CHARIDHAM
Browsing Category

ଦେଶ ବିଦେଶ

ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଚର୍ଚ୍ଚା, ଦେଖନ୍ତୁ ସାମାଜିକ ଗଣମାଧ୍ୟମରେ କ’ଣ ମତ ରଖୁଛନ୍ତି ଜନତା

ନୁଆଦିଲ୍ଲୀ: ଏନଡିଏ ନେତୃତ୍ୱାଧୀନ ସରକାର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା କରିବା ପରେ ସେ ଭାରତର ପ୍ରଥମ ଆଦିବାସୀ ନେତା ଭାବରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ତାଙ୍କ ନାମ ଘୋଷଣା ପରେ ବିଭିନ୍ନ ମହଲରୁ ତାଙ୍କୁ…

ACରେ ବଦଳାଇ ଦିଅନ୍ତୁ ସବୁଜ ପ୍ଲେଟ୍, ଅଧାରୁ ବି କମ୍ ଆସିବ ବିଦ୍ୟୁତ୍ ବିଲ୍

ନୂଆଦିଲ୍ଲୀ: ତାତିରୁ ରକ୍ଷା ପାଇବା ପାଇଁ ଲୋକମାନେ ACର ଅଧିକ ସାହାରା ନେଉଛନ୍ତି । ଅଧିକ ସମୟ ଚାଲିଲେ ବିଦ୍ୟୁତ୍ ବିଲ୍ ମଧ୍ୟ ଅଧିକ ଆସିବା ସହ ଏସି ଖରାପ ମଧ୍ୟ ହୋଇପାରେ । ଅଧିକ ସମୟ ଚାଲିବା କାରଣରୁ ଏସି କୁଲିଂ ମଧ୍ୟ…

ଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ: ଚାଲିଗଲା ୧୫୫ ଲୋକଙ୍କ ଜୀବନ, ଥରିଉଠିଲା ପାକିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ବଡ଼ଧରଣର ଭୂ-କମ୍ପ ଅନୁଭୂତ ହୋଇଛି । ଏହି ଭୂ-କମ୍ପରେ ୧୫୫ ଲୋକଙ୍କର ମୃତ୍ୟୁ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ରେକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୧ ଥିବା ବେଳେ ପାକିସ୍ତାନର କିଛି…

ଇଛାଶକ୍ତି ଆଗରେ ହାର ମାନିଲା ବୟସ: ୫୩ ବର୍ଷ ବୟସରେ ମା’ ଆଣିଲେ ଏପରି ରେଜଲ୍ଟ, ବୁଲି ବୁଲି ମାର୍କସିଟ ଦେଖାଉଛି ପୁଅ

କୁହାଯାଏ ପାଠ ପଢିବାର କିଛି ବୟସ ନଥାଏ । ଶିଖିବାର ଇଚ୍ଛାଶକ୍ତି ଥିଲେ କୌଣସି ବାଧା ଆପଣଙ୍କୁ ଅଟକାଇ ପାରିବ ନାହିଁ । ବୟସ କେବଳ ଗୋଟେ ନମ୍ବର ବୋଲି ପ୍ରମାଣ କରି ଦେଖାଇଛନ୍ତି ଜଣେ ୫୩ ବର୍ଷିୟ ମହିଳା । ୩୭ ବର୍ଷ…

ମହାରାଷ୍ଟ୍ରରେ ରାଜନୈତିନ ସଙ୍କଟ ବେଳେ ରାଜ୍ୟପାଳଙ୍କୁ କରୋନା

ମୁମ୍ବାଇ: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏବେ ତାଙ୍କୁ ଏଚଏନ ରିଲାଏନ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ରାଷ୍ଟ୍ରପତି ପ୍ରାର୍ଥୀ ହେବାପରେ ଦ୍ରୌପଦୀ ମୁର୍ମୁଙ୍କୁ Z+ ସୁରକ୍ଷା

ରାଇରଙ୍ଗପୁର(ଓଡ଼ିଶା ଭାସ୍କର): ଦ୍ରୌପଦୀ ମୁର୍ମୁଙ୍କୁ ବିଜେପି ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିଛି। ଏହାପରେ ଆଜିଠାରୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ Z + ସୁରକ୍ଷା ଯୋଗାଇ ଦିଆଯାଇଛି। ଏବେ…

ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ: ଗୁଆହାଟିରେ ପହଞ୍ଚିଲେ ୪୦ ବିଦ୍ରୋହୀ ବିଧାୟକ, ବିମାନବନ୍ଦରରେ ରିସିଭ୍ କଲେ ବିଜେପି ସାଂସଦ!

ନୁଆଦିଲ୍ଲୀ: ମହାରାଷ୍ଟ୍ରରେ ଆରମ୍ଭ ହୋଇଥିବା ରାଜନୈତିକ ହଟଚମଟ ସୁରତ ହୋଇ ଗୁଆହାଟିରେ ପହଞ୍ଚିଛି। ବିଦ୍ରୋହ ପରେ ଶିବସେନାର କ୍ୟାବିନେଟ ମନ୍ତ୍ରୀ ଏକନାଥ ସିନ୍ଧେଙ୍କୁ ବିଧାୟକ ଦଳ ନେତା ପଦରୁ ହଟାଇ ଦିଆଯାଇଛି। ତେବେ…

ଏଣିକି ‘Smart’ ଚଷମା ମାଧ୍ୟମରେ ଉଠାଇପାରିବେ କଲ୍, ଆବଶ୍ୟକ ପଡ଼ିବନି Smartphone

ନୂଆଦିଲ୍ଲୀ: ଆଜିର ଟେକ୍ନୋଲୋଜି ଯୁଗରେ ଆମେ ଚାରିପଟୁ ଇଲେକ୍ଟ୍ରୋନିକ ଗ୍ୟାଜେଟ ଦ୍ୱାରା ଘେରି ହୋଇ ରହିଛୁ, ଯେଉଁଥିରେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଇଲେକ୍ଟ୍ରୋନିକ ଉପକରଣ ହେଉଛି ସ୍ମାର୍ଟଫୋନ୍ । ଯଦି ଏବେ ଚଷମା…

ରାଇରଙ୍ଗପୁରରୁ ଯିବେ ରାଇସିନା ହିଲ୍, ଦୁଃଖଦ ଥିଲା ବ୍ୟକ୍ତିଗତ ଜୀବନ

ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କେନ୍ଦ୍ରର ବିଜେପି ନେତୃତ୍ୱାଧିନ ଶସନ ଏନଡିଏ ମେଣ୍ଟ ଓଡ଼ିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୁର୍ବତ୍ତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ଆଗାମୀ ରାଷ୍ଟ୍ରପତି…

ଦ୍ରୌପଦୀ ମୁର୍ମୁ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲା NDA

ନୂଆଦିଲ୍ଲୀ: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କ ନାମରେ ଲାଗିଛି ମୋହର ।…