
Browsing Category
ଦେଶ ବିଦେଶ
NIT କ୍ୟାମ୍ପସରେ ବାଘ! ତିନୋଟି ଗାଈକୁ ଆକ୍ରମଣ କଲା, ୬୦୦୦ ଛାତ୍ରଛାତ୍ରୀ ଓ ଶିକ୍ଷକ ଭୟରେ ଥରୁଛନ୍ତି
ନୂଆଦିଲ୍ଲୀ: ମୌଲାନା ଆଜାଦ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଭୋପାଳ କ୍ୟାମ୍ପସରେ ବାଘ ଘୁସିଯାଇଛି । ଏହାକୁ ନେଇ ହଡ଼କମ୍ପ ମଚିଯାଇଥିବା ବେଳେ କଲେଜକୁ ତୁରନ୍ତ ବନ୍ଦ କରି ଦିଆଯାଇଛି । ଏନେଇ ବନ ବିଭାଗର…
DA ବଢ଼ିଲା, ପୁଣି VDA ବଢ଼ିଲା: କେନ୍ଦ୍ର କର୍ମଚାରୀଙ୍କୁ ମିଳିଲା ଦିପାବଳୀ ଗିଫ୍ଟ
ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କୁ ପୁଣି ଏକ ଗୁଡ୍ ନ୍ୟୁଜ୍ ମିଳିଛି । ନିକଟରେ କେନ୍ଦ୍ର ସରକାର ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଥିଲେ । ଏବେ କେନ୍ଦ୍ର ସରକାର ଭାରିଏବଲ ମହଙ୍ଗା ଭତ୍ତା (ଭିଡିଏ)…
ବିମାନରେ ପୋଷା ଜୀବଙ୍କୁ ମଧ୍ୟ ସାଙ୍ଗରେ ନେଇପାରିବେ! ଏହି ଏୟାରଲାଇନ୍ କରୁଛି ଯୋଜନା…
ନୂଆଦିଲ୍ଲୀ: ପ୍ରାୟ ୨ ମାସ ପୂର୍ବେ ଆରମ୍ଭ ହୋଇଥିବା ଅକାଶା ଏୟାରଲାଇନ ଏହାର ଗ୍ରାହକଙ୍କ ପାଇଁ ଆଣିଛି ଏକ ନୂଆ ଅଫର୍ । ନଭେମ୍ବରରେ କମ୍ପାନୀ ଯାତ୍ରୀଙ୍କୁ ବିମାନରେ ଯାତ୍ରା ସମୟରେ ସେମାନଙ୍କର ପାଳିତ କୁକୁର ଏବଂ…
ଭାରତର ୪ କଫ୍ ସିରପକୁ ନେଇ ସତର୍କତା ଜାରି କଲା ‘WHO’: ଜାଣନ୍ତୁ କ’ଣ ରହିଛି କାରଣ…
ନୂଆଦିଲ୍ଳୀ: ଆଫ୍ରିକୀୟ ଦେଶ ଗାମ୍ବିଆରେ ଅନେକ ପିଲାଙ୍କ ମୃତ୍ୟୁ ଏବଂ କିଡନୀ ସହ ଜଡ଼ିତ ସମସ୍ୟା ସାମ୍ନାକୁ ଆସିବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଭାରତରେ ତିଆରି ହୋଇଥିବା ୪ କଫ୍ ସିରପକୁ ନେଇ ସତର୍କତା ଜାରି…
ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା
ନୂଆଦିଲ୍ଲୀ: ସାହିତ୍ୟ ପାଇଁ ଘୋଷଣା ହୋଇଛି ନୋବେଲ ପୁରସ୍କାର । ଫରାସୀ ଲେଖିକା ଆନି ଏର୍ନକ୍ସ ପାଇବେ ସାହିତ୍ୟରେ ନୋବେଲ । ଆନି ତାଙ୍କର ଲେଖାରେ ସ୍ୱାଧୀନତାର ଶକ୍ତିକୁ ଗୁରୁତ୍ୱ ଦେଇଥାନ୍ତି । ସେ ଲେଖିବାକୁ ନେଇ କୌଣସି…
Airtel Userଙ୍କୁ ସନ୍ଧ୍ୟାରେ ମିଳିବ ଉପହାର: 5Gକୁ ନେଇ ହୋଇପାରେ ବଡ ଘୋଷଣା
ନୂଆଦିଲ୍ଲୀ: ଗତ କିଛି ଦିନରୁ ୫ଜି ସର୍ଭିସକୁ ନେଇ ଜୋରଦାର ଚର୍ଚ୍ଚା ଏବଂ ଆଲୋଚନା ଲାଗି ରହିଛି । ନିକଟରେ ଜିଓ ୪ଟି ସହରରେ ଏହି ସେବା ଯୋଗାଇ ଦେଇଛି । କିଛି ହାତଗଣତି ୟୁଜର୍ସମାନଙ୍କୁ ଅନଲିମିଟେଡ ୫ଜି ଡାଟା ଦେଇଛି…
AIG ଠକିନେଲେ ୧ କୋଟି: ଯୌନ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା, ହାତକଡ଼ି ପକାଇ ବାନ୍ଧିନେଲା ଭିଜିଲାନ୍ସ
ନୂଆଦିଲ୍ଲୀ: ଆଜିକାଲି ଅପରାଧର କରାଳ ଛାୟା ପ୍ରତ୍ୟେକ ବିଭାଗକୁ ଗ୍ରାସ କରିସାରିଲାଣି । ଏପରିକି ଅପରାଧୀଙ୍କୁ ଧରୁଥିବା ପୋଲିସ ବାବୁମାନେ ମଧ୍ୟ ଏଥିରୁ ନିସ୍ତାର ପାଉନାହାନ୍ତି । ତେବେ ନିକଟରେ ଦୁଷ୍କର୍ମ, ବେଆଇନ ଅର୍ଥ…
ଚାମଚାଗିରିର ସୀମା ରହିଛି…ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ବିବାଦୀୟ ବୟାନ ଦେଇ ଫସିଲେ କଂଗ୍ରେସ ନେତା
ନୂଆଦିଲ୍ଲୀ: ନିଜର ବିବାଦୀୟ ବୟାନ କାରଣରୁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି କଂଗ୍ରେସ ନେତା ଉଦିତ୍ ରାଜ। ଏବେ ସେ ସିଧାସଳଖ ରାଷ୍ଟ୍ରପତିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଛନ୍ତି। ସେ ଟୁଇଟ୍ କରି ରାଷ୍ଟ୍ରପତି…
ସ୍ୱାମୀକୁ ମୂଲ ଲାଗି ମଧ୍ୟ ପତ୍ନୀ ଓ ନାବାଳକ ପିଲାଙ୍କୁ ଦେବାକୁ ପଡିବ ଗୁଜୁରାଣ ଭତ୍ତା : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ :ଗୁଜୁରାଣ ଭତ୍ତାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥା ସୁଦୂରପ୍ରସାରୀ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି କି, ଯଦି ସ୍ୱାମୀ ଶାରୀରିକ ଭାବରେ ସକ୍ଷମ, ତେବେ ତାଙ୍କଠାରୁ ଅଲଗା ରହୁଥିବା ପତ୍ନୀ…
‘ଝଣ୍ଡା ଉଚ୍ଚା ରହେ ହମାରା’, ଅଟାରୀ ବର୍ଡରରେ ଉଡିବ ପାକିସ୍ତାନ ପତାକାଠୁ ୧୮ ଫୁଟ୍ ଉଚ୍ଚର ତ୍ରିରଙ୍ଗା
ଅହମ୍ମଦାବାଦ: ଅଟାରୀ ବର୍ଡରରେ ଦେଶର ସବୁଠୁ ଉଚ୍ଚ ତ୍ରିରଙ୍ଗା ଉଡାଇବା ପାଇଁ ଭାରତୀୟ ଜାତୀୟ ରାଜମାର୍ଗ ପ୍ରାଧୀକରଣ ପ୍ରସ୍ତୁତ। ଏହାର ଉଚ୍ଚତା ୪୧୮ ଫୁଟ୍ ରହିବ। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିବା ପରେ…