CHARIDHAM
Browsing Category

ଦେଶ ବିଦେଶ

ଆମେରିକା ଛାତ୍ରଙ୍କୁ ଗୀତ ମାଧ୍ୟମରେ ଗଣିତ ପଢ଼ାଇଲେ ଭାରତୀୟ ଶିକ୍ଷକ: Video ହେଲା ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆପଣମାନେ ଅନେକ ଶିକ୍ଷକଙ୍କୁ ନିଜ ଷ୍ଟାଇଲରେ ବା ନୂଆ ପଦ୍ଧତିରେ ଛୁଆଙ୍କୁ ପାଠ ପଢ଼ାଉଥିବାର ତ ନିଶ୍ଚିତ ଦେଖିଥିବେ । ଏପରି ପରିସ୍ଥିତିରେ କୁହାଯାଏ କି, ଯଦି ଶିକ୍ଷକଙ୍କ ପାଠ ପଢ଼ାଇବା…

ହାରିଲେ ଥରୁର, ଅଣ ଗାନ୍ଧୀ ଭାବେ ଖଡଗେ ହେଲେ କଂଗ୍ରେସର ନୂତନ ସଭାପତି

ନୂଆଦିଲ୍ଲୀ:ସରିଲା କଂଗ୍ରେସ ସଭାପତି ନିର୍ବାଚନ । ଆଉ ଶେଷରେ ମଲ୍ଲିକାଜୁର୍ନ ଖଡଗେଙ୍କ ନାମରେ ବାଜିଲା କଂଗ୍ରେସ ର ନୂତନ ସଭାପତି ହେବାର ମୋହର । ଶଶିଥରୁରଙ୍କୁ ହରାଇ ବାଜି ମାରିଲେ ଖଡଗେ । ଦୀର୍ଘ ୨୪ ବର୍ଷ ପରେ ଜଣେ…

XXXୱେବ ସିରିଜରେ ପାଟନା ହାଇକୋର୍ଟ ତରଫରୁ ଏକତା କପୁରଙ୍କୁ ଆଶ୍ୱସ୍ତି: ଘୁଞ୍ଚିଲା ଗିରଫ ସମୟ

ନୂଆଦିଲ୍ଲୀ:XXX ୱେବ୍ ସିରିଜ୍ ମାମଲାରେ ନିର୍ମାତା ଏକତା କପୁରଙ୍କୁ ପାଟନା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛିା ବର୍ତ୍ତମାନ ଏକତା କାପୁର ଏବଂ ମାଆ ଶୋଭା କପୁରଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ…

UGCର ନୂଆ ପଦକ୍ଷେପ: Cyber Security ପାଠ ପଢ଼ିବେ UG ଓ PG ଛାତ୍ରଛାତ୍ରୀ, ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜକୁ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ଦେଶରେ ସାଇବର ଅପରାଧ ମାମଲା ବଢ଼ିବାରେ ଲାଗିଛି । ସାଇବର ସୁରକ୍ଷା ଦିଗରେ ସଚେତନ ହୋଇପାରିଲେ ଜଣେ ନାଗରିକ ଡିଜିଟାଲ କ୍ଷେତ୍ରରେ ନିଜକୁ ସୁରକ୍ଷା ଦେଇପାରିବ । ଏଥିପାଇଁ ଚଳିତ…

ଧନତେରାସ ଉପଲକ୍ଷେ ଫୋନପେ ଦେଉଛି ବଡ ଉପହାର: ଏଣିକି ସୁନା-ରୂପା ଗହଣାରେ ପାଇବେ ଏମିତି ଅଫର

ମୁମ୍ବାଇ: ଧନତେରାସ ଅବସରରେ ଭାରତର ପ୍ରମୁଖ ଫିନଟେକ ପ୍ଲାଟଫର୍ମ ଫୋନ-ପେ ପକ୍ଷରୁ ଘୋଷଣା ହୋଇଛି ଆକର୍ଷଣୀୟ ଅଫର । ଗୋଲ୍ଡେନ ଡେ କ୍ୟାମ୍ପେନର ଏକ ଅଂଶ ଭାବେ ସୁନା ଏବଂ ରୂପ। ଉପରେ ଏହି ଅଫର ଦେଇଛି କମ୍ପାନୀ । ଫୋନପେ…

MLA, MP, Ministerଙ୍କୁ ଉପଯୁକ୍ତ ସମାନ ଦେବେ ସରକାରୀ ଅଫିସର: ନ ମାନିଲେ କାର୍ଯ୍ୟାନୁଷ୍ଠାନ, ନିୟମାବଳୀ ଜାରି କଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜନପ୍ରତିନିଧିଙ୍କୁ ମିଳୁନାହିଁ ଉପଯୁକ୍ତ ସମ୍ମାନ । ବିଧାୟକ, ମନ୍ତ୍ରୀ, ସାଂସଦ, ପୂର୍ବତନ ସାଂସଦଙ୍କୁ ସମ୍ମାନ ପ୍ରଦାନ କରିବାରେ କୁଣ୍ଠିତ ନୀତି ଅବଲମ୍ବନ କରୁଛନ୍ତି ସରକାରୀ ଅଫିସରମାନେ ।…

ଗର୍ଭାବସ୍ଥାରେ ମହିଳାମାନଙ୍କୁ କାହିଁକି ମନା ଜଙ୍କ ଫୁଡ;ଆସନ୍ତୁ ଜାଣିବା କଣ କହୁଛି ରିସର୍ଚ୍ଚ 

ନୂଆଦିଲ୍ଲୀ: ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ପ୍ୟାକେଟ୍ ଖାଦ୍ୟ ମିଳିଥାଏ । ଯହାକି ଅନେକାଶଂରେ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ତବେ ବଜାରରେ ମିଳୁଥିବା ଚିପ୍ସ, ନମକିନ୍, ଚକୋଲେଟ୍, ମିଠା, ସୋଡ଼ା ଓ ପାନୀୟ ଆମ…

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ: ୬୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା BJP

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏହାପରେ ଡିସେମ୍ବର ୮ ତାରିଖରେ ଭୋଟ ଗଣନା କରାଯିବ । ତେବେ ଏହା ମଧ୍ୟରେ ରାଜ୍ୟରେ ନିର୍ବାଚନୀ ଉଷ୍ଣତା ଚଳଚଞ୍ଚଳ…

ATMରୁ ଟଙ୍କା ନୁହେଁ ବାହାରୁଛି ଇଡଲି-ଶାମ୍ବର: ହେଲା ନିଆରା ଉଦ୍ଭାବନ

ଏଟିଏମ୍ କଥା ଶୁଣିଲେ ସମସ୍ତେ ଟଙ୍କା କଥା ଚିନ୍ତା କରନ୍ତି । ହେଲେ ଏବେ ଚର୍ଚ୍ଚାକୁ ଆସିଛି ଇଡଲି ଏଟିଏମ୍ । ଦକ୍ଷିଣ ଭାରତରେ ସବୁଠାରୁ ପସନ୍ଦର ଖାଦ୍ୟ ଇଡଲି, ଶାମ୍ବର ଏଟିଏମରୁ ବାହାରୁଛି । କିନ୍ତୁ ଏଥିପାଇଁ ଆପଣଙ୍କୁ…

ମୋଦୀଙ୍କ ଉପରେ ହୋଇପାରେ ଆତ୍ମଘାତୀ ଆକ୍ରମଣ: ପାକିସ୍ତାନର ଟାର୍ଗେଟରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣର ସମ୍ଭାବନା ରହିଛି । ଏନେଇ ଗୁଇନ୍ଦା ବିଭାଗ କେନ୍ଦ୍ର ଗୃହ ବିଭାଗକୁ ସତର୍କ କରାଇ ଦେଇଛି । ଦୀପାବଳି ପୂର୍ବରୁ ମୋଦୀଙ୍କ ସୁରକ୍ଷାକୁ ନେଇ…