
Browsing Category
ଦେଶ ବିଦେଶ
ଦେଶରେ ପୁଣି ଆଜି ପୁଣି ୪ ହଜାର ଉପରେ ସଂକ୍ରମିତ ଚିହ୍ନଟ, ୨୪ ହଜାରୁ ଅଧିକ ହେଲା ସକ୍ରିୟ ମାମଲା
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ବଢୁଥିବା କରୋନା ସଂକ୍ରମଣ ସଂଖ୍ୟା ପୁଣି ଲୋକଙ୍କ ମନରେ ଚିନ୍ତା ବଢାଇ ଦେଲାଣି। ଦେଶରେ ଲଗାତାର ତିନି ଧରି ଚାରି ହଜାର ପାଖାପାଖି ମାମଲା ସାମ୍ନାକୁ ଆସୁଛି। ସ୍ୱାସ୍ତ୍ୟବିଭାଗ ପକ୍ଷରୁ ଜାରି…
ଯୋଗୀ ଆଦିତ୍ୟନାଥଙ୍କ ଜନ୍ମଦିନ: ଅଜୟ ସିଂହ ବିଷ୍ଟରୁ କେମିତି ହେଲେ ଯୋଗୀ? ଜାଣନ୍ତୁ ପିଲାଦିନରୁ ମୁଖ୍ୟମନ୍ତ୍ରୀ ହେବାର ଯାତ୍ରା
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଜି ୫୦ ତମ ଜନ୍ମଦିନ । ଖାସ୍ କଥା ହେଉଛି ତାଙ୍କ ଜନ୍ମଦିନ ସେ ନିଜେ ପାଳନ କରିନଥାନ୍ତି, ତେବେ ଯୋଗୀଙ୍କୁ ଜନ୍ମଦିନକୁ ପାଳନ କରିବା ପାଇଁ ରାଜ୍ୟର ବିଭିନ୍ନ ସଂଗଠନ…
କାମ କରୁନି ଆମେରିକାର ଚେତାବନୀ, ଏକାସାଙ୍ଗରେ ଆଠଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ
ନୂଆଦିଲ୍ଲୀ: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ ତାଙ୍କର ମନୋମୁଖୀ ଶାସନକୁ ନେଇ ଚର୍ଚାରେ ରହୁଛନ୍ତି। ଆମେରିକା ଏବଂ ଏହାର ପଡୋଶୀ ଦେଶ ଦକ୍ଷିଣ କୋରିଆର ଚେତାବନୀ ସତ୍ୱେ କିମ ପ୍ରତିଦିନ କ୍ଷେପଣାସ୍ତ୍ର…
କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୫-୨୦ ଦମକଳବାହିନୀ ନିୟୋଜିତ
ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ସୁରତରେ ଏକ କପଡ଼ା ମିଲରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ନିଆଁ ଲିଭାଇବା ପାଇଁ ପ୍ରାୟ ୧୫-୨୦ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଏହି ମିଲ ସହରର…
ମହିଳା ଜନ୍ମ ଦେଲେ ଏଲିୟନ ଭଳି ଶିଶୁ ! ଜାଣନ୍ତୁ କ’ଣ ପ୍ରକୃତ ସତ…
ମଧ୍ୟପ୍ରଦେଶର ରତ୍ଲାମରେ ଏକ ଏଲିୟନ ସଦୃଶ ଶିଶୁର ଜନ୍ମ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜିଲ୍ଲାର ମାତୃ ଓ ଶିଶୁ ମେଡିକାଲ ୟୁନିଟ୍ (ଏମସିଏଚ) ରେ ଯେତେବେଳେ ଜଣେ ମହିଳା ଜଣକ ଏକ ଅଜବ ଚେହେରା ଥିବା ସନ୍ତାନକୁ ଜନ୍ମ…
ସେନା ପ୍ରସ୍ତୁତ ଅଛି, ଶୁଭ ମୁହୂର୍ତ୍ତ ଆସିଲେ ପାକିସ୍ତାନ ବି ଆମର ହେବ: ବିଜେପି ସାଂସଦ
ନୂଆଦିଲ୍ଲୀ: ବିଜେପି ରାଜ୍ୟସଭା ସାଂସଦ ରାକେଶ ସିହ୍ନା ଗୋଟିଏ ପଟେ ବିହାରରେ ଜାତୀୟ ଜନଗଣନାକୁ ନେଇ ନୀତୀଶ ସରକାରଙ୍କ ଉପରେ ପ୍ରଶ୍ନ ଉଠାଇଥିବାବେଳେ ଅନ୍ୟପଟେ ସେ ପାକିସ୍ତାନକୁ ନେଇ ବଡ଼ ଦାବି କରିଛନ୍ତି ।
ପ୍ରକୃତରେ…
ବିବାଦୀୟ ପରଫ୍ୟୁମ୍ ବିଜ୍ଞାପନକୁ ନେଇ ସରକାରଙ୍କ କାର୍ଯ୍ୟାନୁଷ୍ଠାନ: ତୁରନ୍ତ ହଟାଇବାକୁ Youtube-twitterକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଅନେକ ସମୟରେ ଟିଭି ବିଜ୍ଞାପନକୁ ନେଇ ବିବାଦ ଦେଖାଦେଇଛି । ଏହି ବିଜ୍ଞାପନକୁ ନେଇ ଅତୀତରେ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି । ଏବେ ପୁଣି ଏହିପରି ଏକ ବିବାଦୀୟ ବିଜ୍ଞାପନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏକ…
ପୁଣି ଜନତାଙ୍କୁ ଲାଗିବ RBI ଝଟକା! ଆସନ୍ତା ସପ୍ତାହରେ ବୃଦ୍ଧି ହେବ ସୁଧ ହାର, ମହଙ୍ଗା ହୋଇଯିବ ଆପଣଙ୍କର Loanର EMI
ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ଭାରତବର୍ଷରେ କେବଳ ମହଙ୍ଗା ସିଜିନ୍ ଚାଲିଛି । ପନିପରିବା, ତେଲ, ନିତ୍ୟବ୍ୟବହାର୍ଯ୍ୟ ଜିନିଷଠାରୁ ଆରମ୍ଭ କରି ବ୍ୟାଙ୍କ ଲୋନ୍ ଇଏମଆଇ ପର୍ଯ୍ୟନ୍ତ ସବୁ କିଛି ମହଙ୍ଗା । ତେବେ ଏହା ମଧ୍ୟରେ…
CORBEVAXକୁ ମିଳିଲା DCGI ମଞ୍ଜୁରୀ, କରୋନାର ବୁଷ୍ଟର ଡୋଜ୍ ଭାବେ ହେବ ଜରୁରୀକାଳୀନ ବ୍ୟବହାର
ନୂଆଦିଲ୍ଲୀ: ବାୟୋଲୋଜିକାଲ ଇ. ଲିମିଟେଡ (ବିଇ) ଦ୍ୱାରା ପ୍ରସ୍ତୁତ କୋଭିଡ୍ ଭ୍ୟାକ୍ସିନ କୋର୍ବେଭାକ୍ସକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଦ୍ୱାରା ଅନୁମତି ମିଳିଛି । ଜରୁରୀକାଳୀନ ସ୍ଥିତିରେ…
ସରକାରୀ କର୍ମଚାରୀଙ୍କର ୫ ପ୍ରତିଶତ ବଢ଼ିବ ମହଙ୍ଗା ଭତ୍ତା! ଜାଣନ୍ତୁ ସର୍ବାଧିକ ବେସିକ ସାଲାରି ଓ ସର୍ବନିମ୍ନ ବେସିକ ସାଲାରି କେତେ ରହିବ
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ଆସନ୍ତା ଜୁଲାଇ ମାସ ୧ ତାରିଖରୁ ବଢ଼ିବାକୁ ଯାଉଛି ।…