯୋଡିହେଲା ଭୁବନେଶ୍ୱର ସମେତ ରାଜ୍ୟର ୭ ସହର
ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ବାୟୁ ପ୍ରଦୂଷଣ ମାତ୍ରା ବଢିବାର ଲାଗିଛି । ଫଳରେ ଦେଶର ରାଜଧାନୀ ଦିଲ୍ଲୀର ସ୍ଥିତି ବର୍ତ୍ତମାନ ଗମ୍ଭିର ରହିଛି । ତେବେ କେବଳ ଦିଲ୍ଲୀ ନୁହେଁ ବରଂ ଦେଶର ୧୩୨ ସହର ପ୍ରଦୂଷିତ ବାୟୁ କବଳରେ…
ତାମିଲନାଡୁରେ ଥମିବାର ନାଁ ନେଉନି ବର୍ଷା, ଜଳବନ୍ଦୀରେ ଶତାଧିକ ଲୋକେ
ଚେନ୍ନାଇ: ତାମିଲନାଡୁରେ ଭୀଷଣ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ବନ୍ୟା ଭଳି ପରିସ୍ଥିତି । ରାସ୍ତାରେ ପାଣି ଜମି ରହିଥିବାରୁ ଲୋକେ ଘରୁ ବାହାରି ପାରୁନଥିବା ସହ ଗାଡ଼ି ଚଳାଚଳରେ ବାଧାପ୍ରାପ୍ତ ଉପୁଜିଛି । ପିଲାମାନେ…
‘ଭାରତ ଯୋଡୋ ଯାତ୍ରା’ରୁ ବ୍ରେକ୍ ନେବେ ରାହୁଲ ଗାନ୍ଧୀ, ନଭେମ୍ବର ୨୨ରେ ଗୁଜରାଟରେ କରିବେ ନିର୍ବାଚନ ପ୍ରଚାର
ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନଭେମ୍ବର ୨୨ରେ ଗୁଜରାଟରେ ନିର୍ବାଚନୀ ପ୍ରଚାର କରିବେ। ସେ କଂଗ୍ରେସ ଦଳର ଭାରତ ଯୋଡୋ ଯାତ୍ରାରୁ ବିରତି ନେଇ ଗୁଜରାଟ ଗସ୍ତ କରିବେ। ଗୁଜରାଟ ବିଧାନସଭା ନିର୍ବାଚନ…
ଫୁଟ୍ବଲ୍ କ୍ଲବ୍ ଲିଭରପୁଲ୍କୁ କିଣିବା ଦୌଡ଼ରେ ମୁକେଶ
ଲଣ୍ଡନ: ଭାରତର ଦ୍ଵିତୀୟ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ମୁଖ୍ୟ ମୁକେଶ ଆମ୍ବାନି ବିଶ୍ଵ ପ୍ରସିଦ୍ଧ ଇଂଲିସ ଫୁଟ୍ବଲ୍ କ୍ଲବ୍ ଲିଭରପୁଲ୍ ଅଧିଗ୍ରହଣ ଦୌଡ଼ରେ ସାମିଲ
ହୋଇଛନ୍ତି। ଏହି କ୍ଲବ୍କୁ…
ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ: ୪୫ ଘଣ୍ଟାରେ ୧୦ ବଡ ନେତାଙ୍କୁ ଭେଟିବା ସହ କରିବେ ୨୦ଟି କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜିଠାରୁ ୨ ଦିନ ପାଇଁ ଇଣ୍ଡୋନେସିଆ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଣ୍ଟୋନେସିଆ ବାଲି ସହରରେ ଏହାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ସେ ଏହି ଗସ୍ତ କରିଛନ୍ତି । ତେବେ…
ତୈଳଦର ନେଇ ଆସିଲା ଖୁସି ଖବର, ଗୋଟେ ଲିଟର ସୋରିଷତେଲ ପାଇଁ ଖର୍ଚ୍ଚ ହେବ ଏତିକି ଟଙ୍କା
ନୂଆଦିଲ୍ଲୀ: ଜନସାଧାରଣଙ୍କ ପାଇଁ ଖୁସି ଖବର ଆସି ପହଁଚିଛି । ଲଗାତାର ଖାଦ୍ୟ ଦର ମହଙ୍ଗା ହେବାବେଳେ ଆଜି ସୋରିଷତେଲ ଦରରେ ହ୍ରାସ ଘଟିଛି । ତେବେ ଦିଲ୍ଲୀ ତେଲ ବିହନ ବଜାରରେ କଚ୍ଚା ପାମୋଲିନ ତେଲର ମୂଲ୍ୟ ହ୍ରାସ…
ଶିଶୁ ଦିବସ ନା ଶିଶୁ ଶ୍ରମିକ ଦିବସ , ଆମକୁ କ’ଣ ପାଳିବା ଉଚିତ ?
ଭୁବନେଶ୍ୱର:ପ୍ରତିବର୍ଷ, ୧୪ ନଭେମ୍ବର କୁ ସାରା ଭାରତରେ ଶିଶୁ ଦିବସ ଭାବରେ ପାଳନ କରାଯାଏ । ଆଜି ମଧ୍ୟ ଏହି ଦିନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ୧୩୩ ତମ ଜନ୍ମ ବାର୍ଷିକୀକୁ ପାଳନ କରିବା…
ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ: ବଦଳୁଛି ମଶାଙ୍କର ବିକାଶ ଓ ବ୍ୟବହାର, ମ୍ୟାଲେରିଆକୁ ରୋକିବା ମୁସ୍କିଲ, ରିସର୍ଚ୍ଚ ତଥ୍ୟ
ନୂଆଦିଲ୍ଲୀ: ବର୍ତ୍ତମାନ ଦିନକୁ ଦିନ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି । ଏହାର ଫଳସ୍ୱରୂପ ମାନବ ସଭ୍ୟତା ବିପଦ ଆଡ଼କୁ ମୁହାଁଇବାରେ ଲାଗିଛି । ତେବେ ତାପମାତ୍ରା ବୃଦ୍ଧି କାରଣରୁ ମଶାଙ୍କ ବ୍ୟବହାରରେ ପରିବର୍ତ୍ତନ…
UGC ଓ AICTE ମିଶ୍ରଣରେ ଗଠନ ହେବ ଏକ ନୂଆ ସଂସ୍ଥା ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ: ଜାଣନ୍ତୁ ଏହି ଆୟୋଗର ଅଧିକାର ଓ କ୍ଷମତା କ’ଣ ରହିବ
ନୂଆଦିଲ୍ଲୀ: ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଓ ସର୍ବ ଭାରତୀୟ ବୈଷୟିକ ଶିକ୍ଷା ପରିଷଦ (ଏଆଇସିଟିଇ)ର ମିଶ୍ରଣ ହୋଇ ଗଠନ ହେବ ଭାରତୀୟ ଉଚ୍ଚ ଶିକ୍ଷା ଆୟୋଗ (ଏଚଇସିଆଇ) । ଏହି ଆୟୋଗ ଗଠନ ନେଇ ପ୍ରସ୍ତାବ…
କେମିତି ରହିବ ଭାରତର ଭବିଷ୍ୟତର ରାଜନୀତି: ପାଞ୍ଚ ବର୍ଷ ପରେ କେଉଁ ଦଳ ଖସିବ କେଉଁ ଦଳ ଉଠିବ
ନୂଆଦିଲ୍ଲୀ: ବର୍ତ୍ତମାନ ଭାରତବର୍ଷରେ ବିଜେପି ନେତୃତ୍ୱାଧିନ ଏନଡିଏ ସରକାର କ୍ଷମତାରେ ରହିଛି । ଅନ୍ୟପକ୍ଷରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ତଥା ଦେଶର ସର୍ବପୂରାତନ ଦଳ କଂଗ୍ରେସ ଏବେ ଶୋଚନୀୟ ଅବସ୍ଥାରେ ରହିଛି ।…