fbpx
Browsing Category

ଦେଶ ବିଦେଶ

୨୯ ଡିସେମ୍ବରରେ ହେମନ୍ତଙ୍କ ଶପଥ ଗ୍ରହଣ, ସାମିଲ ହେବେ ୬ ରାଜ୍ୟର ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୭ ।୧୨: ଝାଡଖଣ୍ଡରେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ, କଂଗ୍ରେସ ଓ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଗଠବନ୍ଧନକୁ ପୂର୍ଣ୍ଣ ବହୁମତ ମିଳିବା ପରେ ସରକାର ଗଠନର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ୨୯…

ଅସ୍ତ୍ରବିରତି ଉଲ୍ଲଂଘନ ପଡିଲା ମହଙ୍ଗା, ୪ ପାକିସ୍ତାନୀ ସୈନ୍ୟ ନିହତ

ରାଜୌରୀ,୨୭ ।୧୨: ଜମ୍ମୁ-କାଶ୍ମୀରର ପୁଞ୍ଚ ଓ ରଜୌରୀ ସେକ୍ଟରରେ ଗୁଳିମାଡ । ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ୍ ଦେଲେ ଭାରତୀୟ ସେନା । ଭାରତୀୟ ସେନାଙ୍କ ଗୁଳିମାଡରେ ୪ ପାକିସ୍ତାନୀ ସୈନ୍ୟ ନିହତ…

ଅଶ୍ଲୀଳ ଚାଟ୍ ଘେରରେ ପାକିସ୍ତାନର ରେଳମନ୍ତ୍ରୀ ! ଭାଇରାଲ ହେଲା ଷ୍ଟାର ସହ ଭିଡିଓ କଲ୍

ଅଶ୍ଲୀଳ ଚାଟ୍ ଜାଲରେ ଫସିଲେ ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦ । ପାକିସ୍ତାନର ସୋସିଆଲ ମିଡିଆ ଷ୍ଟାର ହରୀମ ଶାହ ରେଳ ମନ୍ତ୍ରୀଙ୍କ ସହ ଭିଡିଓ କଲର ଏକ ଫୁଟେଜ୍ ସେୟାର କରିଛନ୍ତି । ରେଳମନ୍ତ୍ରୀ ଶେଖ ରସିଦ ଅଶ୍ଳୀଳ…

ବିମାନ ଦୁର୍ଘଟଣାଗ୍ରସ୍ତ, ୧୪ମୃତ

ନୂଆଦିଲ୍ଲୀ, ୨୭ା୧୨: କାଜାକିସ୍ତାନର ଅଲମାଟିରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ବିମାନଟି ଉଡ଼ାଣ ବେଳେ ତଳକୁ ଖସି ଦୁଇ ମହଲା କୋଠାରେ ପିଟି ହୋଇ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୧୪ଜଣଙ୍କର ମୃତ୍ୟୁ…

ବାୟୁସେନାରୁ ଅବସର ନେଲା ମିଗ୍ -୨୭

ଯୋଧପୁର, ୨୭ା୧୨: ଯୋଧପୁର ଏୟାରବେସରେ ଆଜି ମିଗ୍-୨୭ ଶେଷ ଉଡ଼ାଣ କରିଛି । ୪୦ବର୍ଷ ହେବ ବାୟୁସେନାରେ ସାମିଲ ଥିଲା ମିଗ୍-୨୭ । ଏହା ଏକ ଫାଇଟ ଜେଟ୍ । ଆଜି ୪୦ବର୍ଷ ପରେ ବାୟୁସେନାରୁ ଅବସର ନେଇଛି ମିଗ୍-୨୭ । ମିଗ୍-୨୭ର…

ସାଧାରଣ ଜନତାଙ୍କ ପାଇଁ ବଡ ଖବର ! ଗ୍ୟାସ୍ ଦର ଶସ୍ତା ପାଇଁ ନିଷ୍ପତ୍ତି ନେଇପାରନ୍ତି ମୋଦୀ ସରକାର

ନୂଆଦିଲ୍ଲୀ,୨୬ ।୧୨:ପ୍ରଧାନମନ୍ତ୍ରୀ ଉଜ୍ଜଳ ଯୋଜନାରେ ପିଏନଜି ସଂଯୋଗ କରି ଆପଣ ବି ସବସିଡିର ଲାଭ ଉଠାଇପାରିବେ । ସୂତ୍ରରୁ ମିଳୁଥିବା ଖବର ମୁତାବକ, ସହରରେ ଥିବା ଗରୀବ ଗ୍ରାହକଙ୍କୁ ପିଏନଜି କନେକ୍ସନ ନେବାରେ ଆର୍ଥିକ…

ଜନ୍ମଦିନରେ ସହିଦ ହେଲେ ଆର୍ମି ଯବାନ, କାନ୍ଦି କାନ୍ଦି ବିଦାୟ ଦେଲେ ନବବିବାହିତା ପତ୍ନୀ

ରାଜସ୍ଥାନ,୨୬ ।୧୨: ରାଜସ୍ଥାନର ଭରତପୁରରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ନିଜର ଜନ୍ମଦିନରେ ସହିଦ ହୋଇଥିବା ଆର୍ମି ଯବାନ ସୌରଭ କଟାରାଙ୍କୁ କାନ୍ଦି କାନ୍ଦି ଶ୍ମସାନରେ ବିଦାୟ ଦେଇଛନ୍ତି ନବବିବାହିତା ପତ୍ନୀ…