Browsing Category

ଦେଶ ବିଦେଶ

ଦେଶରେ କେବେ ଖୋଲିବ ସ୍କୁଲ? ଜାଣନ୍ତୁ କ’ଣ ଉତ୍ତର ଦେଲେ ସରକାର

ନୂଆଦିଲ୍ଲୀ: କରୋନା କାଳରେ ସାରାଦେଶରେ ସ୍କୁଲ ବନ୍ଦ ହେବା ପରେ ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି । ଗୋଟିଏ ପଟେ ଟିକାକରଣ ଅଭିଯାନକୁ ଆହୁରି ଜୋରଦାର କରାଯାଉଥିବା ବେଳେ…

ସାବରମତୀ ନଦୀରେ କରୋନା ଭାଇରସ୍ ଚିହ୍ନଟ ପରେ ମିଳିଲା ଅନେକ ସଂଖ୍ୟାରେ ମୃତ ମାଛ, ଲୋକେ ଭୟଭୀତ

ଅହମଦାବାଦ୍: ସାବରମତୀ ନଦୀର ପାଣିରେ କିଛି ଦିନ ହେବ କରୋନା ଭାଇରସ୍ ଚିହ୍ନଟ ହେବା ପରେ ନଦୀରେ ମୃତ ମାଛଙ୍କ ସଂଖ୍ରା ବଢ଼ିଚାଲିଛି । ଯାହାପରେ ଲୋକ ମଧ୍ୟରେ ଭୟର ବାତାବରଣ ଦେଖିବାକୁ ମିଳିଛି । ହେଲେ ମାଛ ମାନଙ୍କ ମରିବାର…

ପଶ୍ଚିମବଙ୍ଗରେ ବିଜେପିକୁ ଜୋରଦାର ଝଟକା: ଦଳ ଛାଡି ଟିଏମସିକୁ ଫେରିଆସିଲେ ୩୦୦ କର୍ମୀ, ଏପରି କରାଗଲା ଶୁଦ୍ଧିକରଣ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସରିଛି ସତ, କିନ୍ତୁ ଏବେ ବି ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ବିଜେପିରେ ଯୋଗଦେଇଥିବା କର୍ମୀମାନେ ଧିରେ ଧିରେ ଘର ବାହୁଡା କରିବାରେ…

ସ୍ୱିସ୍ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ଟପିଲାଣି ୨୦ ହଜାର କୋଟି! ମୋଦି ସରକାର କହୁଛନ୍ତି ନା

ନୂଆଦିଲ୍ଲୀ: ପୁଣି ଉଠିଛି କଳାଧନ ପ୍ରସଙ୍ଗ । ବିଗତ ଦିନମାନଙ୍କରେ ଅନେକ ବାର ଏ ବିଷୟରେ ଚର୍ଚ୍ଚା ହୋଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ତାହା ଥମିଯାଇଥିଲା । ତେବେ ଏକ ରିପୋର୍ଟ ମୁତାବକ, ବର୍ତ୍ତମାନ ସ୍ୱିସ୍…

ଡ୍ରଗ୍ସ ନିଶାରେ ନିଜ ମା’କୁ ଦୁଷ୍କର୍ମ କଲା ନାବାଳକ ପୁଅ

ମାଦ୍ରିଦ୍: ସ୍ପେନର ଲସ୍ ପାଲମସ୍ ଠାରୁ ଏକ ଆଶ୍ଚର୍ଯ୍ୟ କଲା ପରି ଘଟଣା ସାମନାକୁ ଆସିଛି । ଅସଲରେ ଏଠାରେ ଏକ ୧୬ ବର୍ଷର ନାବାଳକ ନିଜ ମା'କୁ ଦୁଷ୍କର୍ମ କରିଛି । ଏହାପରେ ପୀଡ଼ିତା ମା' ନିଜେ ପୁଲିସ୍ କୁ ଫୋନ୍ କରି ପୁଅର…

ଭାରତ He ନା She ? ମିଲଖାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାବେଳେ ଟ୍ଵିଟରେ ଜେଣ୍ଡର ବଦଳାଇ ଦେଲେ ରାହୁଲ!

ନୂଆଦିଲ୍ଲୀ : ଦେଶର ମହାନ ଆଥଲେଟ୍ ମିଲଖା ସିଂହଙ୍କ ଶୁକ୍ରବାର ବିଳମ୍ଵିତ ରାତ୍ରିରେ କରୋନରେ ପରଲୋକ ଘଟିଛି। ସମଗ୍ର ଦେଶ ମିଲଖାଙ୍କ ନିଧନରେ ଶୋକ ପ୍ରକଟ୍ କରି ଟ୍ଵିଟର ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।…

ଏଣିକି ଭେଣ୍ଟିଲେଟର୍ ଓ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀଙ୍କୁ ଆଗୁଆ ଠାବ କରିବ ସଫ୍ଟୱେର୍, ଜାଣନ୍ତୁ କେମିତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶନିବାର ଏକ ନୁତନ ସଫ୍ଟୱେର୍ ପ୍ରସ୍ତୁତ କରିଛନ୍ତି । ଯାହା ମାଧ୍ୟମରେ ଭେଣ୍ଟିଲେଟର୍, ଜରୁରୀକାଳୀନ ସେବା ଏବଂ ଆଇସିୟୁ ଆବଶ୍ୟକ କରୁଥିବା ରୋଗୀ ମାନଙ୍କୁ ସହଜରେ ଠାବ କରାଯାଇପାରିବ ।…

ଉତ୍ତର କୋରିଆରେ ଉତ୍କଟ ଖାଦ୍ୟ ସଂକଟ; ମାନିଲେ କିମ୍

ନୂଆଦିଲ୍ଲୀ: ଏକ ପ୍ରମୁଖ ଶାସକ ଦଳର ବୈଠକ ଶେଷ ହେବା ପରେ ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍ ଉନ୍ ତାଙ୍କ ଦେଶରେ ଖାଦ୍ୟ ଅଭାବକୁ ସ୍ୱୀକାର କରିଛନ୍ତି। ଏହା ସହ ସେ ଦେଶର ଏଭଳି ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ…

କଶ୍ମୀରରେ ହେବ  ନିର୍ବାଚନ ? ରାଜନୈତିକ ମାହୋଲ ସରଗରମ, ଜୁନ ୨୪ରେ ମୋଦୀ ଡକାଇଲେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରକୁ ନେଇ ରାଜନୈତିକ ଉଷ୍ଣତା ବଢି ଯାଇଛି। କଶ୍ମୀରରେ ବିଧାନସଭା ନିର୍ବାଚନ ହେବ ନା ଆଉ କିଛି ବଡ ଘୋଷଣା କରାଯିବ, ଏହାକୁ ନେଇ କଳ୍ପନା ଜଳ୍ପନା  ଜାରି ରହିଛି। କାରଣ ପ୍ରଧାନମନ୍ତ୍ରୀ…