Browsing Category

ଦେଶ ବିଦେଶ

କ୍ୟାପ୍ଟେନ ଅମରିନ୍ଦରଙ୍କର ପଦ ଯିବାର ପ୍ରମୁଖ କାରଣ କ’ଣ ହୋଇପାରେ, ଭାଜପା ନା ଅପମାନ

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ଇସ୍ତଫା ଦେବା ପରେ ଏବେ ସବୁ ମହଲରୁ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ତେବେ କ୍ୟାପ୍ଟେନ ହଠାତ୍ ପଦ ହରାଇବାର କାରଣ କ’ଣ ହୋଇପାରେ ବୋଲି ସବୁ ମହଲରୁ ପ୍ରଶ୍ନ…

ପାଠ ପଢ଼ିବାକୁ କହିବାରୁ ବାପାଙ୍କୁ ଗୁଳି ମାରିଲା ପୁଅ

ଲକ୍ଷ୍ନୌ: ପାଠ ପଢ଼ୁନଥିବାରୁ ବାପା, ପୁଅକୁ ପାଟି କଲେ । ଏହି କଥାରେ ରାଗିଯାଇ ବାପାଙ୍କଳ ଉପରକୁ ଗୁଳି ଚଳାଇଛି ପୁଅ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ନୌ ର ଚିନହଟ୍ ଥାନା ଅଞ୍ଚଳରେ । ରବିବାର ଦିନ ସକାଳ…

ମହାକାଶଚାରୀଙ୍କ ରକ୍ତ, ଝାଳ ଓ ଲୁହରୁ ତିଆରି ହେବ କଂକ୍ରିଟ, ମଙ୍ଗଳ ଗ୍ରହରେ ବୈଜ୍ଞାନିକମାନେ ସ୍ଥାପନ କରିବେ ମାନବ କଲୋନୀ

ନୂଆଦିଲ୍ଲୀ: ଦିନକୁ ଦିନ ବିଜ୍ଞାନ ପ୍ରଗତି ପଥରେ ଆଗେଇ ଚାଲିଛି । ୟୁନିଭରସିଟି ଅଫ୍ ମାଞ୍ଚେଷ୍ଟରର ବୈଜ୍ଞାନିକମାନେ ଏନେଇ ଏକ ନୂଆ ସଫଳତା ହାସଲ କରିଛନ୍ତି । ସେମାନେ ମହାକାଶଚାରୀଙ୍କର ରକ୍ତ, ଝାଳ ଓ ଲୁହରୁ କଂକ୍ରିଟ…

ଚଳନ୍ତା ଗାଡ଼ିରେ ଲାଗିଲା ନିଆଁ, ଜିଅନ୍ତା ଜଳିଗଲେ ଡାକ୍ତର

ହାଇଦ୍ରାବାଦ୍: ଚଳନ୍ତା ଗାଡ଼ିରେ ଲାଗିଗଲା ନିଆଁ । ଫଳରେ ଗାଡ଼ିରେ ଥିବା ୩୯ ବର୍ଷୀୟ ଡାକ୍ତର ଭିତରେ ଫସିଯାଇଥିଲେ ଓ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହିଭଳି ଏକ ହୃଦୟଥରା ଘଟଣା ଘଟିଛି ହାଇଦ୍ରାବାଦ୍ ର…

ଇଭେଣ୍ଟ୍ ଆଙ୍କରଙ୍କ ସହ ହୋଟେଲରେ ଗଣଦୁଷ୍କର୍ମ, ମୁହଁ ଖୋଲିଲେ ଜୀବନରୁ ମାରିଦେବା ନେଇ ଧମକ

ପାଟନା: ଦେଶରେ ଦୁଷ୍କର୍ମ ମାମଲା ଥମିବାର ନାଁ ଧରୁନି । ଏବେ ପୁଣି ଜଣେ ମହିଳାଙ୍କ ସହିତ ଗଣ ଦୁଷ୍କର୍ମ ହୋଇଥିବାର ଖବର ସାମନାକୁ ଆସିଛି । ବିହାରର ରାଜଧାନୀ ପାଟନାରୁ ଜଣେ ହାଇପ୍ରୋଫାଇଲ୍ ଯୁବତୀଙ୍କ ସହିତ ଗଣଦୁଷ୍କର୍ମ…

ତେଜିଲା ପଞ୍ଜାବ ରାଜନୀତି: ଆଜି ପୁଣି ବିଧାୟକ ଦଳ ବୈଠକ, ମୁଖ୍ୟମନ୍ତ୍ରୀ ଦୌଡ଼ରେ ୫ ନାମ

ନୂଆଦିଲ୍ଲୀ: ବର୍ତ୍ତମାନ ପଞ୍ଜାବ ରାଜନୀତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ପଦରୁ ଗତକାଲି କ୍ୟାପ୍ଟେନ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ଗତକାଲି ବିଧାୟକ ଦଳ ବୈଠକ ବସିଥିଲା । ତେବେ ଆଜି ନୂଆ…

ଆଧାର-ପ୍ୟାନ ଲିଙ୍କକୁ ନେଇ ବଡ଼ ଖବର: ଏତିକି ତାରିଖ ଯାଏଁ ବଢିଲା link ଅବଧି

ନୂଆଦିଲ୍ଲୀ: କୋଭିଡ୍‌-୧୯ ମହାମାରୀ ସଂକ୍ରମଣ ହେତୁ କେନ୍ଦ୍ର ସରକାର ‘ପର୍‌ମାନେଣ୍ଟ୍‌ ଆକାଉଣ୍ଟ୍‌ ନମ୍ବର’ (ପାନ୍‌) ସହ ‘ଆଧାର’ ସଂଯୋଗ ସମୟସୀମା ୨୦୨୨ ମାର୍ଚ ୩୧ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି।ଆୟକର ବିଭାଗ…

ସିଦ୍ଧୁ ପଞ୍ଜାବର ରାଖୀ ସାୱନ୍ତ

ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା ନବଜୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବ ରାଜନୀତିର ରାଖୀ ସାୱନ୍ତ ବୋଲି ସମାଲୋଚନା କରିଛନ୍ତି । ଏ ନେଇ ଏବେ ଆପ ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି।…

ରାଷ୍ଟ୍ରୀୟ ସୁରକ୍ଷା ପାଇଁ ସିଦ୍ଧୁ ବିପଦ; ପାକିସ୍ତାନ ସହିତ ରହିଛି ତାଙ୍କର ସମ୍ପର୍କ: ଅମରିନ୍ଦର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ନିଜ ପଦରୁ ଇସ୍ତଫା ପ୍ରଦାନ କରିବା ପରେ ନଭଜୋତ ସିଂ ସିଦ୍ଧୁଙ୍କ ପ୍ରତି ଆକ୍ରମଣକୁ ଶାଣିତ କରିଛନ୍ତି । ପାକିସ୍ତାନ ସହିତ ସିଦ୍ଧୁଙ୍କ ସମ୍ପର୍କ ରହିଛି ଏବଂ ସେ…

ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗୁଆ ସୁନୀଲ ଜାଖର

ନୂଆଦିଲ୍ଲୀ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ଇସ୍ତଫା ପରେ ପଞ୍ଜାବ ରାଜନୀତିରେ ସୃଷ୍ଟି ହୋଇଛି ବଡ ଶୂନ୍ୟସ୍ଥାନ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଏକାଧିକ ଆଶାୟୀ ରହିଥିବା ବେଳେ ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ…