Browsing Category
ଦେଶ ବିଦେଶ
ଡିଏଲ୍, ଗାଡ଼ି ରେଜିଷ୍ଟ୍ରେସନ୍ ପାଇଁ ମିଳିଲା ଅତିରିକ୍ତ ସମୟ
ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ପାଇଁ ସବୁ ଗୁରୁତ୍ୱପୂର୍ଣ୍ଣ ଓ ଜରୁରି କାର୍ଯ୍ୟ ପ୍ରଭାବିତ ହୋଇଛି । ସାଧାରଣ ଜନତାଙ୍କୁ ମିଳିପାରିନି ସେବା ଓ ସୁବିଧା । ଏହକୁ ବିଚାର କରି କେନ୍ଦ୍ର ସରକାର ନେଇଛନ୍ତି ଏକ ମହତ…
ଈର୍ଷାରେ ଜଳିଥିଲେ ଶିଳ୍ପା, ହିଟ୍ ଗୀତରେ ସାମିଲ୍ ହୋଇପାରିଲେନି ବୋଲି…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହାତଛଡ଼ା ହେଉକି ସୁଯୋଗ ନମିଳୁ... ଗୋଟିଏ ଗୀତ ଏତେ ହିଟ୍ ହୋଇଗଲା ଯେ, ସେଥିରେ ସାମିଲ ହୋଇନପାରିବାର ଦୁଃଖ ରହିଗଲା । ଖାଲି ସେତିକି ନୁହେଁ, ଈର୍ଷାରେ ଜଳିଥିଲେ ଜଣେ ଅଭିନେତ୍ରୀ । ୧୯୯୩ର…
୩୧ ଜୁଲାଇ ସୁଦ୍ଧା CBSE ଦ୍ୱାଦଶ ରେଜଲ୍ଟ, ଜାଣନ୍ତୁ କିପରି ଦିଆଯିବ ମାର୍କ?
ନୂଆଦିଲ୍ଲୀ: CBSE ବୋର୍ଡର ଦ୍ୱାଦଶ ମାର୍କସିଟ୍ ପ୍ରସ୍ତୁତ କରିବାକୁ ନେଇ ଗଠିତ ୧୩ ଜଣିଆ କମିଟି ଗୁରୁବାର ଦିନ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିଛି । ସୁପ୍ରିମକୋର୍ଟରେ ମୂଲ୍ୟାୟନର ରୂପରେଖ ଉପସ୍ଥାପନ କରିଛି…
ସଫେଇ କର୍ମଚାରୀଙ୍କ ପାଇଁ ଉତ୍ସର୍ଗୀକୃତ ଦିନଟିଏ
ଓଡ଼ିଶା ଭାସ୍କର ବ୍ୟୁରୋ: ଆଜି ହେଉଛି ବିଶ୍ୱ ସଫେଇ କର୍ମୀ ଦିବସ । ପ୍ରତିବର୍ଷ ଜୁନ୍ ୧୭ ତାରିଖରେ ସେହି ମାନଙ୍କୁ ସମ୍ମାନିକ କରାଯାଏ ଯେଉଁ ମାନେ ପ୍ରତିଦିନ ଆମ ଘର ପାଖକୁ ଆସି ମାଗଣାରେ ଘରର ଅଳିଆ ଆବର୍ଜନା ନିଅନ୍ତି ।…
ଏହି ଦେଶରେ ଆଜିଠାରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, ୨୦ରୁ ହଟିଯିବ କରୋନା କର୍ଫ୍ୟୁ
ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶରେ ଏବେବି କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ କିଛି ଦେଶରେ ସଂକ୍ରମଣ ନିମ୍ନଗାମୀ ହେବାରେ ଲାଗିଛି । ଏହାରି ମଧ୍ୟରେ ଫ୍ରାନ୍ସରେ ଲାଗୁ ହୋଇଥିବା କରୋନା କର୍ଫ୍ୟୁ ଆସନ୍ତା…
ଗର୍ଭବତୀ ମହିଳାଙ୍କ ପାଇଁ କରୋନାର ଦ୍ୱିତୀୟ ଲହର ଥିଲା ଅଧିକ ବିପଜ୍ଜନକ: ICMR
ନୂଆଦିଲ୍ଲୀ: ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମଆର ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ମୁତାବକ, କରୋନା ଭାଇରସର ଦ୍ୱିତୀୟ ଲହର ଗର୍ଭବତୀ ମହିଳା ଓ ନିକଟରେ ସନ୍ତାନ ପ୍ରସବ କରାଇଥିବା ମହିଳାମାନଙ୍କ…
ଦେଶରେ ୨ ହଜାର ୩୩୦ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨ ହଜାର ୩୩୦ ଜଣଙ୍କ…
ଏମ୍ସର ନବମ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ
ନୂଆଦିଲ୍ଲୀ: ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସରେ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଲ୍ଡିଂ ୯ ମହଲାରେ ଅଗ୍ନିକାଣ୍ଡ ଘଟିବାରୁ ସେଠାକୁ ତୁରନ୍ତ ୨୨ଟି ଦମକଳ ପଠାଯାଇଥିଲା ।…
ବର୍ତ୍ତମାନ ସୁଦ୍ଧା ୭୩୦ ଡାକ୍ତରଙ୍କ ଜୀବନ ନେଲାଣି କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ?
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ଯୋଗୁଁ ରୋଗୀଙ୍କ ସମତେ ଅନେକ ଡାକ୍ତରଙ୍କ ମୃତ୍ୟୁ ହୋଇଛି । କରୋନାର ଦ୍ୱିତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ଦେଶରେ ଅତି କମରେ ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି ବୋଲି ଇଣ୍ଡିଆନ୍…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୮.୪୮ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୮ ଲକ୍ଷ ୪୮ ହଜାର ୧୫୮ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୭୭ ଲକ୍ଷ ୮୭…