Browsing Category

ଦେଶ ବିଦେଶ

ଶଶିକଳାଙ୍କ ସହ କଥା ହେବା ପଡ଼ିଲା ମହଙ୍ଗା, ୧୬ ନେତା ଦଳରୁ ବହିଷ୍କୃତ କଲା ଏଆଇଏଡିଏମକେ

ଚେନ୍ନାଇ (ଓଡ଼ିଶା ଭାସ୍କର) : ଶଶିକଳାଙ୍କ ସହ କଥା ହେବା ନେତାମାନଙ୍କୁ ପଡିଲା ମହଙ୍ଗା । ଏଆଇଏଡିଏମକେ(ଅଲ ଇଣ୍ଡିଆ ଅନ୍ନା ଦ୍ରାବିଡ ମନ୍ନେତ୍ର କଡଗମ) ସୋମବାର ପାର୍ଟିର ୧୬ ପଦାଧିକାରୀଙ୍କୁ ଦଳରୁ ବହିଷ୍କାର କରିଛି ।…

ମାସ୍କ ନପିନ୍ଧି ୧୦୦ ଡଲାର ତଣ୍ଡ ଗଣିଲେ ବ୍ରାଜିଲ୍‌ ରାଷ୍ଟ୍ରପତି, ମୋଟରସାଇକଲ ରାଲି ସମୟରେ ଭାଙ୍ଗିଥିଲେ କରୋନା ନିୟମ

ବ୍ରାସିଲିଆ : କରୋନା ବେଳେ ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲ୍‌ ସୋନାରୋ ମୁହଁରେ ମାସ୍କ ନପିନ୍ଧି ସମର୍ଥକମାନଙ୍କ ସହ ମୋଟରସାଇକଲ ରାଲି କରିଥିବାରୁ ତାଙ୍କ ଉପରେ ୧୦୦ ଆମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୭୩୦୦ ଟଙ୍କାରୁ…

ଦିଲ୍ଲୀରେ ଆରମ୍ଭ ହେଲା ସ୍ପୁଟନିକ୍‌-ଭି ଟିକାକରଣ, ଏହାର ଉଭୟ ଡୋଜ ଭିନ୍ନ

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଜାତୀୟ ରାଜଧାନୀ ଦିଲ୍ଲୀରେ ରୁଷିଆର କରୋନା ଟିକା ‘ସ୍ପୁଟନିକ-ଭି’ ଡ. ରେଡ୍ଡୀଜ ପରୀକ୍ଷାଗାରର କର୍ମଚାରୀଙ୍କୁ ଦିଆଯାଉଛି । ରବିବାର ଆପୋଲୋ ହସ୍ପିଟାଲରେ ଏହି ଟିକାକୁ ଶୁଭାରମ୍ଭ…

ଶିଶୁଙ୍କ ଉପରେ କୋଭାକ୍ସିନର ଟ୍ରାଏଲ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜିଠାରୁ ୬ରୁ ୧୨ ବର୍ଷୀୟ ପିଲାଙ୍କଠାରେ ଟିକା ପରୀକ୍ଷା ଆରମ୍ଭ ହୋଇଛି । ଦିଲ୍ଲୀ ଏମ୍ସରେ ଶିଶୁଙ୍କଠାରେ କୋଭାକ୍ସିନ୍ ଟିକା…

ପୁରସ୍କାର ରାଶି ଘୋଷଣା କଲା ଆଇସିସି, ବିଶ୍ୱଟେଷ୍ଟ ଚାମ୍ପିଅନ୍ ଟିମ୍‌କୁ ମିଳିବ ୧.୬ ମିଲିୟନ ଡଲାର

ଦୁବାଇ (ଓଡ଼ିଶା ଭାସ୍କର): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍  ଫାଇନାଲ ମ୍ୟାଚର ବିଜେତାଙ୍କୁ ମିଳିବ ୧.୬ ମିଲିଅନ ଡଲାର ପୁରସ୍କାର ରାଶି ସହିତ ଟେଷ୍ଟ ଚାମ୍ପିଅନସିପ୍…

ଆଂଶିକ ଭାବରେ ହେବ ଚାରିଧାମ ଦର୍ଶନ: ଜାଣନ୍ତୁ କେଉଁମାନେ କରିପାରିବେ ଦର୍ଶନ

ଦେହରାଡୁନ୍: ଦେଶରେ କରୋନାର ଦ୍ୱିତୀୟ ଲହରର ଭୟାବହତାକୁ ଦୃଷ୍ଟିରେ ରଖି ଚାରିଧାମ ଯାତ୍ରାକୁ ସ୍ଥଗିତ ରଖାଯାଇଥିଲା । ତେବେ ଆଜି ଉତ୍ତରାଖଣ୍ଡ ସରକାର ଚାରିଧାମ ଯାତ୍ରା ଆଂଶିକ ଭାବରେ ଆରମ୍ଭ କରିବାକୁ ନିଷ୍ପତ୍ତି…

କରୋନାର ତୃତୀୟ ଲହରରେ ସଂକ୍ରମଣରୁ କିପରି ଶିଶୁଙ୍କୁ ରକ୍ଷା କରିବେ? ଜାଣନ୍ତୁ ଗାଇଡଲାଇନ୍

ନୂଆଦିଲ୍ଲୀ: କରୋନାର ସମ୍ଭାବିତ ତୃତୀୟ ଲହରରେ ଶିଶଙ୍କୁପାଇଁ ଅଧିକ ବିପଦ ଥିବା ବିଶେଷଜ୍ଞମାନେ କହିଛନ୍ତି । ଏଥିରୁ ଶିଶୁମାନଙ୍କୁ ରକ୍ଷା କରିବାକୁ ଆୟୁଷ ମନ୍ତ୍ରଣାଳୟ ଗାଇଡଲାଇନ୍ ଜାରି କରିଛି । କରୋନାର ତୃତୀୟ ଲହର…

ନୋଭାଭାକ୍ସ ଟିକା ୯୦ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: କରୋନା ଟିକା ନୋଭାଭାକ୍ସ ୯୦.୪ ପ୍ରତିଶତ ଫଳପ୍ରଦ ବୋଲି ଦାବି ହୋଇଛି । ଏନେଇ ଦାବି କରିଛି ନୋଭାଭାକ୍ସ ପ୍ରସ୍ତୁତ କରୁଥିବା ଆମେରିକୀୟ କମ୍ପାନୀ । ସ୍ୱଳ୍ପ, ମଧ୍ୟମ ଏବଂ ସାଂଘାତିକ ଆକ୍ରାନ୍ତଙ୍କ କ୍ଷେତ୍ରରେ…

କଟକଣା ଭିତରେ କୋଲକାତାରେ ଅନଲକ୍ ପ୍ରକ୍ରିୟା ଆରମ୍ଭ

କୋଲକାତା: ପଶ୍ଚିମବଙ୍ଗରେ କୋଭିଡ୍ ସ୍ଥିତିକୁ ଦୃଷ୍ଟିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ଯାଇଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟରେ କୋଭିଡ୍ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଛନ୍ତି…

ଭାସୁଥିଲା ୨୦୦-୫୦୦ ଟଙ୍କିଆ ନୋଟ, ପାଣିକୁ ଡେଇଁପଡ଼ିଲେ ଲୋକେ; ଜାଣନ୍ତୁ କେଉଁଠି…

ଆଜମେର: ପାଣିରେ ଭାସୁଥିଲା ପୁଳାପୁଳା ୨୦୦ ଏବଂ ୫୦୦ ଟଙ୍କିଆ ନୋଟ । ଏହା ଜଣାପଡ଼ିବା ପରେ ଆରମ୍ଭ ହୋଇଗଲା ଅଘୋଷିତ ପ୍ରତିଯୋଗିତା । ନୋଟ ଆଣିବାକୁ ଲୋକମାନେ ପାଣିକୁ ଡେଇଁବାକୁ ଲାଗିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି…