Browsing Category

ଦେଶ ବିଦେଶ

ମହଙ୍ଗା ସମୟରେ କେଜ୍ରିୱାଲଙ୍କ ବଡ଼ ଘୋଷଣା: ବଢ଼ିଲା ଶ୍ରମିକଙ୍କ ସର୍ବନିମ୍ନ ବେତନ, ପଛରେ ପଡ଼ିଲେ ଦେଶର ସମସ୍ତ ରାଜ୍ୟ

ନୂଆଦିଲ୍ଲୀ: ଶ୍ରମିକଙ୍କ ପାଇଁ ଏକ ବଡ଼ ଖୁସିଖବର । ଶ୍ରମିକଙ୍କ ସର୍ବନିମ୍ନ ବେତନ ବୃଦ୍ଧି କରିଛନ୍ତି ଦିଲ୍ଲୀର କେଜ୍ରିୱାଲ ସରକାର । ଏଣିକି ଦିଲ୍ଲୀର ଶ୍ରମିକମାନେ ଦେଶର ଅନ୍ୟ ରାଜ୍ୟମାନଙ୍କ ଅପେକ୍ଷା ଅଧିକ ମାତ୍ରାରେ…

ଶୀନା ବୋରା ହତ୍ୟାକାଣ୍ଡ: ୬ ବର୍ଷ ପରେ ଜେଲରୁ ମୁକୁଳିଲେ ଇନ୍ଦ୍ରାଣୀ

ନୂଆଦିଲ୍ଲୀ: ଶୀନା ବୋରା ହତ୍ୟାକାଣ୍ଡ ମାମଲାରେ ଇନ୍ଦ୍ରାଣୀ ମୁଖର୍ଜୀ ଜେଲରୁ ମୁକୁଳିଛନ୍ତି । ଗତ ବୁଧବାର ଦିନ ଇନ୍ଦ୍ରାଣୀଙ୍କୁ ଏହି ମାମଲାରେ ଜାମିନ୍ ମିଳିଥିଲା । ଇନ୍ଦ୍ରାଣୀଙ୍କୁ ରିସିଭ୍ କରିବା ପାଇଁ ତାଙ୍କ ଓକିଲ…

ଜ୍ଞାନବ୍ୟାପୀ ମସଜିଦ ମାମଲାର ଶୁଣାଣି କରିବେ ଜିଲ୍ଲା ଜଜ୍, କେସ ଟ୍ରାନ୍ସଫର କଲେ ସୁପ୍ରିମକୋର୍ଟ

ଜ୍ଞାନବ୍ୟାପୀ ମସଜିଦ୍ ବିବାଦରେ ମାମଲାକୁ ସୁପ୍ରିମକୋର୍ଟ ବାରଣାସୀର ଜିଲ୍ଲା ଅଦାଲତକୁ ଟ୍ରାନ୍ସଫର କରିଦେଇଛନ୍ତି । ଏହା ସହ କୋର୍ଟ  "ଶିବଲିଙ୍ଗ' ମିଳିଥିବା ସ୍ଥାନକୁ ସିଲ୍ ରଖିବା, ମୁସଲିମଙ୍କୁ ସୀମିତ ସଂଖ୍ୟାରେ ନମାଜ…

ଜେଲ୍ ଗଲେ ସିଦ୍ଧୁ, ପଟିଆଲା କୋର୍ଟରେ କଲେ ସରେଣ୍ଡର

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁ ୩୩ ବର୍ଷ ତଳର ଏକ ମାମଲାରେ ଜେଲ ଯାଇଛନ୍ତି । ସିଦ୍ଧୁ ଆଜି ପଞ୍ଜାବର ପଟିଆଲା କୋର୍ଟରେ ଆତ୍ମସମର୍ପଣ କରିଛନ୍ତି । ତେବେ ଆସନ୍ତା ୧ ବର୍ଷ ପାଇଁ…

୩୩ ବର୍ଷ ତଳେ କ’ଣ ଭୁଲ୍ କରିଥିଲେ ସିଦ୍ଧୁ, ଯେଉଁଥିପାଇଁ ଆଜି ଭୋଗିବେ ଏକ ବର୍ଷର ଜେଲଦଣ୍ଡ: ଜାଣନ୍ତୁ ୧୯୮୮ ମସିହା ଡିସେମ୍ବର ୨୭ରେ କ’ଣ…

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂହ ସିଦ୍ଧୁଙ୍କର ପରିସ୍ଥିତି ଆଜିକାଲି ଠିକ୍ ଚାଲୁନାହିଁ । ନିକଟରେ ପଞ୍ଜାବ ବିଧାନସଭା ନିର୍ବାଚନରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲେ । ଏବେ ୩୩…

ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ୧୭ ସମ୍ପତ୍ତି ଉପରେ ସିବିଆଇ ରେଡ୍

ବିହାରର ପୂର୍ବ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ  ଲାଲୁ ଯାଦବଙ୍କ ପାଇଁ ପୁଣି ବଢ଼ିଛି ଅଡୁଆ । ସିବିଆଇ ଲାଲୁ ଏବଂ ତାଙ୍କ ପରିବାର ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି । ଏହି କେସ ଲ୍ୟାଣ୍ଡ୍ ଫର୍ ଜବ୍ ସ୍କାମ…

ହେଲମେଟ ପିନ୍ଧିଲେ ବି ଦେବାକୁ ପଡ଼ିବ ୨ ହଜାର ଟଙ୍କା ଫାଇନ୍

ନୂଆଦିଲ୍ଲୀ: ଭାରତରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ସାଢ଼େ ତିନି ଲକ୍ଷ ଲୋକେ ପ୍ରାଣ ହରାଉଛନ୍ତି । ଦୁର୍ଘଟଣା ହ୍ରସ କରିବା ପାଇଁ ସରକାର ବିଭିନ୍ନ ସମୟରେ ନିୟମ ଲାଗୁ କରିଛନ୍ତି । ବର୍ତ୍ତମାନ ଆସିଥିବା ସୂଚନା ମୁତାବକ…

କଂଗ୍ରେସର ଉଦୟପୁର ଚିନ୍ତନ ଶିବିର ବିଫଳ, ଗୁଜରାଟ ଏବଂ ହିମାଚଳରେ ଦଳକୁ ମିଳିବ ପରାଜୟ-ପ୍ରଶାନ୍ତ କିଶୋର

ନୁଆଦିଲ୍ଲୀ: ନିର୍ବାଚନ ରଣନିତିଜ୍ଞ ପ୍ରଶାନ୍ତ କିଶୋର କଂଗ୍ରେସକୁ କଟାକ୍ଷ କରିଛନ୍ତି । ଶୁକ୍ରବାର ସେ ଟ୍ୱିଟ୍ କରି କହିଛନ୍ତି କି ଉଦୟପୁରରେ "କଂଗ୍ରେସର ଚିନ୍ତନ ଶିବିର'ରେ ମୋରା ମତାମତ ବାରମ୍ବାର ମଗାଯାଉଥିଲ । ତେବେ…

ସିଦ୍ଦୁଙ୍କୁ ଆଜି ଆତ୍ମସମର୍ପଣ କରିବାକୁ ପଡିବ, ସମୟ ଦେବାକୁ ମନା କଲେ ସୁପ୍ରିମକୋର୍ଟ

ନୁଆଦିଲ୍ଲୀ: ସିଦ୍ଦୁଙ୍କୁ ଆତ୍ମସମର୍ପଣ କରିବାକୁ ସମୟ ସମୟ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ । ଏହା ପୁର୍ବରୁ ଜଷ୍ଟିସ ଏଏମ ଖାନୱିଲକର ସିଦ୍ଧୁଙ୍କୁ ମୁଖ୍ୟ ବିଚାରପତିଙ୍କ ନିକଟରେ ଆବେଦନ କରିବାକୁ କହିଥିଲେ ।…

ପ୍ରାଇଭେଟ ଜେଟ୍ ରେ ମସାଜ ସମୟରେ ଯୌନ ଶୋଷଣ, ୨କୋଟି ଦେଲେ ଏଲନ ମସ୍କ

ନୁଆଦିଲ୍ଲୀ: ବିଶ୍ୱର ସବୁଠୁ ଧନି ବ୍ୟକ୍ତି ଏଲନ ମସ୍କଙ୍କ ବିରୋଧରେ ଆସିଛି ଯୌନ ଶୋଷଣ ଅଭିଯୋଗ । ଏହି ମାମଲାକୁ ରଫାଦଫା କରିବା ଲାଗି ୨୦୧୮ରେ ଦୁଇଜଣ ମହିଳାଙ୍କୁ ୨କୋଟ ଟଙ୍କା ମଧ୍ୟ ଦିଆଯାଇଥିଲା । ଏହି ଦୁଇଜଣ ମହିଳା…