Browsing Category
ଦେଶ ବିଦେଶ
ବିରୋଧୀଙ୍କୁ କେନ୍ଦ୍ର ମନ୍ତ୍ରୀଙ୍କ ଟାର୍ଗେଟ, ଅଭିବ୍ୟକ୍ତିର ସ୍ୱାଧୀନତାର ଚାମ୍ପିଅନ୍ ଏକ ବଡ ବିପଦ ପାଲଟିଛନ୍ତି
ନୁଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବିରୋଧୀଙ୍କ ଉପରେ କରିଛନ୍ତି ଜୋରଦାର ଆକ୍ରମଣ । ସେ କହିଛନ୍ତି ଯେ, ଅଭୀବ୍ୟକ୍ତି ପୋଷଣ କରିବାର ସ୍ୱାଧିନତା ମାଗୁଥୁିବା ଦଳ ଗୁଡ଼ିକ ଆଜି ଏହାର ବହୁଳ ବ୍ୟବହାର…
“ଦି କାଶ୍ମୀର ଫାଇଲ୍ସ’ ଉପରେ ଲାଗୁ ପ୍ରତିବନ୍ଧ, ଫିଲ୍ମରେ ରକ୍ତ ଜୁଡୁବୁଡୁ ଚାଉଳ ଖାଇବାକୁ ଦେବା ଘଟଣାରେ ଫାରୁକ୍ କହିଲେ,…
କାଶ୍ମୀର: ଜାମ୍ମୁ କାଶ୍ମୀର ପୁର୍ବତ୍ତନ ମୁଖ୍ୟମନ୍ତ୍ରୀ ଡାକ୍ତର ଫାରୁକ ଅବଦୁଲ୍ଲା ପୁଣି ଥରେ "ଦି କାଶ୍ମୀର ଫାଇଲ୍ସ' ବିଷୟକୁ ଉଠାଇଛନ୍ତି । ସେ କହିଛନ୍ତି ଯେ, ଏହି ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବା ଜରୁରି । ଏହାସହ…
ଆସାମର ୭ ଟି ଜିଲ୍ଲାର ପ୍ରାୟ ୫୭ ହଜାର ଲୋକେ ପ୍ରଭାବିତ, ୩ ମୃତ
ନୁଆଦିଲ୍ଲୀ: ଲଗାତାର ବର୍ଷାରେ ଆସାମାରେ ବନ୍ୟା ପରିସ୍ଥିତି ଉପୁଜିବା ସହିତ ଭୁସ୍ଖଳନ ମଧ୍ୟ ଘଟିଛି । ଏହା ପ୍ରଭାବରେ ୭ ଜିଲ୍ଲାର ପ୍ରାୟ ୫୭,୦୦୦ ଲୋକେ ପ୍ରଭାବିତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ତିନି…
ମାଙ୍କ ଶବ ସହ ବିତାଇଲା ୩ ଦିନ: ହତ୍ୟାର ସନ୍ଦେହ ଘେରରେ ୨୨ ବର୍ଷର ମାନସିକ ବିକୃତ ପୁଅ
ହାଇଦ୍ରାବାଦ: ମାଙ୍କ ମୃତଦେହ ସହିତ ଘର ଭିତରେ ୩ ଦିନ ପର୍ଯ୍ୟନ୍ତ ରହିଛି ୨୨ ବର୍ଷର ପୁଅ । ଦୁର୍ଗନ୍ଧ ଆସିବାରୁ ସ୍ଥାନୀୟ ଲୋକେ ପୋଲିସରେ ଅଭିଯୋଗ କରିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏସବୁ ଦେଖିବା ପରେ…
ଆଣ୍ଟାର୍କଟିକାରେ ଏବେ ଚାରିଆଡ଼େ କେବଳ ଅନ୍ଧାରର ରାଜୁତି: ଆସନ୍ତା ଅକ୍ଟୋବର ମାସରେ ଦେଖିବାକୁ ମିଳିବ ସୂର୍ଯ୍ୟ କିରଣ
ନୂଆଦିଲ୍ଲୀ: ଆଣ୍ଟାର୍କଟିକାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସାମ୍ନାକୁ ଆସିଛି । ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ଏହି ମହାଦେଶରେ ସୂର୍ଯ୍ୟଙ୍କୁ ଦେଖିବାକୁ ମିଳିବ ନାହିଁ । ଆଣ୍ଟାର୍କଟିକାରେ ସୂର୍ଯ୍ୟାସ୍ତ ହୋଇ…
ବିବାହ ପୂର୍ବରୁ ଏବଂ ବିବାହ ପରେ ଯୌନ ସମ୍ପର୍କ ଉପରେ ଆସିଲା ଚକିତ କଲାଭଳି ସରକାରୀ ରିପୋର୍ଟ
ନୁଆଦିଲ୍ଲୀ: ବିବାହ ପରେ କେତେ ଭାରତୀୟ ସେକ୍ସ କରନ୍ତି ତାହା ଜାତୀୟ ପରିବାର ସ୍ୱାସ୍ଥ୍ୟ(ଏନଏଫଏଚଏସ) ସର୍ଭେରୁ ଜଣାପଡ଼ିଛି । ଏହି ସର୍ଭେରେ ଭାରତୀୟଙ୍କୁ ବିବାହ, ସେକ୍ସ ଏବଂ ସେକ୍ସୁଆଲ ପାର୍ଟନରଙ୍କ ବିଷୟରେ ପ୍ରଶ୍ନ…
କରୋନାର କୌଣସି ବି ଭାରିଆଣ୍ଟ ସହ ଲଢି ପାରିବେ ଓମିକ୍ରନରୁ ସୁସ୍ଥ ହୋଇଥିବା ବ୍ୟକ୍ତି: ଷ୍ଟଡିରୁ ଖୁଲାସା
ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମହାମାରୀର ବିଭିନ୍ନ ଭାରିଆଣ୍ଟକୁ ନେଇ ଆତଙ୍କ ଜାରି ରହିଛି । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଏ ନେଇ ଏକ ଆଶ୍ୱସ୍ତିକର ସୂଚନା ଦେଇଛନ୍ତି । ଓମିକ୍ରନ ଭାରିଆଣ୍ଟକୁ ନେଇ ହୋଇଥିବା…
ପାକିସ୍ତାନ ଓ ଶ୍ରୀଲଙ୍କାର ଆର୍ଥିକ ସଙ୍କଟ କଥା ଛାଡ଼ନ୍ତୁ: ଖୁବଶୀଘ୍ର ଦେବାଳିଆ ହେବାକୁ ଯାଉଛି ବାଂଲାଦେଶ
ନୂଆଦିଲ୍ଲୀ: ଏସିଆ ମହାଦେଶକୁ ଘାରିଛି ଶନିଦଶା । ଦୁଇ ପଡ଼ୋଶୀ ଦେଶ ପାକିସ୍ତାନ ଓ ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଦେଖାଦେଇଥିବା ବେଳେ ଏହି ଜାଲରେ ଛନ୍ଦି ହୋଇଛି ଆଉ ଏକ ଦେଶ । ବିଶ୍ୱ ବଜାରର ନକାରାତ୍ମକ ସ୍ଥିତିର…
ଆକାଶରୁ ଖସୁଛି ରହସ୍ୟମୟ ବସ୍ତୁ: ଭୟଭୀତ ଅବସ୍ଥାରେ ଗ୍ରାମବାସୀ
ନୂୂଆଦିଲ୍ଳୀ: ପ୍ରକୃତି ଅନେକ ବିଷ୍ମୟରେ ଭରପୂର । ଏହାର ଅନେକ ଘଟଣା ଉପରୁ ପରଦା ହଟାଇବାରେ ବୈଜ୍ଞାନିକ ମାନେ ଅସମର୍ଥ । ତେବେ ଏମିତି ଏକ ଘଟଣା ଘଟିଛି ଗୁଜରାଟରେ । ଆକାଶରୁ କିଛି ରହସ୍ୟମୟୀ ବସ୍ତୁ ଖସୁଥିବା ବେଳେ…
କେନ୍ଦ୍ର ସରକାରଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଜୋରଦାର ଆକ୍ରମଣ, ଆମେ ଜୋଡ଼ିବାକୁ ପ୍ରୟାସ କରୁଛୁ ସେମାନେ ବିଭାଜନର କାମ କରୁଛନ୍ତି
ରାଜସ୍ଥାନ: କଂଗ୍ରେସ ପୁର୍ବତ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ମୋଦୀ ସରକାର ଭାରତକୁ ଦୁଇ ଭାଗ କରିବାକୁ ଚାହୁଁଛନ୍ତି । ଆମେ ଯୋଡ଼ିବାକୁ ପ୍ରୟାସ…