Browsing Category

ଦେଶ ବିଦେଶ

ଭାରତକୁ ଖୁବ୍ ଶୀଘ୍ର ମିଳିପାରେ ସିଙ୍ଗଲ୍ ଡୋଜ୍ ଭାକସିନ୍, ଜନସନ୍ ଆଣ୍ଡ ଜନସନ୍ ମାଗିଲା ଅନୁମତି

ୱାଶିଂଟନ୍: ଆମେରିକୀୟ ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ୍ ଜନସନ୍ ଭାରତରେ ସିଙ୍ଗଲ୍ ଡୋଜ୍ ଭାକସିନ୍ ପାଇଁ ଜରୁରୀକାଳୀନ ବ୍ୟବହାର ନିମେନ୍ତ ଅନୁମତି ମାଗିଛି । ଯଦି ଏହାକୁ ସରକାର ଅନୁମୋଦନ ଦିଅନ୍ତି ତେବେ ଏହା ଚତୁର୍ଥ ଟିକା…

ଧୋନୀଙ୍କ ଆକାଉଣ୍ଟରୁ ବ୍ଲୁ-ଟିକ୍ ହଟାଇଲା ଟ୍ୱିଟର୍, କାହିଁକି ଜାଣନ୍ତୁ…

ଓଡ଼ିଶା ଭାସ୍କର ବ୍ୟୁରୋ: କିଛିଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାକୁ ଆସିଛି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟ୍ୱିଟର୍ । ଭାରତର ଖ୍ୟାତନାମା କ୍ରିକେଟର୍ ତଥା ଭାରତୀୟ ଟିମ୍ ର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନୀଙ୍କ…

୬୭ ବର୍ଷୀୟ ବୃଦ୍ଧଙ୍କୁ ହୃଦୟ ଦେଇ ବସିଲେ ୧୯ ବର୍ଷୀୟ ଯୁବତୀ, ବିବାହ ପରେ ହାଇକୋର୍ଟରେ ମାଗିଲେ ସୁରକ୍ଷା

ହରିୟାଣା: କୁହାଯାଏ ପ୍ରେମ ଅନ୍ଧ ହୋଇଥାଏ । ଉଚ୍ଚ, ନିଚ, ଜାତି, ବୟସ, ଧର୍ମ କିଛି ବି ଦେଖେନାହିଁ । ପ୍ରେମ ଯେକୌଣସି ବ୍ୟକ୍ତିଙ୍କ ସହ ହୋଇପାରେ । ଆଉ ଥରେ ପ୍ରେମ ହୋଇଗଲେ କିପରି ତାକୁ ସଫଳ କରିବେ ସେହି ଚେଷ୍ଟାରେ…

ଟୋକିଓ ଅଲିମ୍ପିକ୍: ସେମିରେ ହାରିଲେ ବଜରଙ୍ଗ, ଏବେ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକର ୧୫ତମ ଦିବସ । ଆଜି ସେମିଫାଇନାଲରେ ପରାସ୍ତ ହୋଇଛନ୍ତି ଭାରତର କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ । ଫଳରେ ଭାରତର ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଆଶା ମଉଳି ଯାଇଛି । ବଜରଙ୍ଗ ତାଙ୍କର…

UNSCର ସ୍ଥାୟୀ ସଦସ୍ୟ ହେବ ଭାରତ!

ନୂଆଦିଲ୍ଲୀ: ଭାରତ ୟୁଏନଏସସିର ସ୍ଥାୟୀ ସଦସ୍ୟ ହୋଇପାରେ । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ର ସ୍ଥାୟୀ ଓ ଅସ୍ଥାୟୀ ରାଷ୍ଟ୍ରମାନଙ୍କ ସଂଖ୍ୟା ବୃଦ୍ଧି ନେଇ ଆମେରିକା ସହମତ ହୋଇଛି । ୟୁଏନଏସିରେ ସୁଧାର…

କୃଷ୍ଣଙ୍କ ବାଟ ଚାହିଁ ବସିଛି ମା’, ସ୍ତ୍ରୀ କାନ୍ଦୁଛି ଗୁମୁରି ଗୁମୁରି

ଓଡ଼ିଶା ଭାସ୍କର ବ୍ୟୁରୋ: ଜଣେ ସୈନିକର ଲଢ଼େଇର ଅନ୍ତ ନଥାଏ । ତା ପାଇଁ ଯିଏ ଘରେ ଆଉ ସମାଜରେ ସୁରକ୍ଷିତ, ସେ ବଞ୍ଚିରହେ ପ୍ରତିଟି ମୁହୂର୍ତ୍ତ ସେମାନଙ୍କ ହୃଦୟରେ । ଶରୀର ହୁଏତ ମଳିନ ପଡ଼ିଯାଏ ସମୟ ସନ୍ଧିରେ କିନ୍ତୁ ଯବାନ…

ପ୍ରଧାନମନ୍ତ୍ରୀଙ୍କ ପାଇଁ ପଦକ ଜିତିଛନ୍ତି ମୀରାବାଇ ଚାନୁ: ମଣିପୁର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ହାସଲ କରିଛନ୍ତି । ୨୬ ବର୍ଷୀୟା ମୀରାବାଇ ଅଲିମ୍ପିକରେ ରୌପ୍ୟ ପଦକ ଜିତି ଭାରତ…

ଆସନ୍ତା ସପ୍ତାହରେ ମିଳିବ ପିଏମ କିଷାନର ୯ମ କିସ୍ତି: ସୁଧାରି ଦିଅନ୍ତୁ ଏହି ଭୁଲ୍, ନଚେତ୍ ଅଟକିଯିବ ଟଙ୍କା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତିର ଟଙ୍କା ସୋମବାର ମିଳିବାକୁ ଯାଉଛି । ଏହି ଯୋଜନାରେ କୃଷକଙ୍କୁ ସାହାଯ୍ୟ କରିବାକୁ ୨ ହଜାର ଟଙ୍କାର ୩ କିସ୍ତି ଅର୍ଥାତ୍ ୬୦୦୦ ଟଙ୍କା କୃଷକଙ୍କ…

ଖରାପ ପାଣିପାଗ କାରଣରୁ ଆଲାସ୍କାରେ ବିମାନ ଦୁର୍ଘଟଣା, ସମସ୍ତେ ମୃତ

ଆଲାସ୍କା: ଆମେରିକାର ଆଲାସ୍କାରେ ଖରାପ ପାଣିପାଗ ଯୋଗୁଁ ବିମାନ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୫ଜଣ ଯାତ୍ରୀ ଏବଂ ଜଣେ ପାଇଲଟ ରହିଛନ୍ତି । ସୂଚନା ଅନୁଯାୟୀ,…

କେବଳ ହିରୋସୀମା ଓ ନାଗାସାକି ଉପରେ କାହିଁକି ପରମାଣୁ ବୋମା ପକାଇଥିଲା ଆମେରିକା ?

ନୂଆଦିଲ୍ଲୀ: ଆଜି ହେଉଛି ହିରୋସୀମା ଦିବସ । ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ୧୯୪୫ ଅଗଷ୍ଟ ୬ରେ ଜାପାନର ହିରୋସିମା ସହର ଉପରେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ପରମାଣୁ ବୋମା ପକାଇଥିଲା । କେବଳ ଜାପାନ ଏହା ଦ୍ୱାରା ଚକିତ…