Browsing Category
ଦେଶ ବିଦେଶ
ଭାରତର ସବୁଠୁ ଭଲ ବାସୋପଯୋଗୀ ସ୍ଥାନ ବେଙ୍ଗାଲୁରୁ, ଜାଣନ୍ତୁ ତାଲିକାଭୁକ୍ତ ଅନ୍ୟ ସ୍ଥାନ ସମ୍ପର୍କରେ…
ନୂଆଦିଲ୍ଲୀ: ସମସ୍ତଙ୍କ ଇଚ୍ଛା ଭଲ ଖାଇବେ, ଭଲ ପିନ୍ଧିବେ ଆଉ ଭଲରେ ଜୀବନ ବିତାଇବେ । ସେହିପରି ସୁନ୍ଦର ଘର ବା ସ୍ଥାନଟିଏ କାହାକୁ ଆକର୍ଷିତ ନକରେ! ତେବେ ଆମ ଦେଶର କେଉଁସ୍ଥାନ ସବୁଠୁ ଭଲ ରହିବା ଉପଯୋଗୀ ସ୍ଥାନ? ସଦ୍ୟ…
ନାସାର ରକେଟ୍ ନିର୍ମାଣର ମୁଳଦୂଆ ତତ୍ତ୍ୱାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ
ନୂଆଦିଲ୍ଲୀ: ‘ନାସା’ର ଚନ୍ଦ୍ର ଓ ଅନ୍ୟାନ୍ୟ ଅଭିଯାନ ପ୍ରକଳ୍ପ ନିମନ୍ତେ ରକେଟ୍ ନିର୍ମାଣର ମୂଳଦୁଆ ତତ୍ତ୍ବାବଧାନ କରୁଛନ୍ତି ଭାରତ ଇଞ୍ଜିନିୟର୍ ସୁଭାଷିନୀ ଆୟର । କୋଏମ୍ବାଟୁର୍ ଜନ୍ମିତା ସୁଭାଷିନୀ ଆୟର୍ ଆମେରିକାର…
‘ଚାରଚାନ୍ଦ’ ଲଗାଇଛନ୍ତି ବିହାରର ଚାନ୍ଦିପୁର ଗାଁ, ଅଢ଼େଇ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁକୁ ଛୁଇଁପାରିନି ଘାତକ କରୋନା
ବିହାର : ‘ଦୁଇ ଗଜ ଦୂରତା, ମାସ୍କର ଆବଶ୍ୟକତା । ଏହି ଦୁଇ ଉକ୍ତିର ସଫଳ ରୂପାୟନ କରିଛନ୍ତି ବିହାରର ନରକଟିଆଗଞ୍ଜ ସବ-ଡିଭିଜନର ଚାନ୍ଦପୁର ଗାଁ ଲୋକମାନେ । କୋଭିଡ୍ ସମୟରେ ସାରା ବିଶ୍ୱବାସୀ ହନ୍ତସନ୍ତ ହେଉଥିବା ବେଳେ…
IAS ଅଧିକାରୀ ସ୍ତରରେ ଅଦଳବଦଳ
ରାୟପୁର: ଛତିଶଗଡ଼ ସରକାର ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀଙ୍କ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି । ସରକାର ୯ କଲେକ୍ଟରଙ୍କ ସମେତ ୨୯ ଅଧିକାରୀଙ୍କୁ ଅଦଳବଦଳ କରିଥିବା ଜଣାପଡ଼ିଛି । କୃଷି ବିଭାଗ ସଚିବ…
ଶ୍ରୀଲଙ୍କାରେ ବନ୍ୟା: ପ୍ରାଣ ହରାଇଲେଣି ୧୪, ଦୁଇଲକ୍ଷ ପ୍ରଭାବିତ
କଲମ୍ବୋ: ଶ୍ରୀଲଙ୍କାରେ ଶନିବାର ମୁସଲଧାରାରେ ବର୍ଷା ହେବା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ବର୍ଷା ଗୁରୁବାରଠାରୁ ହିଁ ଆରମ୍ଭ ହୋଇଥିବା ଜଣାପଡିଛି । ଫଳରେ କଲମ୍ବୋ ସମେତ ୧୦ ଜିଲ୍ଲାର ଲୋକେ ଗୁରୁତର…
ଯଦି ପିଜ୍ଜା ଡେଲିଭରି ହେଉଛି, ତେବେ ରାସନ ଯୋଗାଣ କାହିଁକି ନୁହେଁ? ଜାଣନ୍ତୁ ଏମିତି କିଏ କାହାକୁ ପଚାରିଲେ…
ନୂଆଦିଲ୍ଲୀ: ରାଜଧାନୀରେ ୭୨ ଲକ୍ଷ ପରିବାରକୁ ସୁବିଧା ଯୋଗାଇବା ପାଇଁ ସରକାର ଉଦ୍ୟମ କରିଥିଲେ । ରାସନ୍ ସାମଗ୍ରୀ ଡୋର୍ ଷ୍ଟେପ୍ ଡେଲିଭରି ଦେବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଏଥିରେ ଲଗାମ ଲଗାଇଲେ କେନ୍ଦ୍ର ସରକାର ।…
କର୍ଣ୍ଣାଟକ ରାଜନୀତି ଚଳଚଂଚଳ, ୟେଦୁରପ୍ପା କହିଲେ- ମୁଁ ସେହି ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି, ଯେଉଁ ଦିନ…
ବେଙ୍ଗାଲୁରୁ : ଗତ କିଛି ମାସ ହେବ କର୍ଣ୍ଣାଟକ ରାଜନୀତି ଚଳଚଂଚଳ ହୋଇ ଉଠିଛି । ରାଜ୍ୟ ବିଜେପିରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳିଛି । କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପାଙ୍କ ବିରୋଧରେ ବିଜେପିର…
ମୃତ୍ୟୁସଂଖ୍ୟାରେ ୧ ଲକ୍ଷ ପାର୍ କରିଛନ୍ତି ୭ଟି ଦେଶ: ଦୁଇ ଦିନ ମଧ୍ୟରେ ମହାରାଷ୍ଟ୍ର ସେଇ ଅଲୋଡ଼ା ସ୍ଥାନରେ ପହଞ୍ଚିବ
ମୁମ୍ବାଇ: ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ଧିରେଧିରେ ଶିଥିଳ ପଡ଼ୁଥିବା ଦେଖିବାକୁ ମିଳିଲାଣି । ମହାରାଷ୍ଟ୍ର ଦ୍ୱିତୀୟ ଲହରରେ ସବୁଠାରୁ ବେଶି ପ୍ରଭାବିତ ହୋଇଛି । ପୃଥିବୀର ୭ଟି ଦେଶରେ ୧ ଲକ୍ଷରୁ ଅଧିକ ଲେଖାଏଁ ଲୋକ…
ଏବେ ହାତକୁ ଆସିବ କମ ଦରମା, ସରକାର ଆଣୁଛନ୍ତି ନୂତନ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କଣ ପଡିବ ପ୍ରଭାବ
ନୂଆଦିଲ୍ଲୀ : ଆଗାମୀ କିଛି ମାସରେ ଦେଶରେ ନୂତନ ଶ୍ରମ ଆଇନ ଲାଗୁ ହେବାକୁ ଯାଉଛି । ଏହାକୁ ଅନ୍ତିମ ରୂପ ଦେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଏହି ଆଇନ ଲାଗୁ ହେବା ପରେ କର୍ମଚାରୀଙ୍କ ହାତକୁ…
ଜି ୭ ଦେଶ ମଧ୍ୟରେ ଐତିହାସିକ ରାଜିନାମା, ଗୁଗଲ-ଫେସବୁକ ଉପରେ ଲାଗିବ ୧୫ % କର୍ପୋରେଟ୍ ଟ୍ୟାକ୍ସ
ଲଣ୍ଡନ : ସଂଯୁକ୍ତ ରାଷ୍ଟ୍ର ଆମେରିକା, ବ୍ରିଟେନ ସମେତ ଜି ୭ର ସମସ୍ତ ଦେଶ ଏକ ଐତିହାସିକ ରାଜିନାମା କରିବାକୁ ଯାଉଛନ୍ତି । ଏହି ରାଜିନାମା ଗୁଗଲ, ଆପଲ, ଫେସବୁକ ପରି ମଲଟିନ୍ୟାସନାଲ କମ୍ପାନୀ ଉପରେ ଉଚ୍ଚ ବୈଶ୍ୱିକ କର…