Browsing Category
ଦେଶ ବିଦେଶ
ଆନ୍ଦୋଳନରତ ଚାଷୀଙ୍କୁ ‘ମବାଲି’ କହିଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀରେ ଧାରଣାରେ ବସିଥିବା କୃଷକଙ୍କୁ ମବାଲି କହିଲେ କେନ୍ଦ୍ରମନ୍ତ୍ରୀ । ଭାରତୀୟ ଜନତା ପାର୍ଟିର ସାଂସଦ ମିନାକ୍ଷୀ ଲେଖୀ ଏକ ସାମ୍ବାଦିକ ସମ୍ମଳନୀରେ କୃଷକଙ୍କୁ ମବାଲି…
ଜିନ୍ସ ନେଲା ଜୀବନ; ନାବାଳିକାକୁ ହତ୍ୟା କଲା ପିଶାଚ ଜେଜେବାପା
ନୂଆଦିଲ୍ଳୀ: ବିଂଶ ଶତାବ୍ଦୀରେ ପାଦ ଦେଇଥିଲେ ହେଁ ସମାଜରେ ଏବେବି ରୁଢିବାଦୀ ଲୋକଙ୍କ ସଂଖ୍ୟା କିଛି କମ ନାହିଁ । ଏଭଳି ରୁଢିବାଦୀ ମାନସିକତା ପାଇଁ ଜଣେ ୧୭ ବର୍ଷୀୟ ବାଳିକାକୁ ପ୍ରାଣ ହରାଇବାକୁ ପଡିଛି । ବାଳିକା ଜଣଙ୍କ…
୫ ପଇସାରେ ମିଳିବ ଅନଲିମିଟେଡ୍ ବିରିୟାନୀ, ମାଲିକଙ୍କୁ ଭାରୀ ପଡ଼ିଲା ନିଜ ଅଫର୍
ନୂଆଦିଲ୍ଲୀ: ନିଜର ବ୍ୟବସାୟର ପ୍ରୋମୋଶନ୍ ପାଇଁ ଅନେକ ଥର ଲୋକମାନେ ଅଜବ ଗଜବ ଅଫର୍ ରଖନ୍ତି । ଆଉ କିଛି ଲୋକ ତ ବ୍ୟବସାୟ ବଢ଼ାଇବାକୁ ଯାଇ ପ୍ରତିଯୋଗିତା ମଧ୍ୟ ଆୟୋଜନ କରୁଛନ୍ତି । ଯଦ୍ୱାରା ତାଙ୍କ ଦୋକାନର ଲୋକପ୍ରିୟତା…
ମୋଦୀ ମନ୍ତ୍ରିମଣ୍ଡଳର ବଡ଼ ନିଷ୍ପତ୍ତି, ଲଦାଖରେ ହେବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଅନେକ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏକ…
ପତ୍ନୀ ନାଁରେ ନେଲେ ଟିକେଟ୍, ବୁର୍ଖା ପିନ୍ଧି ସଂକ୍ରମିତ ସ୍ୱାମୀ କଲେ ବିମାନ ଯାତ୍ରା; ଏହି ଭୁଲ୍ ପାଇଁ ଧରାପଡ଼ିଲେ
ନୂଆଦିଲ୍ଲୀ: ଜଣେ କରୋନା ଭାଇରସ୍ ସଂକ୍ରମିତ ବୁର୍ଖା ପିନ୍ଧି ନିଜ ପତ୍ନୀଙ୍କ ନାମ ନେଇ ବିମାନରେ ଚଢ଼ିଗଲା । ବିମାନ ଅଧିକାରୀ ମାନଙ୍କୁ ଚକମା ଦେବାକୁ ଯାଇ ନିଜର ମୁହଁ ଘୋଡ଼ାଇ ଦେଇଥିଲା । ଏହା ସହିତ ନକଲି ଆରଟିପିସିଆର୍…
ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଗାଳି-ଗୁଲଜ କରି ନିଲମ୍ବିତ ହୋଇଥିବା ୧୨ ବିଜେପି ବିଧାୟକ
ମୁମ୍ବାଇ: ମହାରାଷ୍ଟ୍ରର ବିଧାନସଭା ବାଚସ୍ପତିଙ୍କ ବ୍ୟକ୍ତିଗତ କକ୍ଷରେ କାର୍ଯ୍ୟ କରୁଥିବା ପୀଠାସୀନ ଅଧିକାରୀ ଭାସ୍କର ଯାଦବଙ୍କ ସହିତ ଦୁର୍ବ୍ୟବହାର ଏବଂ ଗାଳି ଗୁଲଜ କରିବା ଅଭିଯୋଗରେ ନିଲମ୍ବିତ ହୋଇଥିଲେ ୧୨ ବିଜେପି…
ଅଶ୍ୱିନୀ ବୈଷ୍ଣବଙ୍କ ଦଲିଲ ଫାଡିଲେ ଟିଏମସି ସାଂସଦ; ପେଗାସସ ଉପରେ ରଖୁଥିଲେ ବିବୃତି
ନୂଆଦିଲ୍ଲୀ: ଗୁରୁବାର ରାଜ୍ୟସଭାରେ ଆଉ ଏକ ଅଣ ସାମ୍ବିଧାନିକ ଘଟଣା ଘଟିଯାଇଛି । ନବନିଯୁକ୍ତ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାରେ ନିଜ ବିବୃତି ରଖୁଥିବା ବେଳେ ଏହାକୁ ଚିରି ଦେଇଥିଲେ ଟିଏମସି ସାଂସଦ…
ମିସ୍ କଲ୍ ରେ ହ୍ୟାକ୍ କରୁଛି ପେଗାସସ୍, ସତର୍କ ହେବା ଜରୁରୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଗାସସ୍ ସମ୍ପର୍କରେ ପୁଣି ଆସିଲା ଏକ ନୂଆ ତଥ୍ୟ । ମିସ୍ କଲ୍ ଜରିଆରେ ଏହା ଲୋକଙ୍କୁ ଟାର୍ଗେଟ୍ କରୁଛି । ବହୁ ଲୋକଙ୍କ ଉପରେ ନଜର ରଖିଛି ପେଗାସସ୍ । କେନ୍ଦ୍ର ସରକାର ଏହାକୁ ଏକ ପ୍ରକାର…
ସୁପ୍ରିମକୋର୍ଟରେ ପହଞ୍ଚିଲା ପେଗାସସ୍ ବିବାଦ, ଆବେଦନରେ ଏସଆଟି ତଦନ୍ତ ନେଇ ଉଠିଲା ଦାବି
ନୂଆଦିଲ୍ଲୀ: ଇସ୍ରାଏଲ୍ ସ୍ପାଏେଓୟାର୍ ପେଗାସସ୍ କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏବେ ଏହି ବିବାଦ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ପହଞ୍ଚିଯାଇଛି । କୋର୍ଟରେ ଏକ ଆବେଦନ ଦାୟର୍ କରି ଅନୁରୋଧ କରାଯାଇଛି ଯେ, ସାମ୍ବାଦିକ,…
ପଦ ଛାଡିବାର ସଂକେତ ଦେଲେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା
ବେଙ୍ଗାଲୁରୁ : କର୍ଣ୍ଣାଟକରେ ପୁଣି ରାଜନୈତିକ ଅସନ୍ତୋଷ ଦେଖାଦେଇଛି । ରାଜ୍ୟରେ ନେତୃତ୍ଵ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ପଦ ଛାଡିବାର ଆଶଙ୍କା ଏବେ ବଢିଯାଇଛି । ଏନେଇ…