Browsing Category

ଦେଶ ବିଦେଶ

ଜୁଲାଇରୁ ସେପ୍ଟେମ୍ବରରେ ହେବ RRB Group D ପାଇଁ ପରୀକ୍ଷା, ଏକ ଲକ୍ଷରୁ ଅଧିକ ପଦବୀ ପୂରଣ ହେବ

ନୁଆଦିଲ୍ଲୀ: ଆବେଦନର ଦିର୍ଘ ଅପେକ୍ଷା ପରେ ଆସନ୍ତା ମାସରେ ହେବାକୁ ଯାଉଛି ଆରଆରବି ଗ୍ରୁପ୍-ଡି ପରୀକ୍ଷା। ଜୁଲାଇରୁ ଗ୍ରୁପ୍ ଡି ପରୀକ୍ଷା କରାଇବାକୁ ରେଳବାଇ ନିଯୁକ୍ତି ବୋର୍ଡ ପ୍ରସ୍ତୁତି ଆରମ୍ଭ କରିଛି। ଏହି ପରୀକ୍ଷା…

‘ଅଗ୍ନିପଥ’ ବିରୋଧରେ ‘ସତ୍ୟାଗ୍ରହ’; ଯୁବ ପିଢିଙ୍କ ସମର୍ଥନରେ ଜନ୍ତର-ମନ୍ତରରେ ଧାରଣାରେ ବସିଲା କଂଗ୍ରେସ

ନୂଆଦିଲ୍ଲୀ: ସେନାରେ ଭର୍ତ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସମଗ୍ର ଦେଶରେ ତୀବ୍ର ବିରୋଧ କରାଯାଉଛି। ଏହି କ୍ରମରେ ଯୁବକଙ୍କ ସମର୍ଥନରେ ସାମ୍ନାକୁ ଆସିଛି ପ୍ରମୁଖ ବିରୋଧୀ ଦଳ କଂଗ୍ରେସ। ଦଳ ରବିବାର…

ଅସମର ଚାରିଆଡ଼େ ଖାଲି ପାଣି ଆଉ ପାଣି, କି ଭୟଙ୍କର ସ୍ଥିତି, ଦେଖନ୍ତୁ ଏହି ୩ଟି Video

ନୂଆଦିଲ୍ଲୀ: ଅସମରେ ମୁଷଳଧାରାରେ ବର୍ଷା ଯୋଗୁଁ ସାଧାରଣ ଜନଜୀବନର ଆଶାତୀତ ଭାବେ ପ୍ରଭାବିତ ହୋଇଛି । ରାଜ୍ୟର ଭିନ୍ନ ଭିନ୍ନ ଅଞ୍ଚଳରେ ବନ୍ୟା ଯୋଗୁଁ ଘରଦ୍ୱାର ବୁଡ଼ି ରହିଛି । ତେଣୁ ଲୋକମାନେ ନିଜ ବାସଗୃହ ଛାଡ଼ି…

ଦେଶରେ ୭୨ ହଜାରୁ ଅଧିକ ସକ୍ରିୟ କରୋନା ରୋଗୀ, ଆଜି ପୁଣି ୧୨ ହଜାରୁ ଅଧିକ ସଂକ୍ରମିତ

ନୁଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି । ଦୈନିକ ୧୨ ହଜାର ଉପରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି । କେନ୍ଦ୍ରୀୟ ସ୍ୱାସ୍ତ୍ୟ ମନ୍ତ୍ରଳାୟ ସୂଚନା ମୁତାବକ, ଦେଶରେ ଗତ ୨୪ ଘଣ୍ଟାରେ…

ଅଗ୍ନିପଥ ସ୍କିମ୍: ବାୟୁସେନା ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି: ୧ କୋଟିର ବୀମା, ୩୦ ଦିନର ଛୁଟି ସହ ଅନେକ ସୁବିଧା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା (ଆଇଏଏଫ) ପକ୍ଷରୁ ଅଗ୍ନିପଥ ସ୍କିମର ନିଯୁକ୍ତି ବିଜ୍ଞାପନ ପ୍ରକାଶ ପାଇଛି । ୪ ବର୍ଷ କାର୍ଯ୍ୟ କରିବା ପରେ ଅଗ୍ନିବୀରଙ୍କୁ ବାୟୁସେନା ପକ୍ଷରୁ ଅନେକ ସୁବିଧା ମିଳିବ । ବାୟୁସେନାରେ…

୪ ବର୍ଷ ପରେ ଅଗ୍ନିବୀର କ’ଣ ସବୁ ବେନିଫିଟ୍ ପାଇବେ, ଜାଣନ୍ତୁ ଏହି ୧୦ଟି ପଏଣ୍ଟ ବିସ୍ତୃତରେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ଦେଶର ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି । ତେବେ ଯୁବବର୍ଗ ସେନାରେ ସାମିଲ ହେଲେ ୪ ବର୍ଷ ପରେ ସେମାନେ ଚାକିରି ହରାଇବେ, ସେମାନଙ୍କୁ ଆଉ ନିଯୁକ୍ତି ମିଳିବ ନାହିଁ…

ଏଣିକି ଘରେ ବସି ପ୍ରସ୍ତୁତ କରିପାରିବେ ଆଧାର କାର୍ଡ, ଆଉ ଯିବାକୁ ପଡ଼ିବନି ଆଧାର ସେବା କେନ୍ଦ୍ର

ନୂଆଦିଲ୍ଲୀ: ଆଧାରକାର୍ଡ଼ ଆଜିର ଦିନରେ ପ୍ରତ୍ୟେକ ଭାରତୀୟଙ୍କ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ଭାରତୀୟଙ୍କ ଜୀବନରେ ଆଧାର କାର୍ଡ କେତେ ଗୁରୁତ୍ୱପୂର୍ଣ୍ଣ, ଆପଣ ଏଥିରୁ ଅନୁମାନ କରିପାରିବେ ଯେ ଏକ ବ୍ୟାଙ୍କରେ…

ଆମେରିକା ପାକିସ୍ତାନକୁ ସହଯୋଗ କରିବା କାରଣରୁ ଭାରତ-ପାକ୍ ସମସ୍ୟା ବୃଦ୍ଧି ପାଉଛି: ଜୟଶଙ୍କର

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସମ୍ପର୍କକୁ ନେଇ ବୈଦେଶିକ ମନ୍ତ୍ରୀ ସୁବ୍ରମଣ୍ୟମ୍ ଜୟଶଙ୍କର ନିଜର ମତାମତ ପ୍ରକାଶ କରିଛନ୍ତି । ଭାରତ-ପାକ୍ ମଧ୍ୟରେ ସୃଷ୍ଟି ହେଉଥିବା ଅନେକ ସମସ୍ୟା ପଛରେ ସିଧାସଳଖ ଆମେରିକାର ହାତ ରହିଛି…

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସାଇକେଲରୁ ତଳେ ପଡ଼ିଗଲେ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶଂସକଙ୍କ ପାଇଁ ଏକ ନିରାଶାଜନକ ଖବର ଆସିଛି । ସାଇକେଲ ଚଳାଉଥିବା ସମୟରେ ତଳେ ପଡ଼ିଯାଇଛନ୍ତି ବାଇଡେନ୍ । ତେବେ ଏହି ଘଟଣା ପରେ ତାଙ୍କଠାରେ କୌଣସି ଆଘାତ ଲାଗି…

ପ୍ରାକ୍ ମୌସୁମୀ ପ୍ରଭାବରେ ୧୫ଟି ରାଜ୍ୟରେ ହେବ ବର୍ଷା: IMD ଜାରି କଲା ସୂଚନା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦେଶର କିଛି ରାଜ୍ୟରେ ତାପମାତ୍ରା ଅଧିକ ରହିଥିବା ବେଳେ ଆଉ କିଛି ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହେଉଛି । ବିଶେଷ କରି ଉତ୍ତର ଭାରତର କିଛି ରାଜ୍ୟରେ ପ୍ରାକ୍ ମୌସୁମୀର ଗତିବିଧି…