Browsing Category

ଦେଶ ବିଦେଶ

ରୋମାଞ୍ଚଭରା ଭିଡିଓ ସୁଟିଂ ପାଇଁ ପାଗଳାମିର ସୀମା ଟପିଲା: ୨୦୦ ଫୁଟ ଉଚ୍ଚରୁ ତଳକୁ ଡେଇଁଲେ ଯୁବକ, ତା’ପରେ ଶରୀରରୁ ଅଲଗା ହେଲା….

ଲଣ୍ଡନ:  ଜୀବନରେ ଖୁସି ପାଇବା ପାଇଁ ସମସ୍ତେ ଚାହାନ୍ତି । ମାତ୍ର ବେଳେବେଳେ ଅତ୍ୟଧିକ ରୋମାଞ୍ଚକର ହୋଇ କିଛି ଲୋକ ନିଜ ଜୀବନକୁ ବିପଦରେ ପକାଇ ଦେଇଥାନ୍ତି । ଏକ ଆକର୍ଷଣୀୟ ଭିଡିଓ ସୁଟିଂ କରିବା ଖୁସିରେ ଜଣେ ଯୁବକ…

କୋଭିଡରେ ଗଲାଣି ୧୭ ପାଇଲଟଙ୍କ ଜୀବନ, ବିମାନ ସେବା ଯୋଗାଉଥିବା ଇଣ୍ଡିଗୋ କମ୍ପାନୀର ସର୍ବାଧିକ ୧୦ ପାଇଲଟଙ୍କ ନେଲାଣି ଜୀବନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : କରୋନା ଯୋଗୁଁ ବହୁ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ସେଥିରୁ ବର୍ତ୍ତିପାରିନାହାନ୍ତି ପାଇଲଟ । ରିପୋର୍ଟ ଅନୁସାରେ କରୋନାରେ ଆକ୍ରାନ୍ତ ହୋଇ ଏଯାବତ ଏୟାର ଇଣ୍ଡିଆ, ଇଣ୍ଡିଗୋ…

୩୭.୨୭ ଲକ୍ଷରେ ପହଞ୍ଚିଲା ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୨୭ ହଜାର ୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୩୩ ଲକ୍ଷ ୧୮…

ଇଂଲଣ୍ଡରେ ଭାରତୀୟ କ୍ରିକେଟରଙ୍କ ପାଇଁ କଠୋର ହେଲା କ୍ୱାରେଣ୍ଟାଇନରେ କଟକଣା: ୩ ଦିନ ପର୍ଯ୍ୟନ୍ତ ପରସ୍ପର ମିଳାମିଶା କରି ପାରିବେ ନାହିଁ

ଲଣ୍ଡନ (ଓଡ଼ିଶା ଭାସ୍କର) : ସଂପ୍ରତି ଇଂଲଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ ଦଳ ପାଇଁ ଜାରି ହୋଇଛି କଡା କଟକଣା । ତିନିଦିନ ଅତି କଠୋର କ୍ୱାରେଣ୍ଟାଇନରେ ରହିବା ସହ କୌଣସି ଖେଳାଳି ସାଥୀ ଖେଳାଳିଙ୍କ ସହ ମିଳାମିଶା…

ମଧ୍ୟ ପ୍ରଦେଶରେ ୩ ହଜାର ଡାକ୍ତରଙ୍କ ସମୂହ ଇସ୍ତଫା: ଡାକ୍ତର କହିଲେ “ସରକାରଙ୍କ ସହ କାର୍ଯ୍ୟ କରିବାକୁ ଚାହୁଁଛନ୍ତି, କିନ୍ତୁ ସରକାର ଆମ…

ଭୋପାଲ (ଓଡ଼ିଶା ଭାସ୍କର) : ମଧ୍ୟ ପ୍ରଦେଶରେ ନିଯୁକ୍ତ ହୋଇଥିବା ୩ ହଜାର ଜୁନିୟର ଡାକ୍ତରଙ୍କ ଇସ୍ତଫା । ଏମାନଙ୍କ ମଧ୍ୟରୁ ଶ୍ୟାମଶାହ ମେଡିକାଲ କଲେଜରୁ ୧୭୮ ଜୁନିୟର ଡାକ୍ତର ଥିବା ଜଣାପଡିଛି । ଫଳରେ ରେୱାରେ…

ଆଜି ଦେଶରେ ପାଳନ ହେବ ଦିନିକିଆ ରାଷ୍ଟ୍ରୀୟ ଶୋକ, ସରକାରୀ କାର୍ଯ୍ୟଳୟ ଗୁଡ଼ିକରେ ଅର୍ଦ୍ଧନମିତ ରହିବ ରାଷ୍ଟ୍ରୀୟ ପତାକା

ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) :  ମରିସସ୍‌ର ପୂର୍ବତନ ରାଷ୍ଟ୍ରତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସାର୍‌ ଅନେରୁଦ୍‌ ଜଗନ୍ନାଥଙ୍କ ପରଲୋକ ଘଟିଛି । ତେଣୁ ଶନିବାର ଗୋଟିଏ ଦିନ ପାଇଁ ରାଷ୍ଟ୍ରୀୟ ଶୋକ ପାଳନ କରିବାକୁ…

ଜୀବଜନ୍ତୁ ବି ବାଦ୍ ପଡିଲେନି, ମାଇ ସିଂହର ମୃତ୍ୟୁ ପରେ ଚିଡିଆଖାନାରେ ୯ ସିଂହ କରୋନା ପଜିଟିଭ୍

ଚେନ୍ନାଇ : ମଣିଷଙ୍କ ପରେ ଏବେ ମହାମାରୀର ପ୍ରକୋପ ଜୀବଜନ୍ତୁଙ୍କଠାରେ ଦେଖିବାକୁ ମିଳିଛି। ହାଇଦ୍ରାବାଦର ଏକ ଚିଡିଆଖାନାରେ ସିଂହ କରୋନା ସଂକ୍ରମିତ ହେବା ଖବର ପରେ ଏବେ ଚେନ୍ନାଇରେ ମଧ୍ୟ ସିଂହ କୋଭିଡ୍-୧୯ ସଂକ୍ରମଣ…

ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭିି ତିଆରି ଅନୁମତି

ନୂଆଦିଲ୍ଲୀ: ସେରମ୍ ଇନଷ୍ଟିଚ୍ୟୁଟକୁ ମିଳିଲା ସ୍ଫୁଟନିକ-ଭି ତିଆରି ଅନୁମତି । ଋଷିଆ ପ୍ରସ୍ତୁତ ସ୍ଫୁଟନିକ-ଭି ଟିକା ତିଆରି କରିବ ସେରମ୍ ଇନଷ୍ଟିଚ୍ୟୁଟ୍ । ପରୀକ୍ଷାମୂଳକ ଭାବେ ଟିକା ତିଆରି ପାଇଁ ସେରମ୍ ଇନଷ୍ଟିଚ୍ୟୁଟକୁ…

ମରିସସ୍ ର ପୂର୍ବତନ ରାଷ୍ଟ୍ରପତିଙ୍କ ଦେହାନ୍ତରେ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ଘୋଷଣା

ନୂଆଦିଲ୍ଲୀ: ମରିସସ୍ ର ପୂର୍ବତନ ରାଷ୍ଟ୍ରପତି ଅନିରୁଦ୍ଧ ଜଗନ୍ନାଥଙ୍କ ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଭାରତ ସରକାର ଆସନ୍ତା କାଲି ଶନିବାର ଦିନ ଦେଶରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏ ସମ୍ପର୍କରେ…

ସମସ୍ତ ହସ୍ପିଟାଲକୁ ନୀତିନ ଗଡକରୀଙ୍କ ଉପଦେଶ, ଅକ୍ସିଜେନ୍ ଯୋଗାଣ ନେଇ ଆତ୍ମ ନିର୍ଭରଶୀଳ ହୁଅନ୍ତୁ

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରକୋପ ଥମିବାର ନାଁ ଧରୁନାହିଁ। ପ୍ରଥମ ଲହର ପରେ କରୋନାର ଦ୍ଵିତୀୟ ଲହରରେ ଅନେକ ସଂଖ୍ୟାରେ ଲୋକଙ୍କ ପ୍ରାଣହାନୀ ଘଟିଛି। ଆଶ୍ଵସ୍ତିକର କଥା ଗତ କିଛି ଦିନରେ କରୋନା ମହାମାରୀ…