Browsing Category

ଦେଶ ବିଦେଶ

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ବୈଠକ ଆରମ୍ଭ, ଯୋଗ ଦେଲେନି ବିହାର ଏବଂ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ ବୈଠକ ଆରମ୍ଭ ହୋଇଛି। ବୈଠକରେ ବିବିଧିକରଣ, ସହରାଞ୍ଚଳ ବିକାଶ ଏବଂ ଜାତୀୟ ଶିକ୍ଷା ନୀତିର…

୫ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ତାର ନିଜ ବାପା ମାଆ କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଚର୍ଯ୍ୟ…….

ନାଗପୁର: ବର୍ତ୍ତମାନ ମଧ୍ୟ ସମାଜ ଅନ୍ଧବିଶ୍ୱାସ ଉପରେ ଆଖିବନ୍ଧ କରି ବିଶ୍ୱାସ କରୁଛି । ଏହି ପ୍ରେରିପେକ୍ଷୀରେ ଜଣେ ୫ବର୍ଷର ବାଳିକାକୁ ତାର ବାପା ଆଉ ମାଆ ପିଟି ପିଟି ମାରି ଦେଇଛନ୍ତି । ଝିଅ ଉପରେ କଳାଯାଦୁ ହୋଇଛି…

ଏଇଟା ଥାନା ନା ପରିବା ହାଟ: ପୋଲିସ ଏଠି ଚାପୁଡ଼ା ପରେ ଚାପୁଡ଼ା ଖାଉଛି, ସାଧାରଣ ଜନତାଙ୍କୁ ସୁରକ୍ଷା ଦେବ କିଏ

ନୂଆଦିଲ୍ଲୀ: ଦିଲ୍ଲୀର ଆଇନ ବ୍ୟବସ୍ଥା ପଦାରେ ପଡ଼ିଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି । ଘଟଣାଟି ଆନନ୍ଦ ବିହାର ଥାନାରେ ଘଟିଥିବା ବେଳେ କିଛି ଲୋକ ଜୋରଜବରଦସ୍ତ ଥାନାରେ ପଶି ପୋଲିସ କନଷ୍ଟେବଳଙ୍କୁ ମାଡ଼ ମାରିଛନ୍ତି…

ଆକାଶପଥରେ ଆକାଶ ଏୟାର ଲାଇନ୍ସର ପ୍ରଥମ ଉଡାଣ

ନୂଆଦିଲ୍ଲୀ: ପ୍ରଥମ ଉଡାଣ ଭରିଛି ଆକାଶ ଫ୍ଲାଇଟ । ତେବେ ପ୍ରଥମ ଉଡାଣ ଏହା ଅହମଦାବାଦ ରୁ ଦିଲ୍ଳୀ ଅଭିମୁଖେ ଯାତ୍ରା କରିଛି । ତେବେ ଏହାର ଉଦ୍ଘାଟନ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାନ୍ଦିତ୍ୟ ସିନ୍ଦ୍ୟାଙ୍କ…

୫ଜି ଲଞ୍ଚ ନେଇ ଆସିଲା ନୁଆ ଡେଟ୍, ଜାଣନ୍ତୁ ଏହାର ମୂଲ୍ୟ

ନୂଆଦିଲ୍ଲୀ: ଆଜିର ଦିନରେ ଇଣ୍ଟରନେଟ୍ ବିନା ଗୋଟିଏ ମୁହୁର୍ତ୍ତ ରହିବା ଲୋକଙ୍କ ପାଇଁ କଷ୍ଟକର ହୋଇପଡିଲାଣି। ଏହାରି ମଧ୍ୟରେ ଭାରତରେ ଖୁବ୍ ଶୀଘ୍ର ୫ଜି ସେବା ଆରମ୍ଭ ହେବାକୁ ଯାଉଛି। ଲୋକମାନେ ଏଥିପାଇଁ ଖୁବ୍ ଉତ୍ସାହିତ…

ଦୁଇ ମୁସଲମାନ ଛାତ୍ରଙ୍କ ରାମାୟଣ ଭକ୍ତି: ଅନଲାଇଲ କୁଇଜ୍ ପ୍ରତିଯୋଗିତାରେ ଅଧିକାର କଲେ ପ୍ରଥମ ସ୍ଥାନ

କେରଳ: ଜାତି,ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆମେ ଭାରତୀୟ । ଯାହାକୁ ସତ ପ୍ରମାଣ କରିଛନ୍ତି ଦୁଇ ମୁସଲମାନ ଛାତ୍ର । ରାମାୟଣକୁ ନେଇ ଅନଲାଇନରେ ହେଉଥିବା କୁଇଜ୍ ପ୍ରତିଯୋଗିତାରେ ଏହି ଦୁଇ ମୁସଲମାନ ଛାତ୍ର ବିଜୟୀ…

୪ଟି ଝିଅର ବାପା ପୁଅ ଲୋଭରେ କରିଲା ଏଭଳି ନିନ୍ଦାଜନକ ଘଟଣା,ଜାଣନ୍ତୁ ସମ୍ପୁର୍ଣ୍ଣ ଘଟଣା…..

ଜୟପୁର:ବର୍ତ୍ତମାନ ସମୟରେ ମଧ୍ୟ ପୁଅ ଲାଲସା ଲୋକମାନଙ୍କୁ ଅନ୍ଧ କରିଦେଉଛି । ଆଉ ଏହି ଲାଲସା ପାଇଁ ଲୋକ ଏତେ ତଳକୁ ଖସି ଯାଉଛନ୍ତି ତାହା ଆପଣ କେବେ କଳ୍ପନାର ସୁଦ୍ଧା ଭାବି ନଥିବେ । ପୁଅ ଲାଳସାରେ ଗୋଟିଏ ବାପା ତା ମାଆ…

ବନ୍ଧୁତ୍ୱ ଦିବସର ମହତ୍ତ୍ୱ..ଜାଣନ୍ତୁ କାହିଁକି ପାଳନ୍ତି ବନ୍ଧୁତ୍ୱ ଦିବସ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ବନ୍ଧୁତ୍ୱ ଦିବସ। ତେବେ ଅଗଷ୍ଟ ମାସର ପ୍ରଥମ ରବିବାର ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ। ସେହିପରି ଭାରତ ଭଳି ଅନେକ ଦେଶ ଅଛି ଯେଉଁ ଦେଶ ମାନଙ୍କରେ ସ୍ୱତନ୍ତ୍ର ଢଙ୍ଗରେ ବନ୍ଧୁତ୍ୱ…

Video: ଇତିହାସ ରଚିଲା ISRO, ଶ୍ରୀହାରିକୋଟାରୁ ଲଞ୍ଚ କଲା ଏହାର ପ୍ରଥମ ଛୋଟ ସାଟେଲାଇଟ୍, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ରବିବାର ଦିନ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ ଏହାର ପ୍ରଥମ ଛୋଟ ସାଟେଲାଇଟ୍ ଲଞ୍ଚ ଯାନ SSLV-D1 ଉତକ୍ଷେପଣ କରି ଇତିହାସ ସୃଷ୍ଟି କରିଛି। SSLV-D1 ଏହା…

ସାମ୍ପ୍ରଦାୟିକ ହିଂସାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଦୁଇ ସହରରେ ସୁଇ ମାସ ପାଇଁ ଧାରା ୧୪୪ ଲାଗୁ

ମଣିପୁର: ମଣିପୁରରେ ଏକ ଭ୍ୟାନ୍‌ରେ ନିଆଁ ଲଗାଇବା ଘଟଣାକୁ କେନ୍ଦ୍ର କରି ହିଂସା ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟର ବିଷ୍ନୁପୁର ଅଞ୍ଚଳରେ ତିନିରୁ ଚାରୁ ଯୁବକ ଗୋଟିଏ ଭ୍ୟାନ୍‌ରେ ନିଆ ଲଗାଇ ଦେଇଥିଲେ। ପରେ ଏହାକୁ ନେଇ…