Browsing Category
ଦେଶ ବିଦେଶ
ହଟିଲା କୋଭିଡ୍ କଟକଣା, ଏପ୍ରିଲ ୪ରୁ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭର୍ଚୁଆଲରେ ହେଉଥିଲା ଶୁଣାଣି ସଂକ୍ରମଣ କମିବାରୁ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ପ୍ରଧାନ ବିଚାରପତି ଏନ ଭି ରମଣା । ତେବେ ଏପ୍ରିଲ ୪ରୁ ପ୍ରତ୍ୟକ୍ଷ ଶୁଣାଣି ପାଇଁ…
ଗୁଗୁଲ ପେ’ ଆଣିଲା ନୂଆ ଫିଚର, ଏଣିକ ଗୋଟିଏ କ୍ଲିକରେ ଫଟାଫଟ୍ ଅନଲାଇନ ପେମେଣ୍ଟ ହେବ
ନୂଆଦିଲ୍ଲୀ: ଡିଗିଟାଲ ଯୁଗରେ ମାର୍କେଟିଂ ଠୁ ମନି ଟ୍ରାନ୍ସଫର ପର୍ଯ୍ୟନ୍ତ ପ୍ରାୟ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି । ଲୋକ ସାଥୀରେ ନଗଦ ଟଙ୍କା ନେବାକୁ ପସନ୍ଦ କରୁନାହାନ୍ତି । ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ…
ପେଟ୍ରୋଲ –ଡିଜେଲର ନୂତନ ରେଟ୍ ଜାରି: ଜାଣନ୍ତୁ ଆପଣଙ୍କ ସହରରେ କେତେ ଟଙ୍କା ମହଙ୍ଗା ହେଲା ତୈଳଦର
ନୂଆଦିଲ୍ଲୀ: ବିଭିନ୍ନ ସରକାରୀ କମ୍ପାନୀ ପକ୍ଷରୁ ଜାରି କରାଯାଇଛି ନୂତନ ତୈଳ ଦର । ସକାଳ ୬ଟାରୁ ତେଲ ରେଟ୍ ଅପଡେଟ୍ କରାଯାଇଥିବା ବେଳେ ବିଗତ ଆଜି ତେଲ ଦରରେ କୌଣସି ବୃଦ୍ଧି ଘଟା ଯାଇ ନାହିଁ । ବିଗତ ୧୦ ଦିନ ମଧ୍ୟରେ ୯…
ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ
ନୂଆଦିଲ୍ଲୀ: ଆଜି ଜମ୍ମୁ କଶ୍ମୀରରେ ଜଣେ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଛି । ସୋପିଆନ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଉକ୍ତ ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ନେଇ…
ସିଏମ ଯୋଗୀଙ୍କ ବଡ଼ ଘୋଷଣା, ୧୦୦ ଦିନରେ ୧୦ ହଜାର ଚାକିରି ଦେବେ ୟୁପି ସରକାର
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୁରୁବାର ଘୋଷଣା କରିଛନ୍ତି ଯେ ରାଜ୍ୟର ଯୁବକଙ୍କୁ ୧୦୦ ଦିନରେ ୧୦ ହଜାର ନିଯୁକ୍ତି ଦେବେ । ରାଜ୍ୟର ନିଯୁକ୍ତି କମିଶନ, ବୋର୍ଡ ଅଧ୍ୟକ୍ଷଙ୍କ ସହ ବୈଠକ ପରେ ଏହି ଘୋଷଣା କରିଛନ୍ତି ଯୋଗୀ…
ପାକିସ୍ତାନର ଶାସକ କିଏ ହେବ ନିଷ୍ପତ୍ତି ରବିବାର, ଇସ୍ତଫା ଦେବି ନାହିଁ…ଶେଷ ବଲ୍ ପର୍ଯ୍ୟନ୍ତ ଲଢିବି: ଇମ୍ରାନ
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ ନିଜର ସମ୍ବୋଧନ ସମୟରେ କହିଛନ୍ତି ପାକିସ୍ତାନ ପାଇଁ ଆଜି ହେଉଛି ନିଷ୍ପତ୍ତିର ଘଡି। ସେ କହିଛନ୍ତି, ପାକିସ୍ତାନ…
ଏହି ଜାଗାରୁ ସ୍ମାର୍ଟଫୋନ କିଣିଲେ ହୋଇପାରେ ଜେଲ: ଜାଣନ୍ତୁ ଏହି ମାର୍କେଟର ପ୍ରକୃତ ସତ୍ୟତା
ନୂଆଦିଲ୍ଳୀ: ଆଜିକାଲି ସ୍ମାର୍ଟଫୋନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟି ଯାଇଛି । ତେବେ ଆପଣ ଜାଣନ୍ତି କି ଏହି ସ୍ମାର୍ଟଫୋନ କିଣିବା ଅପରାଧରେ ମଧ୍ୟ ଆପଣଙ୍କୁ ହୋଇପାରେ ଜେଲ । କମ ଦାମରେ ଭଲ ଫିଚର୍ସ ଥିବା…
ଏୟାରପୋର୍ଟରେ ବିତିଲାଣି ୧୪ ବର୍ଷ, ନିଶା ପାଇଁ ଛାଡ଼ି ଆସିଥିଲେ ଘର
ଅନେକ ସମୟରେ ଘରେ ଯଦି କେଉଁ ବ୍ୟକ୍ତିଙ୍କର ଝଗଡ଼ା ହୁଏ ସେ ହୁଏତ ରାଗିକରି ଘରୁ ଚାଲିଯାଇଥାନ୍ତି ଏବଂ କୌଣସି ଫୁଟପାଥ୍ କିମ୍ବା ଷ୍ଟେସନରେ ଆଶ୍ରୟ ନିଅନ୍ତି । କିନ୍ତୁ କେବେ ଝଗଡ଼ା ଯୋଗୁଁ ଘରୁ ଚାଲିଯାଇ ଏୟାରପୋର୍ଟରେ ବର୍ଷ…
ଭାରତକୁ ଆମେରିକାର କଡା ଚେତାବନୀ, ଚୀନ ଆକ୍ରମଣ କଲେ ରୁଷ ବଞ୍ଚାଇବାକୁ ଆସିବ ନାହିଁ
ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣ ପରଠୁ ଆମେରିକା ରୁଷ ଉପରେ ଅନେକ ପ୍ରକାରର କଟକଣା ଲଗାଇ ସାରିଛି। ନିଜେ ଯେମିତି କଟକଣା ଲଗାଇଛି ଠିକ୍ ସେହି ପରି ଅନ୍ୟ ଦେଶ ମଧ୍ୟ ରୁଷ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାନ୍ତୁ ବୋଲି…
ମଦ ପିଉଥିବା ବ୍ୟକ୍ତି ଭାରତୀୟ ନୁହେଁ, ଜାଣନ୍ତୁ କାହିଁକି ଏମିତି କହିଲେ ବିହାର ମୁଖ୍ୟମନ୍ତ୍ରୀ
ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ବିଧାନସଭାରେ ମଦ ନିଷେଧ ଆଇନ ସଂଶୋଧନ ବିଲ୍ କୁ ନେଇ କଠୋର ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ସରକାର ବିଷାକ୍ତ ମଦ ପିଇ ମୃତ୍ୟୁବରଣ କରୁଥିବା କୌଣସି ବ୍ୟକ୍ତିଙ୍କ ପ୍ରତି…