Browsing Category
ଦେଶ ବିଦେଶ
ଭୋଟର ଆଇଡି ତିଆରି କରିବା ହେଲା ସହଜ: ଏମିତି କରି ପାରିବେ ଆବେଦନ
ଓଡିଶା ଭାସ୍କର: ଯଦି ଆପଣ ଭୋଟର କାର୍ଡ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଏହି ଖବରଟି ଆପଣଙ୍କ ପାଇଁ । ବର୍ତ୍ତମାନ ଭୋଟର କାର୍ଡ ତିଆରି କରିବାକୁ ଆପଣଙ୍କୁ କୌଣସି ଅଫିସକୁ ଦୌଡିବାକୁ ପଡିବ ନାହିଁ କିମ୍ବା ଲାଇନରେ…
ସାଧୁଙ୍କ ଭବିଷ୍ୟତବାଣୀ,ପ୍ରଧାନମନ୍ତ୍ରୀ ହେବେ….
ନୂଆଦିଲ୍ଲୀ:ରାହୁଲ ହେବେ ଆଗାମୀ ପ୍ରଧାନମନ୍ତ୍ରୀ , ଏ କଥା ଆମେ ନୁହେଁ ବରଂ କର୍ଣ୍ଣାଟକର ଏକ ଲିଙ୍ଗାୟତ ସେମିନାରୀର ଜଣେ ସାଧୁ ଏହି କଥା କହିଛନ୍ତି । ଏବଂ ଏହା ସହିତ ସେ କହିଛନ୍ତି ରାହୁଲ ସେ ପର୍ଯ୍ୟନ୍ତ…
ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର, ମହଙ୍ଗା ଭତ୍ତା ବୃଦ୍ଧି କଲେ ସରକାର
ନୂଆଦିଲ୍ଲୀ: ଦେଶରେ ଜାରି ରହିଥିବା ମହଙ୍ଗା ମାଡ଼ ମଝିରେ ସରକାରୀ ଚାକିରିଆ ମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି ସରକାର। ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ଭତ୍ତାକୁ ୫ ପ୍ରତିଶତ ବୃଦ୍ଧି କରିବାକୁ…
ଉପରାଷ୍ଟ୍ରପତି ନିର୍ବାଚନ ପାଇଁ କାହାକୁ ସମର୍ଥନ ଦେଲେ ମାୟାବତୀ, ଜାଣନ୍ତୁ…..
ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ଏବଂ ବିରୋଧୀଦଳ ନେତା ମାନେ ମାର୍ଗେରେଟା ଆଲଭାଙ୍କ ନାମ ଘୋଷଣା କରିଛି । ତେବେ ଆଜି ବିଏସପି ତଥା ବହୁଜନ…
୩୪୮ ମୋବାଇଲ୍ ଆପ୍ ବ୍ୟାନ୍ କଲେ କେନ୍ଦ୍ର ସରକାର, ଚୀନକୁ ପଠା ଯାଉଥିଲା ଭାରତୀୟ ତଥ୍ୟ
ନୂଆଦିଲ୍ଲୀ: ଦେଶର ସୁରକ୍ଷା ପ୍ରତି ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବୁଧବାର ଚୀନ ଏବଂ ଅନ୍ୟ ଦେଶ ଦ୍ଵାରା ବିକଶିତ ୩୪୮ ମୋବାଇଲ୍ ଆପ ଉପରେ କଟକଣା ଲଗାଇଛନ୍ତି। ଏହି ଆପ୍ ଜରିଆରେ ୟୁଜର୍ସଦ ସୂଚନା ଏକତ୍ର କରି…
ଟିଏମସିର ୧୦୦ ନେତାଙ୍କ ପଛରେ ଲାଗିବ ଇଡି ? ଅମିତ୍ ଶାହଙ୍କୁ ତାଲିକା ଦେଲେ ଶୁଭେନ୍ଦୁ ଅଧିକାରୀ
ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତିରେ ତଦନ୍ତର ପରିଧି ବଢିବାରେ ଲାଗିଛି। ଏଥିରେ ଶାସକ ତୃଣମୂଳ କଂଗ୍ରେସର ମୁସ୍କିଲ ଆହୁରି ବଢିବାର ସମ୍ଭାବନା ରହିଛି। ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିର…
ଓଡିଶା ପାଇଁ ସଂସଦଗୃହରେ କ’ଣ ଦାବୀ ରଖିଲେ ସଙ୍ଗୀତା
ନୂଆଦିଲ୍ଲୀ: ଆଜି ଲୋକସଭାରେ ୱାଇଲ୍ଡ ଲାଇଫ ସଂଶୋଧନ ବିଲ ପାରିତ ହୋଇଛି । ଏହି ସମୟରେ ସଂସଦରେ ଓଡିଶା ପାଇଁ ଦାବୀ କରିଛନ୍ତି ବିଜେପି ସାଂସଦ ସଙ୍ଗୀତା ସିଂ ଦେଓ । ଓଡିଶାରେ ଦୁଇଟି ଜାତୀୟ ପାର୍କ ନିର୍ମାଣ ଲାଗି ସେ ଦାବୀ…
ଯୁଦ୍ଧ ମୁହାଁ ଦୁନିଆ: ଚୀନ ସମର୍ଥନରେ ଆସିଲେ ରୁଷ-ଉତ୍ତର କେରିଆ, ଜାଣନ୍ତୁ ତାଇଓ୍ଵାନ ସପକ୍ଷରେ କିଏ କିଏ ?
ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଜାରି ଯୁଦ୍ଧ ଦୁନିଆକୁ ଦୁଇ ଭାଗରେ ବାଣ୍ଟି ସାରିଥିବା ବେଳେ ଏବେ ତାଇଓ୍ଵାନକୁ ନେଇ ଚୀନ ଏବଂ ଆମେରିକା ମଧ୍ୟରେ ଉତ୍ତେଜନା ପୁଣି ଥରେ ଦୁନିଆକୁ ଦୁଇ ଭାଗ କରିଛି। ରୁଷ ଆକ୍ରମଣରେ…
‘ନେହେରୁ ଏବଂ ବାଜପେୟୀଙ୍କ ମୁର୍ଖତା କାରଣରୁ ତିବ୍ବତ ଏବଂ ତାଇଓ୍ଵାନ ଚୀନର ବୋଲି ଆମକୁ ସ୍ଵୀକାର କରିବାକୁ ପଡୁଛି’
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ ବୁଧବାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମାଲୋଚନା କରିଛନ୍ତି।…
ବଦଳିଲେ ମମତା, ବଳଦାଇଲେ ନିଷ୍ପତ୍ତି
ପଶ୍ଚିମବଙ୍ଗ: ଶେଷରେ ରାଜି ହେଲେ ମମତା । ଚଳିତବର୍ଷ ନିତି ଆୟୋଗ ବୈଠକରେ ମମତା ବାନାର୍ଜୀ ଉପସ୍ଥିତ ରହିପାରନ୍ତି ବୋଲି ସୂଚନା ମିଳୁଛି । ଆସନ୍ତା ଅଗଷ୍ଟ ୭ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ…